viral ଭିଡ଼ିଓ – OMG ! କଲେଜ ରେ ପଢିବାକୁ ଯାଇ canteen ଭିତରେ ଚାଲିଛି ପ୍ରେମୀ ଯୁଗଳଙ୍କ ରାସଲୀଳା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି କାଲି ର ଯୁଗ ରେ ଛାତ୍ର ଛାତ୍ରୀ ମାନେ ଏତେ ତଳକୁ ଖସି ଗଲେଣି ତାହା ଆପଣ ମାନେ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ତେବେ ଘଟଣା ଟି ହେଉଛି ଜଣେ କଲେଜ ଛାତ୍ର କଲେଜ ଯାଇ ଖେଳ କରୁଛି । ବାପା ମା ମାନଙ୍କ ଗୋଟେ ବଡ଼ ସ୍ୱପ୍ନ ଥାଏ , ମୋ ପୁଅ ବଡ଼ ହେଲେ ପାଠ ପଢି ଗୋଟେ ବଡ଼ ଚାକିରୀ କରିବ । ସେଥି ପାଇଁ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେମାନେ ପିଲାଙ୍କୁ ପାଠ ପଢେଇ ଥାନ୍ତି । ଘରେ ଖାଇବା ପାଇଁ ନ ଥିଲେ ମଧ୍ୟ ତାଙ୍କ ପିଲା କୁ ପାଠ ପଢେଇ ଥାନ୍ତି । କାରଣ ପିଲା ହେଉଛି ବାପା ମା ମାନଙ୍କ ର ଆଗାମୀ ଭବିଷ୍ୟତ ।
ପିଲା ବଡ଼ ହେଲେ ବାପା ମା କୁ ଭଲରେ ରଖିବ । ଆଉ ପିଲା ବଡ଼ ଚାକିରୀ କଲେ ବାପା ମା ଗର୍ବ ରେ ଛାତି ଫୁଲାଇ ଲୋକଙ୍କ ଆଗରେ ବାଟ ଚାଲି ପାରିବ , କିନ୍ତୁ ଆଜିର ସମାଜ ଏତେ ତଳକୁ ଖସି ଗଲାଣି ତାହା କହି ହେବ ନାହିଁ । ପିଲା ବାପା ମା ମାନଙ୍କ ର ଗର୍ବ ଓ ଗୌରବ ଅଟନ୍ତି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା ।
କେନ୍ଦ୍ରାପଡା ର ଖଡ଼ିଆଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ରେ ଘଟି ଥିଲା କିଛି ଅବିଶ୍ୱାସନୀୟ ଘଟଣା । ଯାହା ସାରା କଲେଜ କୁ ଚକିତ କରି ଦେଇ ଥିଲା । ସେଠାରେ ଦେଖିବା ପାଇଁ ମିଳି ଥିଲା ଜଣେ ଛାତ୍ର ଗୋଟେ ଛାତ୍ରୀ କୁ ପ୍ରେମର ପ୍ରସ୍ତାବ ଦେଉ ଥିବାର ଘଟଣା ଦେଖିବା ପାଇଁ ମିଳି ଥିଲା ।
ତେବେ ସେ ଛାତ୍ର ଟି ଗୋଟେ ଗୋଲାପ ଫୁଲ ଧରି ଛାତ୍ରୀ କୁ ପ୍ରେମର ପ୍ରସ୍ତାବ ଦେଇ ଥିଲା । ସାଧରଣ ଭାବରେ ଦେଖିବା ପାଇଁ ଗଲେ , ଯିଏ ପ୍ରୋପଜ ମାରି ଥାଏ ଫାଙ୍କା ସ୍ଥାନ ଦେଖି ମାରି ଥାଏ ଯେଉଁ ଠାରେ କି କେହି ନ ଥିବେ । କିନ୍ତୁ ପିଲାଟି ସମସ୍ତଂକୁ ଜଣେଇ ଝିଅ ଟିକୁ ପ୍ରୋପଜ ମାରି ଥିଲା ।
ଆଉ ଠିକ ସେହି ସମୟ ରେ ଜଣେ ଛାତ୍ର ସେମାନଙ୍କ ଦୁଇ ଜଣଙ୍କ ର ଭିଡିଓ କୁ ଉଠାଇ ମୋବାଇଲ ରେ ଛାଡି ଦେଇ ଥିଲା । ଏବେ ଭିଡିଓ ଟି ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ତେବେ ପୁଣି ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳି ଥିଲା ।
ଗୋଟେ ଝିଅ କୁ ତାର ପ୍ରେମିକ ପିଟି ଚାଲି ଥିଲା । ତେବେ ଏହି ଭିଡିଓ ରେ ଏହି ଦୁଇଟି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ଏହି ଭିଡିଓ ଟି ପ୍ରେମ ର ମହା ସପ୍ତାହ ରେ ଦେଖିବା ପାଇଁ ମିଳି ଥିଲା । ମହା ସପ୍ତାହ କହିଲେ ଫେବୃଆରୀ 7 ରୁ ଫେବୃଆରୀ 14 ପର୍ଯ୍ୟନ୍ତ । ଏହି ଦିନ ଭିତରେ ଦେଖିବା ପାଇଁ ମିଳି ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।