viral ଭିଡ଼ିଓ – ଦ୍ୱିତୀୟ ବିବାହ ପଡ଼ିଲା ମହଙ୍ଗା : ଦୁଇ ଛୁଆଙ୍କୁ ଧରି ମଣ୍ଡପରେ ହଙ୍ଗାମା ହାଇଡ୍ରାମା କଲେ ସ୍ତ୍ରୀ, ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ସ୍ୱାମୀ ଦ୍ୱିତୀୟ ବିବାହ କରୁ ଥିବା ସମୟ ରେ ସ୍ତ୍ରୀ ଆସି ତାଣ୍ଡବ ଲିଳା କରିଲା ବିବାହ ମଣ୍ଡପ ରେ । ଘଟଣା ଟି ଅତି ଦୁଃଖ ଦାୟକ ଅଟେ । ମନ୍ଦିର ରେ ବିବାହ କରୁ ଥିଲେ ସ୍ୱାମୀ ଅନ୍ୟ ଏକ ସ୍ତ୍ରୀ କୁ । ଠିକ ସେହି ସମୟ ରେ ତାଙ୍କର ପ୍ରଥମ ସ୍ତ୍ରୀ ଦୁଇଟି ଛୁଆ ଧରି ଆସି ବିବାହ କୁ ବିରଧ କରି ଥିଲା । ମନ୍ଦିର ଭିତରେ ଚାଲି ଥିଲା ତାଣ୍ଡବ ଲିଳା । ସ୍ତ୍ରୀ ଟି ମଧ୍ୟ ବିବାହ କୁ ଭାଙ୍ଗି ଦେଇ ଥିଲା ।

ଘଟଣା ଟି ଦେଖିବା ପାଇଁ ମିଳି ଥିଲା ସମ୍ବଲପୁର ଜିଲ୍ଲା ରେ । ଘଟଣା ଟି ରେ ସ୍ତ୍ରୀ ଆସି ବିବାହ ମଣ୍ଡପ ରେ ପହଂଚି ଥିଲା । ଆଉ ବିବାହ ମଣ୍ଡପ ରେ ସ୍ୱାମୀ ରେ ବିବାହ କୁ ବନ୍ଦ କରି ଦେଇ ଥିଲା । ଯାହା ସମସ୍ତ ଙ୍କୁ ହଟାତ ଚକିତ କରି ଦେଇ ଥିଲା ।

 ସ୍ତ୍ରୀ ର କହିବା କଥା ସେ ତାର ସ୍ୱାମୀ କୁ ବିବାହ କରିବା ପାଇଁ ଦେଵ ନାହିଁ । ଯଦି ସ୍ୱାମୀ ବିବାହ କରୁଛି ତାହାଲେ ପିଲା ମାନଙ୍କ ର ଚଳିବା ଖର୍ଚ୍ଚ ଦେଉ । ଦେଵ ମାସକୁ ମାସ ଯେମିତି ସ୍ତ୍ରୀ ଘରେ ଆସି ପହଂଚି ଯାଉ ।

ପୁଣି ସ୍ୱାମୀ ର କହିବା କଥା ହେଉଛି , ସେ ତାଙ୍କ ପ୍ରଥମ ସ୍ତ୍ରୀ କୁ 3 ବର୍ଷ ତଳେ ବିବାହ କରି ଥିଲେ । ସ୍ତ୍ରୀ ର ଯେଉଁ ଦୁଇଟି ପିଲା ରହିଛି ତାହା ତାଙ୍କରି ପିଲା । କିନ୍ତୁ ତିନି ବର୍ଷ ତଳେ କିଛି କାରଣ ହେତୁ , ସ୍ୱାମୀ କୁ ଛାଡି ସ୍ତ୍ରୀ ତାର ବାପ ଘରକୁ ପଳେଇ ଯାଇ ଥିଲା । ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟ ରେ ଛାଡପତ୍ର ହୋଇ ଯାଇ ଥିଲା ।

ସେମାନେ ପରସ୍ପର ସହିତ 2 ବର୍ଷ ହେଲା ସମ୍ପର୍କ ରଖି ନାହାନ୍ତି । ସ୍ୱାମୀ ଯାଇ ସ୍ତ୍ରୀ କୁ ମଧ୍ୟ ଫେରାଇ ଆଣିବା ପାଇଁ ଯାଇ ଥିଲେ ତାଙ୍କ ଘରକୁ , ହେଲେ ସ୍ତ୍ରୀ ଆସି ନ ଥିଲେ । ତେବେ ଏମିତି ବହୁତ ଦିନ ବିତି ଗୋଲା ପରେ । ସ୍ବାମୀ ର ମା ବୁଢ଼ୀ ହୋଇ ଯିବାରୁ ସେ ବିବାହ କରିଛି ବୋଲି ସ୍ୱାମୀ କହୁଛି ।

ସ୍ୱାମୀ ନିଜର ବଂଶ କୁ ଆଗକୁ ନେବା କୁ ଯାଇ ବିବାହ କରିଛି । ତା ପରେ ଥରେ ସ୍ୱାମୀ ସ୍ତ୍ରୀ ମଧ୍ୟ ରେ ଛାଡପତ୍ର ହୋଇ ଗଲା ପରେ ସ୍ବାମୀ ର ସ୍ତ୍ରୀ ସହିତ କୌଣସି ସମ୍ପର୍କ ନ ଥାଏ କିମ୍ବା ସ୍ତ୍ରୀ ର ମଧ୍ୟ ନ ଥାଏ । ତେବେ ହଟାତ ସ୍ତ୍ରୀ ଆସି କିନ୍ତୁ ସ୍ୱାମୀ ର ବାହାଘର କୁ ବନ୍ଦ କରି ଦେଇଛି ।

ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ଛେଉଛି । ଥରେ ଚିନ୍ତା କରନ୍ତୁ ପିଲା ଗୁଡିକ ବଡ଼ ହେଲେ କାହାକୁ ବାପା ଡାକିବେ । ତେଣୁ ସବୁ ସମୟ ରେ ଭାବି ଚିନ୍ତି କାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।