ଆଜି କାଲି ବାୟୁ ପ୍ରଦୂଷଣ ଓ ଆମେ ଖାଉ ଥିବା ଖାଦ୍ୟ ଯୋଗୁଁ ବା ପାଣି ର ଅପରିସସ୍କାର ଯୋଗୁଁ ଆମ ଶରୀର ରେ କୁଣ୍ଡିଆଣ ପରି ଭୟଙ୍କ ର ରୋଗ ଦେଖା ଯାଇଥାଏ । ଏହା ଛୋଟ ଛୋଟ ହେଇଥାଏ ଓ ଧୀରେ ଧୀରେ ଏହା ଆମ ଶରୀର ବିଭିନ୍ନ ସ୍ଥାନ ରେ ଦେଖା ଯାଇଥାଏ ।
ଏହି କୁଣ୍ଡିଆଣ ହେଲେ ଆମ ଶରୀର ଏମିତି କୁଣ୍ଡେଇବା ଆରମ୍ଭ ହେଇଥାଏ ଯେ ଏହା କୁ ଆମେ ବେଳେ ବେଳେ ସହ୍ୟ କରି ପାରେ ନାହିଁ । ତେବେ ଏହି କୁଣ୍ଡିଆଣ ପରି ଭୟଙ୍କ ର ରୋଗ କୁ କିପରି ଘରେଇ ଉପଚାର ଦ୍ୱାରା ଭଲ କରିହେବ ।
ଏକ ଚମତ୍କାର ଘରୋଇ ଉପଚାର ନେଇ ଆସିଛି। ଯାହା ଆପଣ ଙ୍କ ର ଯାହା ଆପଣ ଙ୍କ କୈାଣସି ପ୍ରକାର କୁଣ୍ଡିଆ ରୋଗ କୁ ଭଲ କରିବା ପାଇଁ ବହୁତ ଅଧିକ ସାହାଯ୍ୟ କରିବ। ଏହା କୁ ତିଆରି କରିବା ମଧ୍ୟ ବହୁତ ସହଜ ଅଟେ। ଏଥି ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଆପଣ ଙ୍କ ରୋଷେଇ ଘରୁ ବହୁତ ସହଜ ରେ ମିଳି ଯାଏ। ଘରେ ବସି ଆପଣ ଏହା କୁ ଲଗାଇ ଆପଣ ଙ୍କ ର କୈାଣସି ପ୍ରକାର କୁଣ୍ଡିଆ ଭଳି ସମସ୍ୟା କୁ ଖୁବ୍ ଶୀଘ୍ର ଠିକ୍ କରିପାରିବେ।
ତେବେ ଆସନ୍ତୁ ଏହି ରେମେଡିର ପ୍ରସ୍ତୁତ ପ୍ରଣାଳୀ ଜାଣିବା ।
ଆବଶ୍ୟକ ସାମଗ୍ରୀ:- ଟମାଟୋ, ନଡିଆ ତେଲ
ପ୍ରସ୍ତୁତ ପ୍ରଣାଳୀ:-
ପ୍ରଥମ ସାମଗ୍ରୀ ହେଉଛି ଏକ ଟମାଟୋ।ଏକ ମିଡିଅମ ସାଇଜ଼ର ଟମାଟୋ ନେଇ ତାହାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ। ତାକୁ ଚିପୁଡି ତାର ରସ ବାହାର କରିଦିଅନ୍ତୁ। ଆପଣ ଚାହିଁଲେ ଟମାଟୋ କୁ ଗ୍ରାଇଣ୍ଡିଂ କରିପାରିବେ ।ଏହା ପରେ ଆପଣ ଏକ ପାତ୍ରରେ ୩ ଚାମଚ ଟମାଟୋ ରସ କୁ ନିଅନ୍ତୁ ଦିତୀୟ ସାମଗ୍ରୀ ହେଉଛି ନଡ଼ିଆ ତେଲ।
ଏକ ଚାମଚ ନଡିଆ ତେଲକୁ ଟମାଟୋ ରସରେ ମିଶାନ୍ତୁ। ମିଶାଇବା ପରେ ଯେମିତି କି ଏହା ଫିକା ଦେଖାଯିବ। ଏହି ରେମେଡି କୁ ଆପଣ ତିଆରି କରିବା ପରେ ସଙ୍ଗେ ସଙ୍ଗେ ବ୍ୟବହାର କରନ୍ତୁ। କାରଣ ଏହି ରେମେଡି ଅଧିକ ସମୟ ବାହାରେ ରହିଲେ ଖରାପ ହେଇଯାଇଥାଏ।
କିପରି ବ୍ୟବହାର କରିବେ:- ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ଆମେ କେମିତି କରିବା। ଆପଣ ଏହାକୁ ଆଙ୍ଗୁଳି ରେ କିମ୍ବା କୌଣସି ତୁଳା ସାହାଯ୍ୟରେ ନେଇ ନିଜର ସ୍କିନ ଇନଫେକ୍ଟେଡ୍ ଏରିଆରେ ଭଲ ଭାବରେ ଲଗାନ୍ତୁ। ଆପଣ ଏହାକୁ ସମ୍ପୂର୍ଣ ବଡିରେ ଲଗାଇ ପାରିବେ।
ଏପରିକି ଆପଣ ଏହାକୁ ନିଜ ମୁହଁରେ ମଧ୍ୟ ପ୍ରୟୋଗ କରିପାରିବେ।ଏହା ପ୍ରାକୃତିକ ହୋମ୍ ରେମେଡି ହୋଇଥିବାରୁ ଏହାର କୈାଣସି ସାଇଡ ଇଫେକ୍ଟ ଦେଖାଯାଏ ନାହିଁ। ଏହି ରେମେଡିର ପ୍ରୟୋଗ ଦ୍ବାରା ଆପଣଙ୍କ ବହୁ ବର୍ଷ ପୁରୁଣା କୁଣ୍ଡିଆ ରୋଗ ଭଲ ହେଇଯିବ।। ଏହି ରେମେଡି କୁ ବେଶୀ ସମୟ ଧରି ଲଗାନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !