UPSC Interview ରେ ଝିଅଟିକୁ ପଚାରିଲେ, ଇଂରାଜୀରେ 3ଟି ଅକ୍ଷରର ଏମିତି କେଉଁ ଶବ୍ଦ ଅଛି ଯାହା ଜଣେ ଝିଅକୁ ମହିଳା କରି ହେଇ ଥାଏ ? ତା’ର ଉତ୍ତର ଶୁଣି ସମସ୍ତେ ଅବାକ୍….ଏମିତି ଉତ୍ତର ଆପଣ ବି ଜାଣି ନଥିବେ

ଆଜି କାଲିର ଦୁନିଆରେ ଗୋଟେ ସରକାରୀ ଚାକିରୀ ବଜେଇବା ଏତେ କଷ୍ଟ ହୋଇ ଗଲାଣି ଯେ ତାହା କହି ହେବନି । ତେବେ ଆଜି କାଲି ଯାହା ବି ସବୁ ହେଉଛି କେବଳ ସେହି ଝିଅ ମାନଙ୍କ ପାଇଁ । ପିଲା ମାନେ ସରକାରୀ ଚାକିରୀ ପଛରେ କଣ ପାଇଁ ଯାଉ ଛନ୍ତି , ସେମାନେ ତୋ ପ୍ରାଇଭେଟ ଚାକିରୀ ମଧ୍ୟ କରି ପାରିବେ ।

ଏହାର ବଡ କାରଣ ହେଉଛି ଭଲ ଗମେଣ୍ଟ ଚାକିରୀ ଟିଏ କଲେ ଭଲ ସୁନ୍ଦରୀ ଝିଅ ମିଳିବେ । ସେଥି ପାଇଁ ଆଜି କାଲି ପିଲା ମାନେ ଚାକିରୀ ପାଇବା ପାଇଁ ବହୁତ କଷ୍ଟ କରୁ ଛନ୍ତି । କିନ୍ତୁ ସଫଳ ପାଉ ନାହାନ୍ତି । ସଫଳ ପାଇବା ପାଇଁ ଆମକୁ ଦିନକୁ 10 ଘଣ୍ଟା କଷ୍ଟ କରିବା ପାଇଁ ପଡିବ ।

ଆଜି ଗୋଟେ ଏମିତି ପ୍ରଶ୍ନ IAS ରେ ପଚରା ଯାଇ ଥିଲା ଯାହାର ଉତ୍ତର କେହି ଦେଇ ପାରି ନ ଥୁଲେ , ତେବେ ପ୍ରଶ୍ନ ଟା ଥିଲା ଝିଅ ମାନଙ୍କର ଏମିତି କେଉଁ ଦୁଇଟି ଜିନିଷ ରହିଛି ଯାହା ଚିପିଲେ ଧୀରେ ଧୀରେ ବଢି ବାରେ ଲାଗି ଥାଏ । ଆପଣ ଏହାର ଉତ୍ତର ସୁଣିଲେ ଆପଣଂକୁ ବହୁତ କଡା ଲାଗିବ କିନ୍ତୁ ପ୍ରକୃତ ରେ ଏହାର ଉତ୍ତର ବହୁତ ସାଧା ତେବେ ଆସନ୍ତୁ ଜାଣିବା ତାର ଉତ୍ତର ।

1, 10 ଟଙ୍କା ରେ କଣ କିଣିଲେ ପୁରା ଘରକୁ ପୁରେଇ ଦେଵ ।
ଉ, 10 ଟଙ୍କା ରେ ଧୂପ କିଣି ଆଣିଲେ ପୁରା ଘର କୁ ବାସ୍ନା ରେ ପୁରେଇ ଦେଵ ।

2, କେଉଁ କାମ କୁ ସମସ୍ତେ ରାତି ରେ କରିବା ପାଇଁ ଭଲ ପାଇ ଥାନ୍ତି ।
ଉ, ରାତିରେ ଶୋଇବା କାର୍ଯ୍ୟ କୁ ସମସ୍ତେ କରିବା ପାଇଁ ଭଲ ପାଇ ଥାନ୍ତି ।

3, ମହିଳା ମାନଙ୍କର କେଉଁ ବେଶ କୁ ସମସ୍ତେ ଦେଖି ପାରିବେ କିନ୍ତୁ ସ୍ୱାମୀ ଦେଖି ପାରିବେ ନାହିଁ ।
ଉ, ମହିଳା ମାନଙ୍କର ବିଧବା ବେଶକୁ ସମସ୍ତେ ଦେଖି ପାରିବେ କିନ୍ତୁ ତାଙ୍କ ସ୍ୱାମୀ ଦେଖି ପାରିବେ ନାହିଁ ।

4, ମହିଳା ମାନଙ୍କର କେଉଁ ଦୁଇଟି ଜିନିଷ କୁ ଜୋର ରେ ଚିପିଲେ ଫୁଲି ଯାଇ ଥାଏ ।
ଉ, ସେମିତି କିଛି ଜିନିଷ ନାହିଁ ମହିଳାଙ୍କ ର ଚିପିଲେ ତାହା ଫୁଲି ଯାଇ ଥାଏ ।

5, କେଉଁ ଜିନିଷ କୁ ଖାଇବା ପାଇଁ କିଣା ଯାଇ ଥାଏ କିନ୍ତୁ ଖାଇ ନ ଥାନ୍ତି ।
ଉ, ପ୍ଲେଟ ଖାଇବା ପାଇଁ କିଣା ଯାଇ ଥାଏ କିନ୍ତୁ ଖାଇ ନ ଥାନ୍ତି ।

6, ଯଦି ଝିଅ ଟି ତାର ସବୁ ପୋଷାକ କାଢି ଦିଏ , ତାହାଲେ କଣ ହେବ ।
ଉ, ଝିଅ ଟି ତାର ସବୁ ପୋଷାକ କାଢି ଦେଇ ଥାଏ , ଏହାର ଅର୍ଥ ସୁଖେଇ ଥିବା ଡ୍ରେସ ଗୁଡିକ ଉଠେଇ ଆଣିବ । ତେବେ ଏହି ଭଳି ପ୍ରଶ୍ନ ମଧ୍ୟ IAS ରେ ଦେଖିବା ପାଇଁ ମିଳି ଥାଏ ।

7. ଇଂରାଜୀରେ 3ଟି ଅକ୍ଷରର ଏମିତି କେଉଁ ଶବ୍ଦ ଅଛି ଯାହା ଜଣେ ଝିଅକୁ ମହିଳା କରି ହେଇ ଥାଏ ?
ଉ- Age

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।