viral ଭିଡ଼ିଓ – ଦିଦି ମୁଁ ଆଉ ଦୁଷ୍ଟ ହେବିନାହିଁ । ଏବେ ଗୋଟିଏ kiss ଦିଅ,ଶିକ୍ଷୟତ୍ରୀ ଓ କୁନି ଛାତ୍ରଙ୍କ ଭଲ ପାଇବା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଦୁନିଆଁ ରେ ସବୁ ଠାରୁ ସୁନ୍ଦର ଭାବ ରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗ ରେ ସୃଷ୍ଟି କରିଛନ୍ତି କିନ୍ତୁ ଗୋଟିଏ ଛୋଟ ପିଲା ର ର ଚେହେରା ଖୁବ୍ ସୁନ୍ଦର ହୋଇ ଥାଏ। ଛୋଟ ପିଲା ଟି କୁ ଏ ନିୟତି ଏତେ ସୁନ୍ଦର ଭାବ ରେ ଗଢ଼ିଛି ଯେ ଯାହାକୁ ଦେଖି ଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲି ଯାଇ ଥାଏ ଏବଂ ତାର ମୁହଁ ରେ ହସ ଆସି ଯାଏ।

କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇ ଥାଏ। ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇ ଥାଏ ଆମ କୁ। ଛୋଟ ପିଲା ମାନେ ବହୁତ କମେଡି କରିଥାନ୍ତି । ଯାହାକୁ ଦେଖିଲେ ଆପଣ ମାନଙ୍କ ମୁହଁରେ ହସ ଆଣି ଦେଇ ଥାଏ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କୁନି ପୁଅ ର ଭିଡ଼ିଓ ଭାଇରଲ ହେବା ରେ ଲାଗିଛି ଯାହା ଦେଖିଲେ ଆପଣ ହସି ହସି ବେଦମ ହୋଇ ଯିବେ। ବାହାର କୁ ଯାଇ ଆସିବା ପରେ ରେ କୁନି ପୁଅ ଟି ଏକ ସାଧାରଣ କଥା କୁ ଏ ତେ ସୁନ୍ଦର ଢଙ୍ଗ ରେ ତାର କୁନି ଓଠ ରେ ଶିକ୍ଷୟତ୍ରୀ ଙ୍କୁ ପ୍ରକାଶ କରୁଛି ଯାହା କି ଅତ୍ୟନ୍ତ ମନଲୋଭା ଅଟେ ।

ତେବେ ଏହି ଭିଡ଼ିଓ ଟି ପ୍ରାୟ ସମସ୍ତ ଙ୍କ ର ମନ ଛୁଆଁ ହୋଇ ପାରିଛି ,ଆପଣ ମଧ୍ୟ ଏହି ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟି କୁ ଥରେ ମାତ୍ର ଦେଖନ୍ତୁ ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ହସି ହସି ଗଡି ଯିବେ । ଆଉ ସେ ଶିକ୍ଷୟତ୍ରୀ ଙ୍କୁ କଣ କହୁଛନ୍ତି ନିହାତି ଦେଖନ୍ତୁ।

ମୁଁ ଆଉ ଦୁଷ୍ଟ ହେବିନି, ମୋର ସହ କଥା ହୁଅନ୍ତୁ । ଆଉ ଭୁଲ୍‌ କରିବିନି । ମୋ ସହ କଥା ହୁଅନ୍ତୁ । ପ୍ଲିଜ୍‌ ମୋ ସହ କଥା ହୁଅନ୍ତୁ ।” ଜଣେ କୁନିଛାତ୍ର କିଛି ଏ ଭଳି କହି ନିଜ ଶିକ୍ଷୟତ୍ରୀ ଙ୍କୁ ମନାଇବା କୁ ଚେଷ୍ଟା କରୁଛି । ଛାତ୍ର ଙ୍କ ଦୁଷ୍ଟ ହେବା ରୁ ତା ସହ କଥା ହେବେନି ବୋଲି କହିଥିଲେ ଶିକ୍ଷୟିତ୍ରୀ ।

ତା ପରେ ଶିଶୁ ଜଣ କ ତାଙ୍କୁ ମନାଇବା ରେ ଲାଗି ପଡ଼ିଛି । ମଝି ରେ ମଝି ରେ ଗେଲ ମଧ୍ୟ କରି ଦେଉଛି । ତାପରେ ଶିକ୍ଷୟତ୍ରୀ ତାଙ୍କୁ କହୁଛି ଯେ ତୁମେ ବାରମ୍ବାର ଏମିତି କହୁଛ ତଥାପି ଦୁଷ୍ଟାମୀ କରୁଛ ଏହି ଭଳି ଶିକ୍ଷୟତ୍ରୀ କହିଥିଲେ ରେ ଏହି ଭିଡିଓ କେଉଁଠିକାର ତାହା ଜଣା ପଡ଼ି ନାହିଁ । ତେବେ ଶିକ୍ଷୟତ୍ରୀ ଓ ଛାତ୍ର ଙ୍କ ଏହି କଥା ବାର୍ତ୍ତା ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେବା ରେ ଲାଗିଛି । ଯାହାକୁ ୟୁଜର୍ସ ମାନେ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ