🛑EXCLUSIVE : “କ’ଣ ପିନ୍ଧିବ ମାନେ ? ପ୍ରକୃତି କଣ ବାବୁଶାଙ୍କ ସ୍ତ୍ରୀ !”ଅଡିଓ call କୁ ନେଇ ମୁହଁ ଖୋଲିଲେ ଏହି ବ୍ୟକ୍ତି ଜଣଙ୍କ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଯେଉଁ ଭିଡ଼ିଓ ଓ ଅଡିଓ ଭାଇରାଲ ହୋଇଛି ସେଥିରେ ସେ କହୁଛି ମୁଁ କୋଉ ସାର୍ଟ ପିନ୍ଧିବି। ମୁଁ କୋଉ ଡ୍ରେସ ପିନ୍ଧିବି, ତମେ କଣ ତାଙ୍କ ସ୍ତ୍ରୀ । ସୁପ୍ରିମ କୋର୍ଟ ଙ୍କ ରାୟ ଅନୁସାରେ ଆଉ ଜଣ କ ସହ ଲିଭ୍ ଇନ୍ ରେ ସମ୍ପର୍କ ରଖି ପାରିବ । ତା ମାନେ ନୁହେଁ କି ଜଣ ଙ୍କ ଘର ଭାଙ୍ଗି ଆଉ ଗୋଟିଏ ଘର ତିଆରି କରିବା। ବମ୍ବେ ଫିଲ୍ମ ଜଗତ ଏମିତି ନୁହେଁ ଯେ ଏହି ଭଳି ଚରିତ୍ରକୁ ନେଇ ଫିଲ୍ମ କରି ପାରିବ।

ସେ କହିଥିଲେ କି ଏହା ଅତ୍ୟନ୍ତ ଦୁଃଖର ବିଷୟ, ଗୋଟିଏ ପରିବାର ଝିଅ ସଂସ୍କାର କଥା କହୁଛି । ଆଉ ଗୋଟିଏ ଝିଅ ବାର ରେ ବସି ମାଲ ପିଉଛି।ତାକୁ ଲୋକ ଦେଖୁଛନ୍ତି । ଗୋଟିଏ ମଦ କମ୍ପାନୀ କାର୍ଯକ୍ରମରେ ସେ ଯେଉଁ ଭଳି ନାଚୁଛି ତାହା ମଧ୍ୟ ଲୋକ ଦେଖୁଛନ୍ତି । ତାଙ୍କ ମାଆ କହୁଛନ୍ତି ମୋ ଝିଅ ସଂସ୍କାରି , ତାଙ୍କର ବହୁତ ସମ୍ମାନ ଅଛି।

କହିବାକୁ ଗଲେ ପ୍ରକୃତି ମିଶ୍ର ଜାତୀୟ ସ୍ତର ରେ ଏତେ ବଡ଼ ଅଭିନେତ୍ରୀ ନୁହଁନ୍ତି । ବାବୁଶାନ ଙ୍କୁ ନେଲେ ମଧ୍ୟ ସେହି ଭଳି କିଛି ଘଟଣା ଘଟିବା ର ନାହିଁ । ବମ୍ବେ ଫିଲ୍ମ ଜଗତ ଏମିତି ନୁହେଁ ଯେ ଏହି ଭଳି ଚରିତ୍ରକୁ ନେଇ ଫିଲ୍ମ କରି ପାରିବେ । ଦୁହେଁ ଓ ଦୁହିଙ୍କ ପରିବାର ଯଦି ଆପସା ମିଳାମିଶା ନ କରିବେ ତେବେ ଦୁହିଙ୍କ ପାଇଁ ଖରାପ ହେବ ।

ତୃପ୍ତି ତାଙ୍କ ସ୍ତ୍ରୀ ସେ ଯାହା ଘଟଣା ଦେଖିଛନ୍ତି ସେହି କଥା କହୁଛନ୍ତି । ସେ ଖାଲି ରେ ଏମିତି କହିବ ନାହିଁ ସେ ଜଣେ ଶିକ୍ଷାବିତ ନାରୀ ତାଙ୍କ କଥାର ଗୋଟିଏ ମୂଲ୍ୟ ଅଛି।ଅନେକ ଛାତ୍ର ଛାତ୍ରୀ ତିଆରି କରୁଥିବା ଜଣେ ଶିକ୍ଷକ ଏହି ଭଳି ଭୁଲ କଥା କାହିଁକି କହିବ , ସେ କଣ ତାଙ୍କ ସ୍ୱାମୀଙ୍କୁ ଜାଣି ନାହାନ୍ତି।


ସେ ପା ତାଙ୍କ ପରିବାର ଭିତ ରେ ଅଛି , ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତର ଜଣେ ଭଲ କଳାକାର । ତାର ମିଛ ସତ ନାହିଁ ସେ ସିଧା ସଳଖ କହିବା ଲୋକ। ଓଡ଼ିଆ ସିନେମା ଜଗତରେ ଉତ୍ତମ ମହାନ୍ତି ଜଣେ ଭଲ ପ୍ରଭାବଶାଳୀ ଅଭିନେତା । ତେଣୁ ବାବୁଶାନ ନିଜକୁ ନିଜେ ସୁଧାରି ନିଅନ୍ତୁ।

ଓଡିଆ ସିନେମା ଜଗତରେଆଗକୁ ବଢ଼ିବାକୁ ହେଲେ ସାଧାରଣ ଲୋକଙ୍କ ଆଗରେ ନିଜ ଭୁଲ ସ୍ୱୀକାର କରି ଏହାକୁ ଠିକ କରି ଆଗକୁ ବଢିବାର ଅଛି।ବର୍ତ୍ତମାନ ଯାହା ପରିସ୍ଥିତି ହେଲାଣି ଗୋଟିଏ ପରେ ଗୋଟେ ଯଦି ଏମିତି ଅଡିଓ ଭିଡ଼ିଓ ଭାଇରାଲ ହୁଏ ।

ତାହେଲେ ଉଭୟଙ୍କ ଅସଲ ମୁଖା ଖୋଲିଯିବ । ଆମେ ଯେଉଁ ଭଳି ଓଡ଼ିଆ ସିନେମାକୁ ଦେଖୁଛେ କହିବାକୁ ଗଲେ ଏହି ସବୁ ଜିନିଷ ବେଶି ଦିନ ଆଗେଇବା କଥା ନୁହେଁ । ନିଜେ ଏହାର ଗୋଟିଏ ସମାଧାନ ବାହାର କରି ନ ରହିବା ଏହି ସବୁ ଜିନିଷ ଆଗକୁ ବଢିବ । ଆଉ ଓଡ଼ିଆ ସିନେମା ଜଗତ ବହୁତ କ୍ଷତିଗ୍ରସ୍ତ ହେବ ଓ ବାବୁସାନ୍ ବି ବହୁତ କ୍ଷତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।