ଓଡ଼ିଶାର no 1 blogger – ରୂପା ନିଜ ପାଇଁ ସାଇକେଲ କିଣିଲେ ଦେଖନ୍ତୁ କେମିତି ମଜା କରୁଛନ୍ତି ,ବହୁଦିନ ଆଶା ପୂରଣ ହେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁ ଥିରେ କିଛି ସାଧାରଣ ଲୋକ ମଧ୍ୟ ସେଲିବ୍ରେଟି ହୋଇ ପାରି ଛନ୍ତି । ଏ ଥିରେ ଅନେକ ସେଲିବ୍ରେଟି ରହିଛନ୍ତି ସେଥି ମଧ୍ୟ ରୁ ଜଣେ ହେଉ ଛନ୍ତି ଖୁବ ଲୋକ ପ୍ରିୟତା ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରି ଛନ୍ତି ।

ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହା ଙ୍କ ର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତି ଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି । ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବା ର ଦେଖିବା କୁ ମିଳି ଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ ।

 ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କ ର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜି ର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି । ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ,

କାରଣ ଲୋକ ମାନ ଙ୍କ ମନ ରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବ ରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବା କୁ ଭୁଲି ନାହାଁନ୍ତି । ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟ ଙ୍କ ମନ ରେ ଗର୍ବ ବୋଲି ଟିକିଏ ନ ଥାଏ ।

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ଏବଂ ଭଲ ଭଉଣୀ ମଧ୍ୟ ଆଜି ତାଙ୍କ ଭାଇ ଙ୍କ ପ୍ରତି ଏତେ ସ୍ନେହ ଓ ପ୍ରେମ ରହିଥାଏ । ସେ ତାଙ୍କ ଭାଇ ଙ୍କ ପାଇଁ ଏକ ନୂଆ ସାଇକେଲ ଆଣିଛନ୍ତି ଓ ତାଙ୍କ ଭାଇ ସେ

ସାଇକେଲ କୁ ପାଇ ବହୁତ ଖୁସି ହେଇଥିଲେ ସେ ଜଣେ ବୋହୂ ର କର୍ତ୍ତବ୍ୟ କରିବା ପରେ ମଧ୍ୟ ଘରରେ ବଡ଼ ଝିଅ ହେବାର କର୍ତ୍ତବ୍ୟ ମଧ୍ୟ ପାଳନ କରିଛନ୍ତି । ରୂପା ଓ ପିଣ୍ଟୁ ଦୁଇଜଣ ବହୁତ ଭଲ ପାଉଥିଲେ । ରୂପା ତାଙ୍କ ଭାଇଙ୍କୁ ଧନ ବୋଲି ଡାକୁଥିଲେ। ସେ ତାଙ୍କ ପାଇଁ ସାଇକେଲ ଆଣିଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ