EXCLUSIVE VIDEO : କ୍ୟାମେରା ସାମ୍ନାକୁ ଆସିଲେ ଫେରାର ବୋହୂ ନନ୍ଦିନୀ… ଆଉ କହିଲେ ଏମିତି… ଦେଖନ୍ତୁ Video

ଆପଣ ନନ୍ଦିନୀ ଓ ବଳରାମ କଥା ତ ନିଶ୍ଚୟ ଶୁଣି ଥିବେ । ତେବେ ବଳରାମ ଙ୍କର ବାପା ପ୍ରଥମେ ଅଭିଯୋଗ କରି ଥିଲେ କି ତାଙ୍କ ବାହୁ ଚଉଠି ରାତି ଦିନ ସବୁ ସୁନା ଗହଣା ନେଇ ଘରୁ କୁଆଡେ ପଳାଇଛି । ଆଉ ବଳରାମ ମଧ୍ୟ ତାଙ୍କ ନାମ ରେ ଗୋଟେ କଥା କହି ଥିଲେ ତାଙ୍କ ସ୍ତ୍ରୀ ନନ୍ଦିନୀ ଗୋଟେ ବେସିଆ । ସେ ନିଜ ପ୍ରେମିକ ସହିତ ଉଲଗ୍ନ ବେସ ରେ କଥା ହେଉ ଥିବାର ସେ ଦେଖି ଥିଲେ ।

ତେବେ ତାଙ୍କୁ ଯେତେ ବେଳେ ପ୍ରତିବାଦ କରି ଥିଲେ ବଳରାମ ସେତେ ବେଳେ ନନ୍ଦିନୀ କହି ଥିଲେ ମୁଁ ସିନା ତମକୁ ବିବାହ କରିଛି ହେଲେ ମୁଁ ମୋ ପ୍ରେମିକ ସହିତ ରାତି କାଟିବି । ତେବେ ଏହି ଭଳି ଭାବରେ ବାପା ଓ ପୁଅ ମିଶି ନନ୍ଦିନୀ ନାଁ ରେ ଗୋଟେ ସଙ୍ଗିନୀ ଅଭିଯୋଗ ଆଣି ଥିଲେ ।

କିନ୍ତୁ ଏହା କେତେ ଦୂର ଠିକ ଆଜି ପର୍ଯ୍ୟନ୍ତ ବି ସତ ଜଣା ପଡି ନାହିଁ । ଏବେ ନନ୍ଦିନୀ ଧରା ପଡି ଛନ୍ତି ତେବେ ସେ ଯାହା କହୁ ଛନ୍ତି ଆପଣ କାହାକୁ ଦଶ ଦେବେ ନିଜେ ମଧ୍ୟ ବୁଝି ପାରିବେ ନାହିଁ । ତେବେ ଆସନ୍ତୁ ନନ୍ଦିନୀ କଣ କହୁ ଛନ୍ତି ଜାଣିବା ।

ତେବେ ଘଟଣା ସ୍ଥଳ ରେ ନନ୍ଦିନୀ କହି ଛନ୍ତି ସେ ବହୁତ ବଡ଼ ଧକା ଖାଇ ଛନ୍ତି । ତାଙ୍କୁ ଧକା ଦେଇ ଛନ୍ତି ବଳରାମ । ହଁ ଆଜ୍ଞା ନନ୍ଦିନୀ କହି ଛନ୍ତି ଗୋଟିଏ ଦିନରେ ଜର ଜବରଦସ୍ତ ବିବାହ କରିଲେ ନନ୍ଦିନୀ ର । ତେବେ ଲଗ୍ନ ଧରି ବାକୁ ଯାଇ ଥିଲେ ପୁଅ ଘରେ ।

ପୁଣି ଝିଅ ଘର ଲୋକଙ୍କୁ କହି ଥିଲେ ମୁଁ ସବୁ ଅତିଥି ଙ୍କୁ ଡାକି ଦେଇଛି ତେଣୁ ଆଜି ତମେ ବାହାଘର କରି ଦିଅ । ତମର ଆଜି କିଛି ଦେବା ଦରକାର ନାହିଁ । ତେବେ ସେଇଠୁ ନନ୍ଦିନୀ ଓ ବଳରାମ ଙ୍କର ବିବାହ ହୋଇ ଥିଲା । ତେବେ ଶାଶୁ ଘରକୁ ଯାଇ ନନ୍ଦିନୀ ଯାହା ଶୁଣି ଥିଲେ ସେଥି ପାଇଁ ତାଙ୍କୁ ଶାଶୁ ଘର ଛାଡିବା ପାଇଁ ପଡି ଥିଲା ।

ତେବେ ବଳରାମ କହି ଥିଲେ ସେ ଜଣେ ବିଲଡର ତାଙ୍କର ବହୁତ ନେତା ମନ୍ତ୍ରୀ ଚିଂହା । କିନ୍ତୁ ନନ୍ଦିନୀ ଜାଣିବା ପାଇଁ ପାଇଲେ ସେ ଜଣେ ରଙ୍ଗ ମିସ୍ତ୍ରୀ । ନନ୍ଦିନୀ କହି ଛନ୍ତି ତାଙ୍କ ନାଁ ରେ ଯେଉଁ ଅଭିଯୋଗ ଥାନା ରେ ଆସିଛି ସେ ସବୁ ମିଛ ଅଟେ ।

ତାଙ୍କୁ ବଳରାମ ଟରଚର କରି ବାରୁ ସେ ମନ୍ଦିର ନାଁ ରେ ଘର ଗୋଡ଼ କାଢି ପଳେଇ ଆସି ଛନ୍ତି ବୋଲି କହିଲେ । ସେ କହିଲେ ଘର ଯେବେ ମନ୍ଦିର କୁ ଆସିଲେ ସେ ତାଙ୍କ ଶାଶୁ ଶଶୁର ଙ୍କୁ କହି ଆସି ଥିଲେ । ସୁନା ଗହଣା ନେଇ ସେ ଘରୁ ଗଡ କାଢି ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।