Exclusive : ସତ ଆସିଲା ସାମ୍ନାକୁ ! cc tv ଖୋଲିଲା ଗୁମର,ଚେନ୍ନାଇ ହୋଟେଲର ଗୋଟିଏ ରୁମରୁ ବାହାରୁଛନ୍ତି ବାବୁସାନ, ପ୍ରକୃତି ଓ ପ୍ରକୃତିଙ୍କ ମା’ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଏବେ ଯୁଆଡେ ଦେଖିବ କେବଳ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଚର୍ଚ୍ଚା କାରଣ ଆଜି ସକାଳେ ରୋଡ଼ ଉପରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଓ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବାବୁସାନ ଓ ତୃପ୍ତି ଙ୍କର ଯୋଡ଼ି କୁ ଦର୍ଶକ କେତେ ମାତ୍ରା ରେ ଯେ ଭଲ ପାଆନ୍ତି | କିନ୍ତୁ ବାବୁସାନ ଏବେ ଏମିତି ଘଟଣା ଘଟଇଲେ ଯାହା ଖୁବ ନିନ୍ଦନୀୟ ଅଟେ ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ କେହି ତାଙ୍କ ଠାରୁ ଏମିତି ଆଶା କରି ନଥିଲେ |

ଅଭିନେତା ବାବୁସାନ ମହାନ୍ତି ସମସ୍ତ ଙ୍କ ହୃଦୟ ରେ ରାଜ କରି ଥାଆନ୍ତୁ, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହାକୁ ନେଇ ଏବେ ପ୍ରାୟ ଜଣ ନିନ୍ଦା କରିବା ଆରମ୍ଭ କରି ଦେଲେଣି | ଆଜି ସକାଳ ସମୟରେ ଭୁବନେଶ୍ୱର ର ସହିଦ ନଗର ଠାରେ ବାବୁସାନ ଓ ଚର୍ଚ୍ଚିତ ଚେହେରା ପ୍ରକୃତି ଙ୍କର ପ୍ରେମ ଧରା ପଡ଼ିଛି | ଆଜି ସକାଳେ ସେଠାରେ ଯିବା ଆସିବା କରୁଥିବା ଲୋକ ମାନେ ହିଁ ଏହି ଦୃଶ୍ୟ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

 ବର୍ତମାନ ସମୟ ରେ ଏଭଳି ଏକ ଘଟଣା ର ଫୁଟେଜ ଆସିଛି ସାମ୍ନାକୁ ଯାହା ଜାଣିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ,ଯେଉଁଠି ରହୁଛନ୍ତି ବାବୁସାନ ସେଇଠି ରହୁଛନ୍ତି ନିଜେ ପ୍ରକୃତି ମିଶ୍ର,ଦୁଇଜଣ ଗୋଟିଏ ରୁମ ରେ ଏବେ ମଧ୍ୟ ରହୁଛନ୍ତି ଯାହାର ପ୍ରଥମଥର ପାଇଁ ଫୁଟେଜ ଆସିଛି ସାମ୍ନା କୁ,ଯାହା ଦେଖିଲେ ଆପଣ ନିଜ ଆଖି କୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ଦୁଇଜଣ ଏତେ ଘଟଣା ପରେ ମଧ୍ୟ ଏକାଠି ରହୁଛନ୍ତି ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେନି

ତେବେ ସବୁଠାରୁ ବଡ କଥା ଏହା ଯେ ପ୍ରକୃତି ଙ୍କ ବାପା ମା ମଧ୍ୟ ଏହି ସବୁ କଥା କୁ ଜଙ୍କିଛନ୍ତି ଓ ସେହି ଗୋଟିଏ ଜାଗାରେ ସେ ନିଜ ଝିଅ ସହିତ ଦେଖା କରିବା ସହ ବାବୁସାନ ସହିତ ମଧ୍ୟ ମିଶିଛନ୍ତି ଯାହାକି ସିସିଟିଭି ରେ ସମ୍ପୂର୍ଣ ଭାବେ କାଏଡ଼ ହେଇଚି ଓ ଦୁଇଜଣ ଯେଉଁଭଳି ଡ୍ରାମା କରୁଥିଲେ ଦୁଇଦିନ ହେବ ତାହା ସ୍ପଷ୍ଟ ଭାବେ ଧାରା ପଡିଛି

ତେବେ ବର୍ତମାନ ଆଉ କୌଣସି ପ୍ରକାର ଚାଲାକି କରିପାରିବେ ନାହିଁ ଏ ଦୁଇଜଣ କିମ୍ବା ପ୍ରକୃତି ଙ୍କ ବାପା ମା,ବାବୁସାନ ଙ୍କୁ ଜ୍ୱାଇଁ କରିବା ପାଇଁ ଏକ ପ୍ରକାର ମନ ସ୍ତ୍ରୀର ବୋଧେ କରିଛନ୍ତି ପ୍ରକୃତି ଙ୍କ ବାପା ମା ଯେଭଳି ଭାଷଣ ମିଡ଼ିଆ ଆଗରେ ଦେଉଥିଲେ ଏବେ ହୁଏତ ଆଉ ବାହାରକୁ ଆସି ପାରିବେ ନାହିଁ ଏହି ଘଟଣା ପରେ!

ବାବୁରେ ତୁ ଏତେ ସ୍ୱାର୍ଥପର କେମିତି ହେଇ ପାରିଲୁ।ତୁ ତ ଆଗରୁ ଏମିତି ନଥିଲୁ ନା,ତୁ ତ ମୋର ଶୁଣ ପୁଅ ଥିଲୁ।ମୁଁ ଯାହା କହୁଥିଲି ସେୟା କରୁଥିଲୁ।ହେଲେ ହଠାତ୍ ତୋର କାନ ହେଲା ତୁ କାହିଁକି ଏମିତି ବଦଳି ଗଲୁ?କଣ ମୋ ଭଲ ପାଇବାର କିଛି କମି ରହିଗଲା,ନା ତୋ ବାପାଙ୍କ ସ୍ନେହ ସରଦ୍ଧାରେ କିଛି କମି ରହିଲା?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।