OMG ! ହଠାତ ଜଙ୍ଗଲରେ ବାଘ ଓ କୁନି ପୁଅର ଲଢ଼େଇଦେଖିଲେ ଛାତିଥରି ଉଠିବ ! ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..

ଆଜି ଏକ ସାଉଥ ଫିଲ୍ମ ଭାଇରାଲ ହୋଇଛି । ତେବେ ଫିଲ୍ମ ଟି ଏତେ ସୁନ୍ଦର ହୋଇଛି ଯେ ଆପଣ ଥରେ ଦେଖିଲେ ଦୁଇ ଥର ଦେଖିବା ପାଇଁ ଇଚ୍ଛା କରିବେ । ତେବେ ଫିଲ୍ମ ଟିରେ ମଧ୍ୟ ବହୁତ କିଛି କଥା ଆପଣ ମାନେ ଶିଖିବା ପାଇଁ ପାଇବେ ।

ଏହି ଫିଲ୍ମ ରେ ଆପଣ ମାନେ ନିଜ ବୁଦ୍ଧି ବଳରେ କେମିତି ବଡ଼ ବଡ଼ ଲୋକ ମାନକୁ ହରାଇ ପାରିବେ ତାହା ଶିଖିବା ପାଇଁ ପାଇବେ । ଆଜି କାଲି ର ପିଲା ମାନେ ନିଜ ସ୍ବପ କୁ ଶାଖାର କରିବା ପାଇଁ ସବୁ କିଛି କରି ପାରୁ ଛନ୍ତି । ଠିକ ସ୍ୱପ୍ନ ସତ ହେବା ବେଳକୁ ଏମିତି କିଛି ବାଧା ଆସୁଛି ତାଙ୍କ ଜୀବନ ରେ ,

ଯାହା ଫୋଳରେ ତାଙ୍କ ସ୍ୱପ୍ନ କୁ ସେମାନେ ଶାଖାର କରି ପାରୁ ନାହାନ୍ତି । ମନ ବୋଳ ପୁରା ଭାଙ୍ଗି ଦେଉ ଛନ୍ତି । ତେବେ ଆଜି ଆପଣ ମାନେ ଏହି ଫିଲ୍ମ ରେ ନିଜ ଲକ୍ଷ କୁ କେମିତି ହାସଲ କରି ପାରିବେ ତାହା ଏହି ଫିଲ୍ମ ମାଧ୍ୟମ ରେ ଜାଣି ପାରିବେ । ତେବେ ଆସନ୍ତୁ ସେହି ଫିଲ୍ମ ବିଷୟ ରେ କିଛି ଜାଣିବା ।
ତେବେ ଫିଲ୍ମ ଟି ରେ ଦେଖିବା ପାଇଁ ମିଳି ଥିଲା । ଜଣେ ବାପ ତାର ଦୁଇ ପିଲା କୁ ନେଇ ଜଙ୍ଗଲ ଭିତର କୁ ଯାଇ ଥିଲା । ତେବେ ବଡ଼ ପିଲା ଟି ସାନ ପିଲା କୁ ଧରି ଥିଲା । ଆଉ ତିନି ଜଣ ଜଙ୍ଗଲ ମଝିରେ ଯାଇ ପହଁଚି ଥିଲେ । ସେଠାରେ ଏକ ବିଶାଳ ବାଘ ହାତ ରେ ସେମାନେ ପଡି ଥିଲେ ।

ଶେଷରେ ପିଲା ଟିର ବାପା କୁ ବାଘ ଟି ଖାଇ ଯାଇ ଥିଲା । ତେବେ ପିଲାଟି ସ୍ୱପ୍ନ ଦେଖିଲା ତା ବାପା କୁ ଯିଏ ମାରିଛି ସେ ତାକୁ ଛାଡିବ ନାହିଁ । ହୁଏତ ଆଉ କିଏ ପିଲା ହୋଇ ଥିଲେ ବାଘ ଖାଇ ଦେଵ ବୋଲି ଭାବି ବାଘ ପାଖକୁ ଯାଇ ନ ଥାନ୍ତା । କିନ୍ତୁ ଏ ପିଲା ସାହସ କରି ଜଙ୍ଗଲ ଭିତର କୁ ଗୋଲା ସେ ବାଘ କୁ ମାରିବା ପାଇଁ ।

ଆଉ ସେ ଜାଣି ଥିଲା ଯେ , ସେ ବାଘ କୁ ସେ ମାରି ଦେଵ । ତାର ସେ ମନ ବୋଳ ରହି ଥିଲା । ଶେଷରେ ସେ ବିଭିନ୍ନ ପ୍ରକାର ବୁଦ୍ଧି ପାଞ୍ଚି ସେ ବାଘ କୁ ମାରି ଥିଲା । ତେଣୁ ଜୀବନ ରେ ଯଦି ଆପଣ ମାନେ ଆଗକୁ ଯିବାକୁ ଚାଂହୁ ଛନ୍ତି

। ତାହାଲେ ଦୃଢ଼ ମନ ବଳ ରଖନ୍ତୁ । ଆପଣ କେବଳ ସେହି କାମ ଟିକୁ ସମ୍ପୂର୍ଣ କରିବେ ଆଉ ସଫୋଳ ପାଇବେ । କାହାରିକୁ ଡରନ୍ତୁ ନାହିଁ । ତେବେ ଏହା ଥିଲା ସେହି ଫିଲ୍ମ । ଯାହା ଏହି ଫିଲ୍ମ ସାରା ଭାରତ ର ଲୋକ ମାନେ ଫିଲ୍ମ ହଲ ରେ ଦେଖି ସାରି ଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।