shocking ଭିଡ଼ିଓ – reels ଭିଡ଼ିଓ ବନାଉଥିଲେ ଯୁବତୀ ହଠାତ ଦୌଡିଲେ ଆଉ ତା ପରେ ଯାହା ହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦୁନିଆ ରେ ଭାଇରାଲ ହେବା ପାଇଁ କିଏ ବା ନ ଚାହେଁ । ସମସ୍ତେ ଚାହିଁ ଥାନ୍ତି ଭାଇରାଲ ହେବା ପାଇଁ । ସମସ୍ତ ଙ୍କର ଇଛା ଥାଏ ତାଙ୍କୁ ଏ ସାରା ସଂସାର ଜାଣୁ । କିନ୍ତୁ ସେମିତି କାମ କଲେ ସିନା ଦୁନିଆ ତାକୁ ଜାଣିବ । ଲୋକ ଜାଣିବା ପାଇଁ ଆପଣଂକୁ ଦୁଇଟି କାମ କରିବା ପାଇଁ ପଡିବ ।

ହୁଏତ ଆପଣ କିଛି ଭଲ କାମ କରନ୍ତୁ ଯୋଉଥି ପାଇଁ ଲୋକ ମାନେ ଆପଣଂକୁ ସବୁ ଦିନ ପାଇଁ ମନେ ରଖିବେ । ସେ ଭଲ କାମ କହିଲେ ଆପଣ ସମସ୍ତଂକୁ ସାହାର୍ଯ୍ୟ କରୁ ଥିବେ ସମସ୍ତଂକ ର ଦୁଃଖ ବୁଝି ପାରୁ ଥିବେ । ଆଉ ଆପଣଙ୍କ ପାଖରେ ଯେ କୌଣସି ଭଲ କଳା ଥିବ ।

ସେ ଗୀତ ରେ ହେଉ କି ନାଚ ରେ ହେଉ କି ଆକ୍ଟିଂଗ ରେ ହେଉ । ତେଣୁ ଏହା ହେଉଛି ଭଲ କାମ । ଯେଉଁ କାମ ରେ ଲୋକ ମାନେ ଆପଣଂକୁ ସବୁ ଦିନ ପାଇଁ ମନେ ରଖି ପାରିବେ । କିନ୍ତୁ ଖରାପ କାମ କେଉଁ ଗୁଡିକ । ଦୁନିଆ ର ଲୋକ ମାନେ ଆପଣଂକୁ ଡରୁ ଥିବେ । ଆପଣ ଜଣେ ବଡ ଗୁଣ୍ଡା ହୋଇ ଥିବେ । ଲୋକ ମାନକୁ ହାଣୁ ଥିବେ ।

ପୁଣି ଆମେ ଆପଣଂକୁ ଏକ ଉଦାହରଣ ଦେବୁ । ସୋନି ଲିଓନି କେମିତି ଭାଇରାଲ ହେଲା । ତାକୁ ଆଜି ପିଲା ଠାରୁ ବୁଢା ପର୍ଯ୍ୟନ୍ତ କିଏ ନ ଜାଣେ । ତାର ସେହି ଖରାପ କାମ ପାଇଁ ତାକୁ ଆଜି ସମସ୍ତେ ଜାଣନ୍ତି । ଠିକ ସେହି ପରି ରାଣୀ ପଣ୍ଡା ତା ପାଖରେ ଅଛି କଣ ହେଲେ ମଧ୍ୟ ତାଙ୍କୁ ଆଜି ସାରା ଓଡିଶା ଜାଣିଚି।

କେବଳ ଗୋଟେ ଯାତ୍ରା ଶୋ ରେ ତାଙ୍କୁ ଲୋକ ମାନେ ଜାଣି ନେଲେ । ସେହି ଗୋଟେ ଶୋ ରେ ସେ ଦେହ ରୁ କପଡା କାଢି ଦେଇ ଥିଲେ ସେଥି ପାଇଁ ଲୋକ ମାନେ ତାକୁ ଜାଣି ଯାଇ ଛନ୍ତି । ତେଣୁ ଦୁନିଆ ରେ ଭାଇରାଲ ହେବା ପାଇଁ ଦୁଇଟି ରାସ୍ତା ଅଛି ଗୋଟେ ଭଲ କାମ କଲେ ଆଉ1 ଗୋଟେ ଖରାପ କାମ କଲେ ।

ତେବେ ଆଜି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓ ରେ ଦୁଇ ଜଣ ଝିଅ ଛାତ ଉପରେ ରିଲସ କରୁ ଥିଲେ । କିନ୍ତୁ ହଟାତ ସେମାନେ ଦଉଡି ପଳାଇ ଗଲେ । ତେବେ ଗୋଟେ ଝିଅ ଭଲ ଅଣ୍ଟା ହଲାଇ ନାଚୁ ଥିଲା । ଆଉ ଜଣେ ଝିଅ ତାର ଭିଡିଓ କରୁ ଥିଲା ।

କିନ୍ତୁ ହଟାତ ଝିଅ ଟି ଉପର କୁ ଅନାଇ ଥିଲା ଆଉ ଘରକୁ ଦୌଡ଼ି ପଳାଇ ଥିଲା । କିନ୍ତୁ ଏହି ଭିଡିଓ ଟି ଭାଇରାଲ ହୋଇ ଯାଇ ଥିଲା । ଲୋକ ମାନେ ମଧ୍ୟ ବହୁତ ଭଲଭଲ କମେଣ୍ଟ ଦେଇ ଛନ୍ତି । ତେବେ ଆପଣ ମାନେ ମଧ୍ୟ ଭିଡିଓ ଟିକୁ ଦେଖନ୍ତୁ ଆଉ ଏହାର ମୋଜା ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।