ଏମିତି ବି ଆସେ ମୃତ୍ୟୁ, ନାଚୁଥିବା ସମୟରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ , ଭାଇରାଲ ହେଲା ଭିଡ଼ିଓ..ଲୋକେ ଦେଖି ଆଶ୍ଚର୍ଯ୍ୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ମୃତ୍ୟୁ କେତେବେଳେ, କେଉଁଠି ଓ କେବେ ମଧ୍ୟ ଆସିପାରେ। ସେ ସମ୍ପର୍କରେ କାହା ପାଖରେ ସୂଚନା ନଥାଏ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ୱାଇ ସହରର ବାନ୍ଦ୍ରା ଅଞ୍ଚଳରେ। ୫୩ ବର୍ଷୀୟ ବିଷ୍ଣୁ ଚନ୍ଦ୍ର ଦୁଦନାଥ ପାଣ୍ଡେ ଆନନ୍ଦରେ ନୃତ୍ୟ କରୁଥିବା ସମୟରେ ହଠାତ୍ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

୪୫ ବର୍ଷୀୟ ଏକ ଲ୍ୟାବ୍ ରେ କାମ କରିଥାନ୍ତି କମ୍ପାନୀରେ ଚାକିରି କରୁଥିଲେ। କମ୍ପାନୀର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ସେ ଉତ୍ତର ପ୍ରଦେଶର ବଳିଲା ହୋଟେଲ୍ ପାର୍ଟି ରେ ଜନ୍ମ ଦିନର ପାର୍ଟି ରଖିଥିଲେ ।ଓ ପ୍ରଭାତ ସେଇଥିକୁ ଯାଇଥିଲେ ଭଲ କାମ ପାଇଁ ତାଙ୍କୁ ସେଠାରେ କମ୍ପାନୀ ପକ୍ଷରୁ ଗୋଲ୍ଡ ମେଡାଲ ଦେବାକୁ ଘୋଷଣା କରାଯାଇଥିଲା।

ତାଙ୍କ ନାଁ ଘୋଷଣା ହେବା କ୍ଷଣି ସେ ନାଚି ନାଚି ଖୁସି ମନରେ ମଞ୍ଚ ଉପରକୁ ଯାଇଥିଲେ। ହଠାତ୍ କଣ ହେଲା କେଜାଣି ହେଲେ ସେଠାରେ ସେ ହଠାତ୍ ପଡ଼ି ଯାଇଥିଲେ। ଆଉ ସେ ସେଠାରୁ ଉଠି ପାରି ନଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ ଘଟିଥିବା ପରେ ଡାକ୍ତର ସ୍ପଷ୍ଟ କହିଥିଲେ।

ପ୍ରଭାତ ତାଙ୍କ ବନ୍ଧୁ ଙ୍କ ଜନ୍ମ ଦିବସ କୁ ଆସିଥିଲେ ବିଶାଳ ଙ୍କ ଜନ୍ମ ଦିବସ କୁ ଆସିଥିଲେ । ପାର୍ଟି ରେ ନାଚି ଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭାତ ଆନନ୍ଦ ସହିତ ନାଚି ଥିବାର ଦେଖା ଯାଇଛି ୧ ମିନିଟ୍ ୩୨ସେକେଣ୍ଡ ର ଭିଡ଼ିଓ ର ଦେଖିବାକୁ ମିଳିଛି କି ପ୍ରଭାସ ର ମୁହଁରେ ୧ମିନିଟ୍ ୨୪ସେକେଣ୍ଡ ଯାଏ କୌଣସି ଥକା ପାନ ନଥିଲା କିନ୍ତୁ ୧ମିନିଟ୍ ୨୫ ସେକେଣ୍ଡ ପରେ ହଠାତ୍ ସେ ତଳେ ପଡ଼ିଯାଇ ଥିଲେ ପାର୍ଟି ରେ ଉପସ୍ଥିତ ଲୋକ ମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠି ନ ଥିଲେ ।

ପ୍ରଭାତ ଜଣେ ଲ୍ୟବ୍ ରେ ଚାକିରି କରିଥିଲେ ସେ ତାଙ୍କର ବନ୍ଧୁଙ୍କ ଜନ୍ମ ଦିନ କୁ ଯାଇଥିଲେ ସେଠାରେ ଡିଯେ ର ତାଳେ ତାଳେ ନାଚି ଥିଲେ ବେଶ୍ ଆନନ୍ଦରେ ଗୀତ ର ତାଳେ ନାଚି ଥିଲେ ପାର୍ଟି ରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କ ନାଚ ର ଭିଡ଼ିଓ କରୁଥିଲେ ଏବଂ ତାଙ୍କୁ ଉତ୍ସାହିତ କରୁଥିଲେ ।

ଡିଜେ ରେ ନାଚୁ ଥିବା ସମୟରେ ପ୍ରଭାତ ହଠାତ୍ ଚେତା ଶୂନ୍ୟ ହେଇ ଟଳି ପଡ଼ିଥିଲେ ଆଉ ଉଠି ନ ଥିଲେ ପାର୍ଟି ରେ ଉପସ୍ଥିତ ଥିବା ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ ଓ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ୍ ନିଆଁ ପରି ଭାଇରାଲ ହେବାରେ ଲାଗିଛି ଭିଡ଼ିଓ ଟି କୁ ଲୋକ ମାନେ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେବାରେ ଲାଗିଛି ଏହି ଭଳି ଅଚାନକ ମୃତ ଦେଖି ଲୋକ ମାନେ ସ୍ତବ୍ଦ ହୋଇଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ