ମୋ ଅଣ୍ଟା ତଳକୁ ହଜାରେ ଏମିତି ଯାତ୍ରା କମେଡି ଆପଣ କେବେ ଦେଖି ନ ଥିବେ,ଭିଡ଼ିଓ ଦେଖିଲେ ହସି ହସି ପାଗଳ ହୋଇଯିବେ ଦେଖନ୍ତୁ ଭିଡ଼ିଓ ….

କଳା ଏକ ଏମିତି ଜିନିଷ ଯେଉଁ ଲୋକ ପାଖରେ ଟିକେ ରହି ଥାଏ ସେ ଲୋକଙ୍କ ପାଖରୁ ବହୁତ ପ୍ରସଂସା ପାଇ ଥାଏ । ଆଜି କାଲି ଦୁନିଆ ରେ ବହୁତ କଳା କାର ଅଛନ୍ତି । ସେମାନଙ୍କ ମଧ୍ୟ ରୁ ଯାତ୍ରା କଳା କାର ଅନ୍ୟତମ । ଯାତ୍ରା କଳାକାର ସବୁ ବେଳେ ବାସ୍ତବ ରୋଲ କରି ଥାନ୍ତି । ଯାହା କରିବେ ଷ୍ଟେଜ ଉପରେ ଥରେ ।

ଆଉ ଥରେ ଯଦି ଭୁଲ ହୋଇ ଗଲା ତାହାଲେ ସରିଲା । ଆଉ ଯିଏ ଭୁଲ କରି ଥିବ ତାକୁ ମାଲିକ କାଢି ଦବାର ବହୁତ ଚାନ୍ସ ଥାଏ । ତେଣୁ ଯାତ୍ରା କଳା କେବେ ଷ୍ଟାର ହୋଇ ପାରେ ନାହିଁ , ହୋଇ ଥାନ୍ତି କିନ୍ତୁ ବହୁତ କମ ହୋଇ ଥାନ୍ତି । ଷ୍ଟାର ହେଲେ ମଧ୍ୟ ତାଙ୍କୁ କେହି ପଚାରନ୍ତି ନାହିଁ ।

 କିନ୍ତୁ ଯାତ୍ରା କଳା କାର ବାସ୍ତବ ରେ ଠିକ କଳା କାର । ହେଲେ ଯାତ୍ରା କଳାକାର ବହୁତ ହୋଇରାଣ ହୋଇ ଥାନ୍ତି । ଯାତ୍ରା କରିବା ପାଇଁ ଗଲେ ଲୋକ ମାନେ ତାଙ୍କୁ ଖରାପ ଘର ରହିବା ପାଇଁ ଦେଇ ଥାନ୍ତି । ଯେଉଁ ଘରେ ଗରୁ କିମ୍ୱା କୁକୁର ରହିବା କଥା ସେହି ଘରେ ତାଙ୍କୁ ରହିବା ପାଇଁ ଦେଇ ଥାନ୍ତି ।

ହେଲେ ମଧ୍ୟ ତାଙ୍କର ମନ ଦୁଃଖ ହୋଇ ଥାଏ । ସେଥି ପାଇଁ କୁହା ଯାଇ ଥାଏ କଳା କାର ସବୁ ସମୟ ରେ ଦୁଃଖ ରେ ରହି ଥାଏ । କିନ୍ତୁ ପ୍ଲିମ ଷ୍ଟାର ମାନେ ଗୋଟେ ଡାଇଲକ କୁ ଦଶ ଥର କହି ଷ୍ଟାର ହୋଇ ଯାଉ ଛନ୍ତି । ତାଙ୍କୁ ଏ ସମାଜ ବହୁତ ସମ୍ମାନ ଦେଉଛି ।

କିନ୍ତୁ ସେମାନେ ବାସ୍ତବ ରେ ଗୋଟେ ନାଚ କୁ 100 ଥର କରିବା ପରେ ଥରେ ଠିକ ହୋଇ ଥାଏ ଯାହା ଆଜି ଆମେ ଟିଭି ରେ ଦେଖୁଚୁ ଓ ତାର ମୋଜା ନେଉଛୁ । ହେଲେ ମଧ୍ୟ ଆମକୁ ହଂସାଇବା ପାଇଁ ସେମାନେ ମଧ୍ୟ 100 ଥର କଷ୍ଟ କରୁ ଛନ୍ତି । ତେବେ ଆଜି ଆମେ ସେହି ଯାତ୍ରା ର ଛୁଟିଆ ଝଲକ କହିବା ବିଷୟ ରେ କହିବା ପାଇଁ ଯାଉଛୁ । ଯାହା ଆଜି ସେହି ଭିଡିଓ ଟି ବହୁତ ଭାଇରାଲ ହୋଇଛି ।

ସାଧାରଣ ଭାବରେ ଯାତ୍ରା ରେ ହିରୋ ଓ ହିରୋଇନ ରହି ଥାନ୍ତି ଓ ତା ସହିତ ଭିଲିଆନ ରହି ଥାଏ । କିନ୍ତୁ ଏତିକି ରେ ଯାତ୍ରା ମଜେଦାର ହୋଇ ନ ଥାଏ । ଯାତ୍ରା କୁ ମଝିରେ ମଝିରେ ମଜେଦାର କରି ଥାଏ କମେଡିଆନ ।

ଆଜି ଯେଉଁ କମେଡି ହୋଇଛି ତାହା ଆପଣ ଥରେ ଦେଖିଲେ ପ୍ରକୃତ ରେ କମେଡି କାହାକୁ କୁହା ଯାଏ ଜାଣି ପାରିବେ । ଯାତ୍ରା ଟିରେ କମେଡି ରେ ଗୋଟେ ଝିଅ ଓ ବାପ ପୁଅ । ବାପା ଓ ପୁଅ ସେହି ଗୋଟେ ଝିଅ କୁ ଲାଇନ ମାରୁ ଛନ୍ତି । ଥରେ ଦେଖିଲେ ଆପଣ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।