ଛିଃ..ଛିଃ..ସ୍ୱାମୀ ମରିଗଲା ପରେ ଦିଆରକୁ ବାହାହେଲା ଭାଉଜ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଆଜିକାଲି ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନେ ଯେତେ ଉପରକୁ ଯାଉଛନ୍ତି ସେତେ ଅସଭ୍ୟ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନଙ୍କ ମନ ଧୀରେ ଧୀରେ କଳୁଷିତ ହେବାକୁ ଲାଗିଲାଣି। ଆଜିକାଲିର ସଭ୍ୟ ସମାଜରେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି।
ପ୍ରତ୍ୟକ ଦିନ ଖବର କାଗଜ, ଟିଭି, ମିଡ଼ିଆ ଇତ୍ୟାଦିରେ ଅଵୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ଆଜିକାଲିର ଲୋକ ମାନେ ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଦେଇ ଥାଆନ୍ତି। ଏହା ବ୍ୟତୀତ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ଏକ ମହିଳାଙ୍କ ସହିତ ସମ୍ପର୍କ ରଖିଥାଏ। ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ଆମ ସମାଜରେ ଏହି ଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଭାଉଜ ପ୍ରେମରେ ଦିଅର ବାୟା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;
ଏଭଳି ଏକ ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ଙ୍କର ଉଭୟ ସମ୍ପର୍କ ବହୁତ ନିବିଡ଼ ରହିଥିଲା। କିନ୍ତୁ ହଠାଥ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଉପରେ ପ୍ରତିଦିନ ଗାଳି ଗୁଲଜ କରିବା ସହିତ ଖୁବ ଜୋର ସୋର ଭାବରେ ମାଡ଼ ମଧ୍ୟ ମାରୁଥିଲେ।
ଏଥି ସହିତ ଯୁବକ ଜଣଙ୍କ ନିଜ ଭାଉଜ ପ୍ରେମରେ ବାୟା ହୋଇ ନିଜ ସ୍ତ୍ରୀ କୁ ଅକଥନୀୟ ନିର୍ଯାତନା ଦେଉଥିଲା। ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କ ପିଠିରେ ଚେଙ୍କା ମଧ୍ୟ ଦେଇଥିଲେ ଓ ଏହି ସବୁ ନିର୍ଯାତନା ମହିଳା ଆଉ ସହି ପାରିଲେ ନାହିଁ।
ଶେଷରେ ମହିଳା ଭଣ୍ଡାରୀ ପୋଖରୀ ଥାନାରେ ଯାଇ ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ନାଁ ରେ ଅଭିଯୋଗ କରିଲେ କିନ୍ତୁ ଥାନା ଅଧିକାରୀ ମହିଳାଙ୍କ କୌଣସି କଥା ଶୁଣିଲେ ନାହିଁ। ଶେଷରେ ବାଧ୍ୟ ହୋଇ ମହିଳା ଭଦ୍ରକ ଏସପିଙ୍କ ନିକଟକୁ ଯାଇ ଥିଲେ।
ମହିଳା କହିଛନ୍ତି ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆ ଯାଉ ମହିଳାଙ୍କୁ ନ୍ୟାୟ ଦିଆ ଯାଉ ବୋଲି କହିଛନ୍ତି। ମହିଳାଙ୍କ ଅଭିଯୋଗ ସବୁ ଶୁଣି ଏସପି ମହିଳାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ବନ୍ଧୁଗଣ ସମାଜରେ ଏଭଳି କାର୍ଯ୍ୟ ହେବା ଦ୍ୱାରା ସମାଜ ଉପରେ ଏହାର ବହୁତ କୁପ୍ରଭାବ ପଡୁଛି ଓ ଏମିତିକି ଅନ୍ୟ ଲୋକ ମାନେ ମଧ୍ୟ ଖରାପ ହୋଇ ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।