shocking ଭିଡ଼ିଓ -omg ! ସାପ ଧରୁଥିବା ବେଳ ଯୁବତୀଙ୍କ ସହ ହେଲା ଏମିତି ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ଆଜି କାଲି ଦୁନିଆ ରେ ଦିନକୁ ଦିନ ଜନ ସାଧାରଣ ଏତେ ବଢି ବାରେ ଲାଗି ଲେଣି , ଯାହା ଫୋଳରେ ଜଙ୍ଗଲ କୁ ନଷ୍ଟ କରି ଦେଉ ଛନ୍ତି । 2011 ମସିହା ରେ ଜନ ଗଣନା ହୋଇ ଥିଲା । ସେତେବେଳେ 142 କୋଟି ଲୋକ ଥିଲେ ଭାରତ ରେ । ଏବେ 2021 ରେ ଜନ ଗଣନା ହୋଇ ଥାନ୍ତା କିନ୍ତୁ କରନା ପାଇଁ ଜନ ଗଣନା ବନ୍ଦ ହୋଇ ଯାଇଛି । ହେଲେ ମଧ୍ୟ ଆକଳନ କରା ଯାଇ କି ଜଣ ସଂଖ୍ୟା ବୃଦ୍ଧି ପାଉଛି । ସେଥି ପାଇଁ ଜାଗାଅଧ୍ୟ ଅଳ୍ପ ପଡି ଯାଉଛି । ସେଥି ପାଇଁ ଲୋକ ମାନେ ଜଙ୍ଗଲ ସଫା କରି ଦେଉ ଛନ୍ତି । ଜଙ୍ଗଲ ସଫା କରି ଦେବା ଫୋଳରେ ।

ପଶୁ ମାନେ ସବୁ ଲପ ପାଇ ଗଲେଣି । ଯାହା ଦ୍ୱାରା ଏବେ ଆଉ ଜଙ୍ଗଲ ରେ ବାଘ ଭାଲୁ ଇତ୍ୟାଦି ପଶୁ ମାନକୁ ଦେଖିବା ପାଇଁ ମିଳୁ ନାହିଁ । ଏଗୁଡିକ ଦେଖିବା ପାଇଁ ହେଲେ ଆମକୁ ଚିଡ଼ିଆ ଖାନା ଯିବା ପାଇଁ ପଡୁଛି ।

 ପୁଣି ଏହାର ଆପଣ ଜଳନ୍ତ ଉଡାହାର ଆପଣ ମାନେ ଦେଖୁ ଥିବେ । ଆଗ କାଳରେ ହାତୀ ମାନେ ବାହାରକୁ ବାହାରୁ ନ ଥିଲେ । କିନ୍ତୁ ଏବେ ହାତୀ ମାନେ ମଧ୍ୟ ବାହାରକୁ ବାହାରି ଆସି ଲେଣି । ବିଶେଷ ଆକର୍ଷଣ ଯେ , କେବଳ ହାତୀ ବାହାରୁ ନାହାନ୍ତି , ଜଙ୍ଗଲ ର ଥିବା ବଡ଼ ବଡ଼ ସାପ ମଧ୍ୟ ବାହାରକୁ ବାହାରି ଆସୁ ଛନ୍ତି ।

ଆଜି ଆମେ ଆପଣଂକୁ ସେହି ସାପ ବିଷୟ ରେ କହିବା ପାଇଁ ଯାଉଛୁ ଯାହାର ଲମ୍ବ 10 ଫୁଟ । ଏବଂ ଏହି ସାପ ଟି ଦେଖିବା ପାଇଁ ମିଳିଛି ମଧ୍ୟ ପ୍ରଦେଶ ର ରାଇଖଡା ଗ୍ରାମ ରେ । ତେବେ ସାପ ଟି କୁ ଛାତ ଉପରୁ ଧରା ଯାଇ ଥିଲା । ଏହି ସାପ ଟିର ରଙ୍ଗ ସବୁଜ ଏବଂ ହାଲ୍କା ହିଲାଦିଆ ଦେଖା ଯାଉଚି । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।


ମଧ୍ୟ ପ୍ରଦେଶ ରେ ଏକ ସାପ ଦେଖିବା ପାଇଁ ମିଳି ଥିଲା । ତେବେ ଗ୍ରାମ ର ଲୋକେ ଏହି ସାପ ଟିକୁ ଧରିବା କିମ୍ବା ମାରିବା ତାଙ୍କ କ୍ଷେତ୍ର ରେ ଅସମ୍ଭବ ହୋଇ ପଡି ଥିଲା । କାରଣ ସାପ ଟି ଏଜବେଷ୍ଟର ଭିତରେ ଗଳି ପଡି ଥିଲା । ଯାହା ଏହି ଭିଡିଓ ରେ ସୂଚନା ମିଳୁଛି ।

ସେଥି ପାଇଁ ସାପ ଟିକୁ ଧରିବା ପାଇଁ ବନ ବିଭାଗ କୁ ଖବର ଦେଇ ଥିଲେ ଗ୍ରାମ ବାସୀ । ଜଣେ ଝିଅ ସାପ ଧରାଳି ଆସି ସେହି ସାପ ଟିକୁ ସେଠାରୁ ଉଦ୍ଧାର କରି ଥିଲେ ଆଉ ଶେଷରେ ତାକୁ ନେଇ ଯାଇ ଥିଲେ । ତେବେ ଗ୍ରାମ ବାସୀ ଏହି ସାପ ଟିକୁ ଦେଖି ବହୁତ ଭୟ ଭିତ ହୋଇ ଯାଇ ଥିଲେ କାରଣ ଏଭଳି ସାପ ସେମାନେ ଆଗରୁ କେବେ ଦେଖି ନ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।