IAS Question :– ଏମିତି କେଉଁ ଜିନିଷ ଯାହା ଝିଅଟି ପାଖରେ ବିବାହ ପୂର୍ବରୁ ଥାଏ, ବିବାହ ପରେ ବି ଥାଏ କିନ୍ତୁ ବିବାହ ଦିନ ନଥାଏ ?
ଆଜି କାଲିର ଦୁନିଆରେ ଗୋଟେ ସରକାରୀ ଚାକିରୀ ବଜେଇବା ଏତେ କଷ୍ଟ ହୋଇ ଗଲାଣି ଯେ ତାହା କହି ହେବନି । ତେବେ ବନ୍ଧୁ ଆଜି କାଲି ଯାହା ବି ସବୁ ହେଉଛି କେବଳ ସେହି ଝିଅ ମାନଙ୍କ ପାଇଁ । ପିଲା ମାନେ ସରକାରୀ ଚାକିରୀ ପଛରେ କଣ ପାଇଁ ଯାଉ ଛନ୍ତି , ସେମାନେ ତୋ ପ୍ରାଇଭେଟ ଚାକିରୀ ମଧ୍ୟ କରି ପାରିବେ । ଏହାର ବଡ କାରଣ ହେଉଛି ଭଲ ଗମେଣ୍ଟ ଚାକିରୀ ଟିଏ କଲେ ଭଲ ସୁନ୍ଦରୀ ଝିଅ ମିଳିବେ ।
ସେଥି ପାଇଁ ଆଜି କାଲି ପିଲା ମାନେ ଚାକିରୀ ପାଇବା ପାଇଁ ବହୁତ କଷ୍ଟ କରୁ ଛନ୍ତି । କିଏ ଝିଅ ପାଇଁ ଚାକିରୀ କରିବା ପାଇଁ ପଢୁଛି ତୋ କିଏ ପୁଣି ନିଜର ସେଲ୍ପ ରେସପେକ୍ଟ ବଢାଇବା ପାଇଁ ଚାକିରୀ କରିବା ପାଇଁ ଯାଉଛି । ତୋ କିଏ ପୁଣି ନିଜ ବାପା ମା ର ଆଶା କୁ ସ୍ୱପ୍ନ କୁ ଆଗେଇବା ପାଇଁ ଯାଉ ଛନ୍ତି ।
ସେଥି ପାଇଁ ଆଜି ଲୋକେ ଚାକିରୀ କରିବା ପାଇଁ ଯାଉ ଛନ୍ତି । ତେବେ ବନ୍ଧୁ ମାନେ ଏତେ କଥା କହିବାର କାରଣ , ଏଇ ବର୍ଷ IAS ରେ ଗୋଟେ ପ୍ରଶ୍ନ ପଡିଥିଲା ଯାହା କି ପିଲା ମାନେ ସେହି ପ୍ରଶ୍ନ ର ଉତ୍ତର ଦେଇ ପାରି ନ ଥିଲେ । ଆଉ ବହୁତ ଜଣ କଟି ଯାଇ ଥିଲେ । ତେବେ ସେହି ପ୍ରଶ୍ନ ଟି ହେଲା , ଏମିତି କେଉଁ ଜିନିଷ ଟି ଝିଅ ମାନଙ୍କ ପାଖରେ ବିବାହ ପୂର୍ବରୁ ଥାଏ , ବିବାହ ପରେ ମଧ୍ୟ ଥାଏ , କିନ୍ତୁ ବିବାହ ଦିନ ନ ଥାଏ । ତେବେ ଏହି ପ୍ରଶ୍ନ ର ଉତ୍ତର ବହୁତ ସାଧା ହୋଇ ଥିବା ବେଳେ ଏହି ପ୍ରଶ୍ନ ର ଉତ୍ତର କେହି ହେଲେ ବି ଦେଇ ପାରି ନ ଥିଲେ । ତେବେ ବନ୍ଧୁ ମାନେ ଆସନ୍ତୁ କିଛି ପ୍ରଶ୍ନ ର ଉତ୍ତର ଜାଣିବା ।
1, ପ୍ରଥମ ଅଲମ୍ପିକ ଗେମ କେଉଁ ଠାରେ ଏବଂ କେବେ ଆରମ୍ଭ ହୋଇ ଥିଲା ।
ତେବେ ଉତ୍ତର ଟି ହେଉଛି 1896 ମସିହାରେ ପ୍ରଥମେ ଆରମ୍ଭ ହୋଇ ଥିଲା । ଗ୍ରୀସ ରେ ଆରମ୍ଭ ହୋଇ ଥିଲା । ଏପ୍ରିଲ 4 ରୁ 15 ପର୍ଯ୍ୟନ୍ତ ଏହା ହୋଇ ଥିଲା ।
2, 2020 ରେ ହେବାକୁ ଥିବା ଅଲମ୍ପିକ କେବେ ହୋଇ ଥିଲା
ଉତ୍ତର :-
2021 ରେ ହୋଇ ଥିଲା । ଏହା ଟୋକିଓ ରେ ହୋଇ ଥିଲା ।
3, ଅଲମ୍ପିକ ରେ ସବୁ ଠାରୁ ଅଧିକ ଗୋଲଡ଼ ପାଇଥିବା ଦେଶ ର ନାମ କଣ
ସବୁଠାରୁ ଅଧିକ ଗଲଡ଼ ପାଇଥିବା ଦେଶର ନାମ ହେଉଛି ଚୀନ ।
4, ଭାରତ ଅଲମ୍ପିକ ରାଙ୍କ ଅନୁସାରେ କେତେ ନମ୍ବର ରେ ରହିଛି
43 ନମ୍ବର ରେ ରହିଛି ।
5, ଏମିତି କେଉଁ ଜିନିଷ ଝିଅ ଟି ପାଖରେ ବାହାଘର ପୂର୍ବରୁ ଥାଏ , ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନ ଥାଏ ।
ଉ, ସର ନେମ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।