ପ୍ରଥମ ଥର ଦେଖନ୍ତୁ ଅନୁ ଚୌଧିରି ଓ ତାଙ୍କ କୁନି ଝିଅ ର ମସ୍ତି ,ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ,ଦେଖନ୍ତୁ ଭିଡ଼ିଓ ….

ଓଡିଶା ର ଏକ ନମ୍ବର ଅଭିନେତ୍ରୀ ଅନୁ ଚୌଧିରି । ଅନୁ ଚୌଧୁରୀ ଜଣେ ସୁନ୍ଦର କଳା କାର । ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର । 2002 ରୁ 2010 ପର୍ଯ୍ୟନ୍ତ ତାଙ୍କୁ ବହୁତ ସମୟ ରେ ଫିଲ୍ମ ରେ ଦେଖିବା ପାଇଁ ମିଳି ଥିଲା । ତାଙ୍କ ଆକ୍ଟିଂଗ କୁ ଦେଖି ବହୁତ ଲୋକ ତାଙ୍କ ପାଖ ରୁ କିଛି ଶିଖିବା ପାଇଁ ପାଇ ଛନ୍ତି ।

କେବଳ ସେତିକି ନୁହେଁ ସେ ଜଣକୁ ପ୍ରଥମେ ବିବାହ କରି ଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ଦୁହିଁ ଙ୍କ ଭିତରେ ତ୍ରୁଟି ବାହାରିବା ରୁ ସେ ତାଙ୍କ ସ୍ୱାମୀ ଙ୍କୁ ଛାଡି ଦେଇ ଥିଲେ । ଏବେ କିନ୍ତୁ ସେ ବିବାହିତା , ଆଉ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତେବେ 10 ବର୍ଷ ତଳେ ଯେଉଁ ଅନୁ ଚୌଧିରି ଥିଲେ , ସେ ଅନୁ ଚୌଧରି ଆଜି ଆଉ ଆମ ପାଖରେ ନାହାନ୍ତି । ସେ ସମୟ ରେ ଓଲିଉଡ ର ଏକ ମାତ୍ର ହିରୋଇନ ଥିଲେ ଅନୁ ଚୌଧୁରୀ । ତାଙ୍କ ଠାରୁ ଭଲ ହିରୋଇନ ସେ ସମୟ ରେ ନ ଥିଲେ ।

 ସେ ସିଦ୍ଧାନ୍ତ ଓ ମିହିର ଦାସ ଭଳି ନାମୀ ଦାମି କଳା କାର ମାନଙ୍କ ସହିତ ଆକ୍ଟିଂଗ କରି ଛନ୍ତି । ତେବେ ସେହି ସମୟ ରେ ଲୋକ ମାନଙ୍କ ର ଅତି ପ୍ରିୟ ହିରୋଇନ ଥିଲେ ସେ । ତାଙ୍କର ସବୁ ଗୁଡିକ ଫିଲ୍ମ ବହୁତ ହିଟ ହୋଇଛି । ଏବେ ମଧ୍ୟ ଲୋକ ମାନେ ଅନୁ ଚୌଧିରି କୁ ଖୋଜୁ ଛନ୍ତି ।

ସବୁ ଗୁଡିକ ଫିଲ୍ମ ମଧ୍ୟ ରୁ ସାବତ ମା ହେଉଛି ଅନ୍ୟ ତମ । କାରଣ ସେହି ଫିଲ୍ମ ଦେଖି ସାରିବା ପରେ ଲୋକ ମାନେ ତାଙ୍କୁ ବହୁତ ପ୍ରସଂସା କରି ଥିଲେ । ଆଉ ତା ପରେ ତାଙ୍କୁ ଓଲିଉଡ ରେ ବହୁତ ଗୁଡିଏ ଫିଲ୍ମ କରିବା ପାଇଁ ଚାନ୍ସ ମିଳି ଥିଲା । ଲୋକ ମାନେ ମଧ୍ୟ ତାଙ୍କୁ ପ୍ରସଂସା କରୁ ଥିଲେ । ତେବେ ସେ ଯେଉଁ ରୋଲ କରୁ ଥିଲେ , ସେ ହିରୋଇନ ହୁଅନ୍ତୁ କି ଭଉଣୀ ହେଉ , ପୁରା ବାସ୍ତବ ଆକ୍ଟିଂଗ କରୁ ଥିଲେ ସେ ।


ତେବେ ସାବତ ମା ପରେ ତାଙ୍କର ଆଉ ଏକ ଫିଲ୍ମ ଆସି ଥିଲା । ସେହି ଫିଲ୍ମ ଟି ହେଉଛି , ରାଖୀ ବାନ୍ଧିଲି ମୋ ରଖିବ ମାନ । ଏହି ଫିଲ୍ମ ବାହାରି ସାରିବା ପରେ ସେ ଲୋକ ମାନଙ୍କର ଅତି ପ୍ରିୟ ହୋଇ ଯାଇ ଥିଲେ । କିନ୍ତୁ ସମୟ ସର୍ତ ରେ ସେ ଆଜି ଜଣେ ସାଂସାରିକ ହୋଇ ସାରି ଛନ୍ତି ।

ତେଣୁ ସେ ଏବେ ଆଉ ସିରିଏଲ କିମ୍ବା ଫିଲ୍ମ କରୁ ନାହାନ୍ତି । ତେଣୁ କଥା ରେ ଅଛି ସମୟ ବହୁତ ମୂଲ୍ୟବାନ । ଥରେ ସମୟ ଚାଲି ଗଲା ପରେ ଜୀବନ ରେ ଆଉ କିଛି ନ ଥାଏ । ଜୀବନ ପୁରା ଶୂନ୍ୟ ହୋଇ ଯାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।