shocking ଭିଡ଼ିଓ – ହୋଟେଲରେ ଯୁବତୀଙ୍କୁ ପାଖରେ ପାଇ ସବୁ ସୀମା ଭୁଲିଗଲେ ଯୁବକ,ହେଲେ ସହି ପାରିଲାନି ଶରୀର,ଭିଡ଼ିଓ ଦେଖିଲେ ଛାତି ଆଶ୍ଚର୍ଯ୍ୟ ଲାଗିବ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜି ଏକ ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଛି । ଯେଉଁ ଘଟଣା ରେ ଜଣେ ବାପ ତାର ଝିଅ କୁ ହରାଇ ଦେଇଛି । ଆଉ ଜଣେ ପ୍ରେମିକ ତାର ପ୍ରେମିକା କୁ ହରାଇ ଦେଇଛି । ତେବେ ଘଟଣା ଟି ହେଉଛି , 17 ବର୍ଷ ର ଝିଅ ଗୋଟେ 23 ବର୍ଷୀୟ ଯୁବକ କୁ ଭୋଲ ପାଉ ଥିଲେ । ତେବେ ଝିଅ ଟି କଲେଜ ପଢୁ ଥିଲା । ସେମାନଙ୍କ ର ପ୍ରେମ ଏତେ ଗଭୀର ଥିଲା ଯେ ତାହା ଆପଣ ଭାବି ପାରିବେ ନାହିଁ ।

ଦୁହେଁ ଦୁହିଁ କୁ ବହୁତ ଭଲ ପାଉ ଥିଲେ । ଝିଅ ଗୋଟେ ମୁହୂର୍ତ୍ତ ପୁଅ ସହିତ କଥା ହୋଇ ରହି ପାରିବ ନାହିଁ । ପୁଅ ମଧ୍ୟ ନ ଦେଖି ନ କଥା ହୋଇ ରହି ପାରିବ ନାହିଁ । ତେବେ ଭୁଲ କୋଉଠି ରହିଲା ଝିଅ କାହିଁକି ମଲା ।

 

ପୁଅ ଜାଣି ନ ଥିଲା ଟିକେ ଖୁସି ପାଇଁ , ତାର ପ୍ରେମିକ ର ଜୀବନ ଚାଲି ଯିବ ବୋଲି । ଝିଅ ମଧ୍ୟ ଜାଣି ନ ଥିଲା ତାର ଜୀବନ ଚାଲି ଯିବ । ଶେଷରେ ଝିଅ ର ଜୀବନ ଚାଲି ଗଲା । ଆଉ ପୁଅ ସମ୍ପୂର୍ଣ୍ଣ ଏକା ହୋଇ ଗଲା ।

କେବଳ ଝିଅ ପ୍ରେମିକ କୁ ଛାଡି ଯାଇ ନାହିଁ । ଅତି ଭଲ ପାଉ ଥିବା ବାପା କୁ ମଧ୍ୟ ଛାଡି ଚାଲି ଯାଉଛି । ତେବେ ପ୍ରେମିକ ପ୍ରେମିକା ଦୁହେଁ ଦୁହିଁ କୁ ଖୁବ ଭଲ ପାଉ ଥିଲେ । ଦେଖିବା ପାଇଁ ଗଲେ ସେମାନଙ୍କ ର ଭଲ ପାଇବା ର ସୀମା ନ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 ଭଲ ପାଇବା ରେ କେବଳ ମନ ର ମିଲନ ଭଲ ପାଇବା କୁ ମଜବୁତ କରି ନ ଥାଏ । ଶାରୀରିକ ସମ୍ପର୍କ ମଧ୍ୟ ଭଲ ପାଇବା କୁ ମଜବୁତ କରି ଥାଏ । ତେଣୁ ଦୁଇ ଜଣ ହୋଟେଲ ଯାଇ ଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ । ଆଉ ଟିକେ ନିଜ ନିଜ ଭିତରେ ପ୍ରେମ ର ସମ୍ପର୍କ ବଢାଇବା ପାଇଁ ।

ହେଲେ ସେ ଝିଅ ଶାରୀରିକ ସମ୍ପର୍କ ସମ୍ଭାଳି ପାରିଲା ନାହିଁ । ଶାରୀରିକ ସମ୍ପର୍କ ରଖୁ ଥିବା ସମୟ ରେ ଝିଅ ବେହସ ହୋଇ ଯାଇ ଥିଲା । ତା ପରେ ପୁଅ ଝିଅ କୁ ଧରି ହସ୍ପିଟାଲ ନେଇ ଯାଇ ଥିଲା । ଶେଷରେ ହସ୍ପିଟାଲ ରେ କହି ଥିଲେ ଝିଅ ଟି ମରି ଯାଇଛି ।

ଝିଅ ହୋଟେଲ ଯିବା ପୂର୍ବରୁ ବାପା କୁ କହି ଥିଲା ବାପା ମୁଁ ନୟାଗଡ଼ ପହଂଚି ଗଲି । କିନ୍ତୁ ଝିଅ ଆଉ ଘରକୁ ଫେରିଲାନି । ପୁଅ ଚାଲି ଗଲା ଜେଲ । ଖୁସି ରେ ଖୁସିରେ ଚାଲି ଗଲା ଜୀବନ । ତେଣୁ 18 ବର୍ଷ ପୂର୍ବରୁ କେବେ କାହା ସହିତ ସେକ୍ସ କରନ୍ତୁ ନାହିଁ । ନହେଲେ ଆପଣଙ୍କର ମଧ୍ୟ ହସ ହସ ରେ ଚାଲି ଯିବ ଜୀବନ । ହୋଟେଲ ରେ 17 ବର୍ଷ ର ଝିଅ କୁ କେମିତି ପସେଇଲେ । ତେଣୁ ହୋଟେଲ ମାଲିକ ଦଣ୍ଡ ପାଇବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।