କଳିଙ୍ଗ ଗଣନାଟ୍ୟ love song – ମନ ବୁଝୁନି କି ଲୁହ ସରୁନି,ଏମିତି ଆଗରୁ ଡ୍ୟାନ୍ସ କେବେ ଦେଖିନଥିବେ ! ମାତ୍ର 2 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଓଡିଆ ଯାତ୍ରା ଜଗତର ନିଜର ଅଭିନୟ କଳା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ କଳାକାର ମାନଙ୍କ ମଧ୍ୟରୁ ସୁରେଶ ପଣ୍ଡା ଜଣେ ଆଗ ଧାଡି ର ଯାତ୍ରା ନାୟକ । ଯିଏ ଷ୍ଟେଜ କୁ ଉଠିବା ମାତ୍ର ନିଜର ଆବାଜ ରେ ଦର୍ଶକ ମାନଙ୍କ ମନରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥାନ୍ତି ।

ସେଥିପାଇଁ ତୋ ଆଜି ଲୋକମାନଙ୍କ ହୃଦୟ ରେ ସେମାନେ ଜାଗା ସୃଷ୍ଟି କରିପାରିଛନ୍ତି । କାରଣ ଓଡିଶା ହେଉଛି କଳା ଭୂମି ତେଣୁ ଏଠାକାର ଲୋକ ମଧ୍ୟ କଳାକୁ ବେଶୀ ଭଲ ପାଇଥାନ୍ତି । ତେଣୁ ଯାତ୍ରା କଳାକାର ମାନଙ୍କର ଭିତରୁ ଏବେ ସୁରେଶ ପଣ୍ଡା ଙ୍କ ଅଭିନୀତ ଏକ ଯାତ୍ରା ସିନ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଳିଙ୍ଗ ଗଣନାଟ୍ୟ ର ସେହି ଲୋକପ୍ରିୟ ନାଟକ ଯାହାକୁ ନେଇ ଏବେ ଯାତ୍ରା ଜଗତରେ ହଇଚଇ ସୃଷ୍ଟି ହେଇଛି । ସେହି ନାଟକ ଟି ହେଇଛି କଳିଙ୍ଗ ଗଣନାଟ୍ୟ ର ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ନାଟକ, ମନ ବୁଝୁନି କି ଲୁହ ସରୁନି, । ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ସେହି ନାଟକ ରେ ସୁରେଶ ପଣ୍ଡା ଙ୍କ ଅଭିନୀତ ଗୋଟିଏ ସିନ ଯାହା ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ।

ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନ କୁ ମଧ୍ୟ ଜିତି ଥିଲେ ସୁରେଶ ପଣ୍ଡା । ତେବେ ତାଙ୍କର ସେଇ କିଛି ମିନିଟ ରେ ସେହି ଅଭିନୟ କୁ ଦେଖିଲେ ଆପଣମାନ ଙ୍କ ଆଖି ରୁ ଲୁହ ଆସିଯିବ ବୋଲି କୁହାଯାଇଛି । ତେବେ କଳିଙ୍ଗ ଗଣନାଟ୍ୟ ସେହି ବହୁ ଚର୍ଚ୍ଚିତ ନାଟକ, ମନ ବୁଝୁନି କି ଲୁହ ସରୁନି ନାଟକ ରେ ।

ସୁରେଶ ପଣ୍ଡା ନାୟକ ଭୂମିକା ରେ ଅଭିନୟ କରୁଥିଲେ । ସେ ଜଣଙ୍କର ଚିକିତ୍ସା ପାଇଁ କଥା ଦେଇଥିଲେ ହେଲେ ଅର୍ଥ ତାଙ୍କ ଆଗରେ ବାଧକ ସାଜିଥିଲା ଯାହା ପାଇଁ ସେ ଦୁଇଦିନ ଧରି ନ ଖାଇ ନ ପିଇ ଏଣେ ତେଣେ ଘୁରିବୁଳୁ ଥିଲେ । ଶେଷରେ ରେ ପହଁଚିଥିଲେ ରେଳ ଷ୍ଟେସନ ରେ ତାପରେ ସେଠାରେ ପହଞ୍ଚି ଥିଲେ ସେ କଥା ଦେଇଥିବା ସେହି ବ୍ୟକ୍ତି ଜଣଙ୍କ ।

ଯାହାଙ୍କର ରକ୍ତ ପରିବର୍ତନ ପାଇଁ ସୁରେଶ ପଣ୍ଡା କଥା ଦେଇଥିଲେ । ତାପରେ ସୁରେଶ ପଣ୍ଡା ସେ ବ୍ୟକ୍ତି ଜଣଙ୍କର ଚିକିତ୍ସା ପାଇଁ ସେ ସେହି ରେଳ ଷ୍ଟେସନ ରେ ଭିକ୍ଷା ମାଗିବା ଆରମ୍ଭ କରିଥିବା ଦେଖା ଯାଇଥିଲେ । ତେବେ ଏହି ନାଟକ ର ଏପରି ଏକ ଦୁଃଖଦ ସିନ କୁ ସୁରେଶ ପଣ୍ଡା ଏତେ ସୁନ୍ଦର ଭାବରେ ଅଭିନୟ କରିଥିଲେ ଯେ ଯାହାକୁ ଦେଖି ଦର୍ଶକ ମାନେ ପ୍ରଶଂସା କରିବା ଆରମ୍ଭ କରିଥିଲେ । ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।