Exclusive Video -ଝିଅ ମାନଙ୍କୁ ଦେଖାଇବାକୁ ଯଦି ଏତେ ଇଚ୍ଛା ତାହେଲେ ସବୁ ଖୋଲିକି ଦେଖେଇ ଦଉନ ..ଗରିବ ଲୋକ ବୋଲି ଇଜ୍ଜତ ନାହିଁ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପୁଣି ଗର୍ଜି ଉଠିଲେ ଛାତ୍ରୀ। ଭିଡିଓ ହେଲା ଭାଇରାଲ।ବିଭିନ୍ନ ସମୟରେ ଛାତ୍ର ଛାତ୍ରୀ ମାନେ କ୍ଷୋଭ ପ୍ରକାଶ କରି ଆନ୍ଦୋଳନ କରି ରାଜ ରାସ୍ତାକୁ ଓହ୍ଲାଉ ଛନ୍ତି। କେଉଁଠି ରେଜଲ୍ଟକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳୁଛି ତ କେଉଁଠି ପରୀକ୍ଷା ବାତିଲ ଦାବିକୁ ନେଇ ଆନ୍ଦୋଳନ ଦେଖିବାକୁ ମିଳୁଛି।
ତେବେ ବର୍ତ୍ତମାନ ସମୟରେ ମଧ୍ୟ କଲେଜ ଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳୁଛି। କଲେଜ୍ ଆଗରେ ଛାତ୍ରୀମାନେ କ୍ଷୋଭ ପ୍ରକାଶ କରି ଧାରଣାରେ ବସିଛନ୍ତି। ତେବେ ସେମାନଙ୍କ ଅଭିଯୋଗ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
ଝିଅ ମାନଙ୍କୁ ଦେଖାଇବାକୁ ଯଦି ଏତେ ଇଚ୍ଛା ତାହାଲେ ସବୁ ଖୋଲିକି ଦେଖେଇ ଦଉନ..ଗରିବ ଲୋକ ବୋଲି ଆମର କଣ ଇଜ୍ଜତ ନାହିଁ….। ଆଜ୍ଞା ଏକଥା ଆମେ କହୁନୁ ଏକଥା କହୁଛନ୍ତି ଛାତ୍ରୀମାନେ। ତେବେ ଛାତ୍ରୀ ମାନଙ୍କ ଏ ଭଳି କ୍ଷୋଭ ପ୍ରକାଶ କରିବାର କାରଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଛାତ୍ରୀ ଜଣଙ୍କ କହିବା ଅନୁଯାୟୀ ତାଙ୍କ କଲେଜ ସାମ୍ନାରେ ଯୁବକ ମାନେ ଗାଧଉଛନ୍ତି ଝାଡ଼ା ପରିସ୍ରା କରୁଛନ୍ତି ଝିଅ ମାନଙ୍କୁ କମେଣ୍ଟ କରୁଛନ୍ତି। ଯେଉଁଥି ପାଇଁ କି ଝିଅ ମାନେ କଲେଜ ଆସିବାକୁ ପସନ୍ଦ କରୁ ନାହାନ୍ତି। ତେବେ ଏଥିରେ ଯୁବତୀ ମାନେ କଂପ୍ଲେନ୍ କରିଥିଲେ ବି ପ୍ରଶାସନ ସେମାନଙ୍କର କଥା ଶୁଣୁ ନାହିଁ।
ତେବେ ଯୁବତୀଙ୍କ କହିବା ଅନୁସାରେ ଯୁବକ ମାନେ ତାଙ୍କ କଲେଜ୍ ଦେଇ ଯିବା ଆସିବା କରୁଛନ୍ତି। କଲେଜ୍ କ୍ୟାମ୍ପସ ଭିତରେ ଅପରିଷ୍କାର ମଧ୍ୟ କରୁଛନ୍ତି। ଏମିତିକି କଲେଜ୍ କ୍ୟାମ୍ପସ ଭିତରେ ଝାଡ଼ା ପରିସ୍ରା କରୁଛନ୍ତି। ଲକ୍ ଡାଉନ୍ ସମୟରେ ଯେତେବେଳେ କଲେଜ୍ ବନ୍ଦ ଥିଲା ସେତେବେଳେ ଟିୱେଲ ଭାଙ୍ଗି ଦେଇଛନ୍ତି।
କଲେଜ୍ କ୍ୟାମ୍ପସ ଭିତରେ ଗାଈ ଚରାଉ ଛନ୍ତି। ତା ଛଡା କଲେଜ୍ ପାଖରେ ପୁଅ ମାନେ ଖୁବ୍ ଝିଅକୁ ଦେଖେଇ ଦେଖେଇ ଗାଧୋଉ ଛନ୍ତି ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।ଯାହା ଫଳରେ ଛାତ୍ରୀ ମାନେ ବିଭିନ୍ନ ସମୟରେ ଖୁବ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏମିତିକି କିଛି ଛାତ୍ରୀ କଲେଜ୍ ମଧ୍ୟ ଆସୁ ନାହାଁନ୍ତି ତେବେ ଛାତ୍ରୀ ମାନେ ଏଥିରେ ଅ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଏବଂ କଲେଜ୍ ସାମ୍ନାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ତେବେ ଏପଟେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନେଇ ବହୁତ୍ ମଜାଦାର କମେଣ୍ଟ ଦେବାରେ ଲାଗିଛନ୍ତି। ଛାତ୍ରୀ ଜଣଙ୍କ ଯେଉଁଭଳି ଭାବରେ ଗର୍ଜିି ଉଠୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ଦେଖିବାକୁ ବାକି ରହିଲା ଏ ଛାତ୍ରୀ ମାନଙ୍କ ଆନ୍ଦୋଳନ ଉପରେ ପ୍ରଶାସନ କଣ ପ୍ରତିକ୍ରିୟା ପ୍ରକାଶ କରୁଛି ତା ଉପରେ ସମସ୍ତଂକ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।