health tips – ମାତ୍ର ୭ ଦିନରେ ଓଜନ କମ ହେବ, ଗରମ ପାଣି ସହିତ ସେବନ କରନ୍ତୁ ଏହି ଜିନିଷ ଘିଅ ଭଳି ତରଳି ଯିବ ପେଟର ଚର୍ବି ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଆଜିର ଦିନରେ ମୋଟାପଣ ଏକ ସାଧାରଣ ସମସ୍ୟା ପାଲଟି ଯାଇଛି। ଭୁଲ ଖାଦ୍ୟପେୟ ପାଇଁ ବହୁତ ଲୋକେ ଏହି ମୋଟାପଣର ଶିକାର ହେଉଛନ୍ତି। ଶରୀରର ଓଜନ ଯଦି ଅଧିକ ରହିଥାଏ ତେବେ ସେହି ମଣିଷ ମୋଟରୁ ବି ସୁନ୍ଦର ଦେଖା ଯାଇନଥାଏ। ତେବେ ଆଜିର ଦିନରେ ମୋଟପଣ ସବୁଠୁ ବଡ ଚିନ୍ତାର କାରଣ ପାଲଟି ଯାଇଛି।

ମୋଟା ଲୋକ ମାନଙ୍କର ସାଧାରଣତଃ ପେଟ ବହାରି ପଡ଼ିଥାଏ। ଯାହା ବହୁତ ଅସୁନ୍ଦର ଦେଖାଯାଇଥାଏ।ଏହି ପେଟ କମ କରିବା ପାଇଁ ଲୋକ ମାନେ ବହୁତ କିଛି ପ୍ରୟାସ ଜାରି ରଖିଥାନ୍ତି।ବଜାରରେ ମିଳୁଥିବା ଔଷଧ ମଧ୍ୟ ସେବନ କରିଥାନ୍ତି ଯାହାର କୁ ପ୍ରଭାବ ଦେଖିବାକୁ ମିଳିଥାଏ।

 ଯାହାର ଖୁବ୍ କୁ ପ୍ରଭାବ ଶରୀର ଉପରେ ପଡ଼ିଥାଏ।କିଛି ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ୟୋଗ, ବ୍ୟାୟାମ ଆଦି କରିଥାନ୍ତି ଯାହା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ। ସୁନ୍ଦର ଦେଖାଯିବାର ଆଉ ଏକ କାରଣ ହେଉଛି ସୁନ୍ଦର ସ୍ୱାସ୍ଥ୍ୟ ଅବସ୍ଥା।ଯାହା ନିହାତି ଆବଶ୍ୟକ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବାବଦରେ କହିବାକୁ ଯାଉଛୁ ଯାହା ଆପଣ ଘରେ ପାଇପାରିବେ। ଏବଂ ଏହା ପ୍ରସ୍ତୁତ କରିବା ଓ ସେବନ କରିବା ଖୁବ୍ ସହଜ ଅଟେ। ଏଥି ନିମନ୍ତେ ଆବଶ୍ୟକ ସାମଗ୍ରୀ ରହିଛି ରସୁଣ ଏବଂ ଜିରା।

୧. ରସୁଣ:-


ପ୍ରାୟତଃ ଅନେକ୍‌ଙ୍କ ରୋଷେଇ ଘରେ ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ରସୁଣ ମଧ୍ୟ ଉପଲବ୍ଧ ଥାଏ । ରସୁଣକୁ ଜଡିବୁଟି ବୋଲି ମଧ୍ୟ କୁହା ଯାଇଥାଏ । ଯାହାକି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଭିନ୍ନ ଉପାୟରେ ରସୁଣକୁ ସେବନ କରାଯାଏ । ଶରୀରରେ ଥିବା ବିଭିନ୍ନ ରୋଗ ବେମାରୀକୁ ଦୂର କରିବାରେ ରସୁଣ ସାହାଯ୍ୟ କରିଥାଏ ।

ରସୁଣ ପାଚନ ପ୍ରକ୍ରିୟାକୁ ଭଲ ରଖିବା ସହିତ ,ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।ଡାଇବେଟିସ୍ ରୋଗୀଙ୍କ ପାଇଁ ରସୁଣ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ।

ଏଥି ସହିତ ରସୁଣ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ପ୍ରତିଦିନ ଗୋଟିଏ ରସୁଣ ସେବନ କରିବା ଦ୍ୱାରା ଓଜନ କମ୍ ହୋଇଥାଏ । କଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ରସୁଣ ସାହାଯ୍ୟ
କରିଥାଏ।

୨. ଜିରା:-

ଜିରାରେ ଫାଇବର, ଆଇରନ,କ୍ୟାଲସିୟମ, ପୋଟାସିୟମ, ଜିଙ୍କ,ଭିଟାମିନ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରପୁର ମାତ୍ରାରେ ରହିଥାଏ।ବଦହଜମି ସମସ୍ୟାକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ଜିରା।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ୭ ଟି ରସୁଣ କୋଷି ନିଅନ୍ତୁ ଏବେ ଏହାକୁ ହାଲକା ଫ୍ରାଇ କରନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ ଏକ ଗ୍ଲାସ ପାଣିଦେଇ ଗରମ କରନ୍ତୁ। ଏହି ଗରମ ପାଣିରେ ଏକ ଚାମଚ କଞ୍ଚା ଜିରାଗୁଣ୍ଡ ପକାନ୍ତୁ। ତେବେ ଫ୍ରାଇ ହୋଇଥିବା ଗୋଟିଏ ରସୁଣ କୋଷୀକୁ ଚୋବେଇ ଚୋବେଇ ଜିରାମିଶା ଗରମ ପାଣିକୁ ସେବନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।