Rakshabandhan : (ରାକ୍ଷୀ ପୂର୍ଣ୍ଣିମା) 2022/ଦୀର୍ଘ ୫୦୦ ବର୍ଷରେ ମହାସଂଯୋଗ,5ଟି ରାଶିରେ ଧନର ବର୍ଷା !

ଆସନ୍ତା ଅଗଷ୍ଟ ୧୧ ତାରିଖରେ ପଡୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଯାହାକୁ ଆମେ ରକ୍ଷାବନ୍ଧନ ରୂପେ ଜାଣିଥାଉ। ଏହି ରକ୍ଷାବନ୍ଧନରେ ମା ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ପକାଇବାକୁ ଯାଉଛନ୍ତି। ବା ଧନର ବର୍ଷା କରିବାକୁ ଯାଉଛନ୍ତି।

ଏହା ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ରହୁଛି। ଯାହା ଦ୍ବାରା ସେମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ତେବେ ଆସନ୍ତୁ ସେହି ୫ ଗୋଟି ରାଶି ମାନଙ୍କ ବିଷୟରେ ଜାଣିବା। ଯାହାଙ୍କର ଏହି ରାକ୍ଷୀ ପୂର୍ଣ୍ଣିମାରେ ଭାଗ୍ୟ ଖୋଲିବାକୁ ଯାଉଅଛି।

ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତ୍ତନ କାରଣରୁ ସମସ୍ତ ବ୍ୟକ୍ତିମାନଙ୍କର ଜୀବନ ପ୍ରଭାବିତ ହେଇଥାଏ । ଯଦି କୌଣସି ବ୍ୟକ୍ତି ରାଶିରେ ଗ୍ରହମାନଙ୍କ ପରିସ୍ଥିତି ଠିକ୍ ରହିଥାଏ , ତେବେ ତାହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ଗ୍ରହମାନଙ୍କର ସ୍ଥିତି ଠିକ୍ ରହି ନ ଥାଏ ତେବେ ସେହି ବ୍ୟକ୍ତି ମାନଙ୍କୁ ବହୁ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ ।

ସେଇଥି ପାଇଁ ବ୍ୟକ୍ତି ମାନଙ୍କ ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ବହୁତ ଅଧିକ ମହତ୍ତ୍ଵ ରହିଥାଏ । ଜୀବନରେ ସଫଳ ହେବା ପାଇଁ ସମସ୍ତେ ଚାହିଥନ୍ତି । ଏଥିପାଇଁ ସେମାନେ ବହୁତ କଷ୍ଟ ଏବଂ ପରିଶ୍ରମ କରିଥାଏ। କିନ୍ତୁ ଏହା ଜରୁରୀ ନୁହେଁ ଯେ ଯେଉ ବ୍ୟକ୍ତି ପରିଶ୍ରମ କରିଥାଏ ସେହି ବ୍ୟକ୍ତି କୁ ସଫଳତା ମିଳି ପାରିବ । ବହୁତ ଲୋକ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ମନ ପସନ୍ଦ ସ୍ଥାନରେ ପହଞ୍ଚି ପରୋନ୍ତି ନାହିଁ। କିନ୍ତୁ କିଛି ଲୋକ କମ୍ ପରିଶ୍ରମ ରେ ମଧ୍ୟ ଉଚ୍ଚ ରେ ପହଞ୍ଚି ପାରନ୍ତି ।

ପ୍ରଥମ ରାଶି, ବୃଷ ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ରକ୍ଷାବନ୍ଧନର ଏହି ମହାସଂଯୋଗରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ତା ସହିତ ଗ୍ରହ ମାନଙ୍କରେ କୁଣ୍ଡଳୀରେ ଅଗୋଚର ଯୋଗୁଁ ଅଧିକ ଶୁଭ ଫଳ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ସୁଖଶାନ୍ତି ପ୍ରାପ୍ତି ହେବ। ଅଚାନକ ଗୁପ୍ତ ଧନ ପ୍ରାପ୍ତିର ଯୋଗ ବନୁଅଛି।

ଦ୍ବିତୀୟ ରାଶିଟି ହେଉଛି କନ୍ୟା ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ଲାଭ ହେବ। ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉଅଛି। ସମାଜରେ ପ୍ରତିଷ୍ଠିତ ହେବେ। ଶରୀର ସୁସ୍ଥ ରହିବ।

ତୃତୀୟ ରାଶିଟି ହେଉଛି ତୁଳା ରାଶି। ଏହି ରାଶିର ବ୍ୟକ୍ତିମାନଙ୍କର ଆଗାମୀ ସମୟରେ ନୂତନ ଯୋଜନା କରିବାରେ ସୁଯୋଗ ରହିଛି। ବ୍ୟବସାୟରେ ବିଶେଷ ଭାବରେ ଉନ୍ନତି ହେବ।
ଚତୁର୍ଥ ରାଶିଟି ହେଉଛି ସିଂହ ରାଶି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମା ଲକ୍ଷ୍ମୀଙ୍କର କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ। ଅଚାନକ ଏକ ବଡ଼ ଧରଣର ଖୁସି ଖବର ମିଳିବାକୁ ଯାଉଛି।

ପଞ୍ଚମ ବା ଶେଷ ରାଶିଟି ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରକ୍ଷା ବନ୍ଧନର ମହାସଂଯୋଗ ଯୋଗୁଁ ବହୁତ ଭଲରେ କଟିବ। ଏହା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇଁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି।। ଏହା କେବଳ ଗ୍ରହ ଓ ନକ୍ଷତ୍ର ଦ୍ଵାରା ସମ୍ଭବ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।