କେବେ ସୁନ୍ଦରୀ ଝିଅ ଦେଖି ବିବାହ କରନ୍ତୁ ନାହିଁ । ନହଲେ ସେହି ସୁନ୍ଦରୀ ସ୍ତ୍ରୀ ଦିନେ ଆପଣଂକୁ ଛାଡି କୁଆଡେ ଚାଲି ଯିବ । ତେବେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ର ଭରତ ପୁର ଥାନା ରେ । ତେବେ ସ୍ଵମି ବଳରାମ ଅଭିଯୋଗ ଆଣି ଛନ୍ତି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି କୁଆଡେ ପଳାଇ ଯାଇ ଛନ୍ତି । ତେବେ ଆଜି ଆମେ ଆପଣଂକୁ ପୁରା ଘଟଣା ଟି ଜଣାଇବା ପାଇଁ ଯାଉଛୁ ।
ଆଉ ଆପଣ ସେହି ପୁରା ଘଟଣା ଶୁଣି ସାରିବା ପରେ କେବେ ଦେଖା ଯାଉ ଥିବା ସୁନ୍ଦରୀ ଝିଅ କୁ ବିବାହ କରିବେ ନାହିଁ । ହଁ ଆଜ୍ଞା ଜୀବନ ରେ କେବେ ସୁନ୍ଦର ମୁହଁ ସୁନ୍ଦର ଫିଗର ଦେଖି ବିବାହ କରନ୍ତୁ ନାହିଁ । ଯଦି କୋଉ ସୁନ୍ଦର ଝିଅ କୁ ଭଲ ପାଉ ଛନ୍ତି ତାହାଲେ ତାକୁ ବିବାହ କରନ୍ତୁ । କିନ୍ତୁ ଯଦି ଏମିତି ସୁନ୍ଦରୀ ଝିଅ କୁ ବାହା ହେଉ ଛନ୍ତି ତାହାଲେ ବହୁ ର ଇତିହାସ ଜାଣି ବିବାହ କରନ୍ତୁ । ସେ କାହାକୁ ଭଲ ପାଉଛି କି ? ଝିଅ କୁ ପଚାରି ତାକୁ ବିବାହ କରନ୍ତୁ । ତେବେ ଆସନ୍ତୁ ସମ୍ପୂର୍ଣ ଘଟଣା ଟି ଜାଣିବା ।
ତେବେ ଏହି ଘଟଣା ଟି ଭୁବନେଶ୍ୱର ର ଭରତ ପୁର ଥାନା ରେ ଦେଖିବା ପାଇଁ ମିଳିଛି । ବଳରାମ ନାମକ ଏକ ପୁଅ ନନ୍ଦିନୀ ନାମକ ଏକ ଝିଅ କୁ ବିବାହ କରି ଥିଲେ । ଝିଅ ଟି ଦେଖିବା ପାଇଁ ଅତି ସୁନ୍ଦର ଗୋଟିଏ ଚାଉଳ ରେ ଗଢ଼ା କହିଲେ ଚଳେ ।
କିନ୍ତୁ ସେ ଝିଅ ଯେଉଁ କାମ କରି ଗୋଲା ତା ନାଁ ରେ ଆଜି ଭରତ ପୁର ଥାନା ରେ ଅଭିଯୋଗ ହୋଇଛି । ତେବେ ବିବାହ ର ଦୁଇ ଦିନ ପରେ ଝିଅ ବଳରାମ କୁ ଛାଡି ତାର ପ୍ରେମିକ ସହିତ କୁଆଡେ ଫେରାର ହୋଇ ଗଲା । ତେବେ ବିବାହ ପୂର୍ବରୁ ସେ ଝିଅ ବଳରାମ କୁ କିଛି କହି ନ ଥିଲା । ଭାବି ଥିଲା ସ୍ୱାମୀ ସହିତ ରାତି କାଟିବ ତା ସହିତ ପ୍ରେମିକ ସହିତ ରାତି କାଟିବ ,କିନ୍ତୁ ଶେଷରେ ଧରା ପଡି ଗଲା ।
ଚଉଠି ରାତି ରେ ନନ୍ଦିନୀ ଉଲଗ୍ନ ବେଶରେ ତାର ପ୍ରେମିକ ସହିତ ଭିଡିଓ କଲ ରେ କଥା ହେଉ ଥିଲା । ଏ ଦୃଶ୍ୟ ବଳରାମ ଦେଖି ଥିଲେ ଆଉ ତାକୁ ପଚାରି ଥିଲେ । କିନ୍ତୁ ଝିଅ ବଳରାମ କୁ କହି ଥିଲା ମୁଁ ତୁମକୁ ସ୍ୱାମୀ ଡାକିବି କିନ୍ତୁ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବି ।
ଏତକି କହି ତାର ପର ଦିନ ସକାଳେ ପ୍ରେମିକ ସହିତ କୁଆଡେ ଚାଲି ଯାଇ ଥିଲା । ଯାହା ଫୋଳରେ ଏବେ ବଳରାମ କୁ ନ୍ୟାୟ ମିଳୁ ବୋଲି ତାର ବାପା ମା ଥାନା ରେ ଅଭିଯୋଗ କରି ଛନ୍ତି । ତେଣୁ ସୁନ୍ଦରୀ ମୁଁହ ଦେଖି କେବେ କାହାକୁ ବାହା ହେବେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।