ସାଧୁବାଣି – ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି 1 ଜିନିଷ, ଭିକାରୀରୁ ହେଇଯିବେ ରାଜା ଜାଣନ୍ତୁ କଣ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

ଆମ ସଂସ୍କୃତିରେ ମହିଳାମାନଙ୍କ ସମ୍ମାନ ପ୍ରତି ଅଧିକ ଗୁରୁତ୍ୱ ଦିଆ ଯାଇଥାଏ। ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ।ତେଣୁ ମା’ଙ୍କ ରୂପେ ନାରୀ, ଧରିତ୍ରୀରେ ଥିବା ସମସ୍ତଙ୍କ ମଧ୍ୟରେ ହେଉଛି ଏକ ପବିତ୍ର ରୂପ। ମାଆ ଈଶ୍ୱରଙ୍କ ଠାରୁ ମଧ୍ୟ ଉଚ୍ଚରେ ବୋଲି କୁହାଯାଏ।ନାରୀମାନଙ୍କ ବୀରତ୍ୱ , କାର୍ଯ୍ୟ ନିପୁଣତା ଧୈର୍ଯ୍ୟର କୌଣସି ତୁଳନା ନାହିଁ।

ତେବେ ଆମ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ଅନ୍ୟାୟ ଅତ୍ୟାଚାର କରାଯାଏ ସେହି ଘରୁ ମାତା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି। ଯେଉଁ ବ୍ୟକ୍ତି ମହିଳାଙ୍କ ଆଦର ସମ୍ମାନ କରି ନଥାଏ ତାଙ୍କୁ ଖରାପ ଭାଷା କହିଥାଏ ଆଉ ତାଙ୍କ ଉପରେ ହାତ ଉଠାଇ ଥାଏ ମାତା ଲକ୍ଷ୍ମୀ କେବେ ତାଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ ଆଉ ସେହି ଘରେ ସବୁବେଳେ ଆର୍ଥିକ ହାନି ହୋଇଥାଏ ।

ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେଉଁ ଘରେ ମହିଳାଙ୍କ ମତ କିଛି କାମ ପାଇଁ ନବା ଲୋକେ ଉଚିତ ମନେ କରନ୍ତି ଆଉ ମହିଳାଙ୍କୁ ସମସ୍ତଙ୍କ ଭଳି ଆସନ ଆଉ ସମ୍ମାନ ଦେଇଥାନ୍ତି ସେହି ଘରେ କେବେ ଧନ ଅଭାବ ହୋଇନଥାଏ ଆଉ କିଛି ନରହିଲେ ମଧ୍ୟ ମନର ଶାନ୍ତି ନିଶ୍ଚିନ୍ତ ରହିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଆପଣ ଆପଣଙ୍କ ପତ୍ନୀଙ୍କୁ ସର୍ବଦା ଖୁସି ରଖନ୍ତୁ। ଯାହ ଫଳରେ ଘରର ଉନ୍ନତି ହୋଇ ପାରିବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କଣ କରିବା ଦ୍ୱାରା ଆପଣଙ୍କ ପତ୍ନୀ ସର୍ବଦା ଖୁସିରେ ରହିବ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ କବାଟ ଆଡ଼କୁ ପାଦ କରି ଶୋଇବା ଜମା ବି ଉଚିତ ନୁହେଁ ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।
ତେବେ ଆମେ ଆପଣଙ୍କୁ ଜଣାଇ ରଖୁଛି ଯେ ମହିଳାଙ୍କ ସବୁଠାରୁ ବଡ଼ ଗହଣା ଲାଜ ହୋଇଥାଏ ସେଥିପାଇଁ ସେ କେବେ ଆପଣଙ୍କୁ ପ୍ରେମ ମାଗିବେ ନାହିଁ ଆପଣଙ୍କୁ ନିଜେ ତାଙ୍କୁ ପ୍ରେମ ଦବା ଉଚିତ ହୋଇଥାଏ ।ଯେଉଁ ପୁରୁଷ ରାତିରେ ନିଜ ସ୍ତ୍ରୀ ସହ ପ୍ରେମ ସମ୍ବନ୍ଧ ରଖିଥାଏ ତାଙ୍କ ଜୀବନରେ କେବେ ଅଶାନ୍ତି ଆସି ନଥାଏ ଆଉ ସେହି ବ୍ୟକ୍ତି ଜୀବନରେ ବହୁତ୍ ଶୁଖି ରହିଥାନ୍ତି ।

ତେବେ ଜୀବନରେ କେବେ ବି ନିଜ ସ୍ତ୍ରୀକୁ ପ୍ରେମ ଠାରୁ ବଞ୍ଚିତ ରଖନ୍ତୁ ନାହିଁ କାହିଁକି ନା ଘର ଲକ୍ଷ୍ମୀ ଭଲ ରହିଲେ ଆପଣଙ୍କ ମନ ବାହାର କାମରେ ଲାଗିଥାଏ। ତେବେ ଆପଣ ଆପଣଙ୍କ ପତ୍ନୀ ସହିତ ପ୍ରତିଦିନ କିଛି ପ୍ରେମର ମୁହୂର୍ତ୍ତ ଅତିବାହିତ କରନ୍ତୁ ଏବଂ ନିଜ ପତ୍ନୀ ସହିତ କିଛି ମିଠା ମିଠା କଥା ହେବା ସହ ପତ୍ନୀଙ୍କ ଅଧିକ ଧ୍ୟାନ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।