ଓଃ..କି..ଡ୍ୟାନ୍ସ – “ମୋ ଲିରିଲି ସାବୁନୁ କିଏ ସେ ନେଲା” ଡାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବିନି ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଓଡ଼ିଶାରେ ଦିନେ ଚହଳ ସୃଷ୍ଟି କରିଥିଲା ଓଡ଼ିଆ ଆଲବମ୍ କ୍ୟାସେଟ୍ । ଓଡ଼ିଆ ଚଳଚ୍ଚିତ୍ରର ଗୀତ ଗୁଡ଼ିକୁ ଲୋକେ ଯେତିକି ପସନ୍ଦ କରୁଥିଲେ, ଆଲବମ୍ ଗୀତକୁ ମଧ୍ୟ ସେତିକି ପସନ୍ଦ କରାଯାଉଥିଲା, ତେଣୁ ଲୋକମାନଙ୍କ ମନକୁ ଛୁଁଇଲା ଭଳି ଗୀତ ମଧ୍ୟ ଲେଖୁଥିଲେ ଗୀତିକାର ।

କିନ୍ତୁ ପରେ ଧିରେ ଧିରେ ପ୍ରାୟ ଗତ ଦଶ,ପନ୍ଦର ବର୍ଷ ହେବ ଓଡ଼ିଆ ଆଲବମ ଗୀତର ଆଦୃତ କମିକମି ଆସିଛି । କହିବାକୁ ଗଲେ ମରିମିରି ଯାଉଥିବା ଓଡ଼ିଆ ଆଲବମ୍ ବଞ୍ଚିବା ପାଇଁ ସତେ ଯେମିତି ରାହା ଖୋଜୁଥିଲା । ଆଉ ଏବେ ସଞ୍ଜିବନା ସାଜି ଓଡ଼ିଆ ଆଲବମ୍ ଜଗତକୁ ନୂଆ ଜୀବନ ଓ ନୂଆ ପରିଚୟ ଦେଇଛି ‘ୟୁଟ୍ୟୁବ୍’ ।

 ଏବେ ପୁଣିଥରେ ଆଲବମ୍ ଗୀତର ଲୋକ ପ୍ରିୟତା ବଢ଼ାଇଛି ‘ୟୁଟ୍ୟୁବ୍’ । ଖାଲି ଲୋକପ୍ରିୟତା ନୁହେଁ ଅନେକ କଳାକାରଙ୍କ ପାଇଁ ଭଲ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି । ଯେହେତୁ ଏବେ ସୋସିଆଲ ମିଡିଆର ଯୁଗ ତେଣୁ, ୟୁଟ୍ୟୁବରେ ଓଡ଼ିଆ ଗୀତକୁ ଲୋକେ ଏବେ ଢେର ପସନ୍ଦ କରୁଛନ୍ତି ।

ଏଥିପାଇଁ ଗୀତିକାର, ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଏବଂ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି । ଏବେକାର ଓଡ଼ିଆ ଆଲବମ୍ ଗୀତ ଗୁଡ଼ିକ କେବଳ ୟୁଟ୍ୟୁବ ନୁହେଁ ସବୁ ସୋସିଆଲ ମିଡିଆ ରେ ଟ୍ରେଣ୍ଡ କରୁଛି ।


ଗତ କିଛି ବର୍ଷ ହେବ ଆଲବମ୍ ଜଗତ ନିଜର ଲୋକପ୍ରିୟତା ହରାଇବା ସହିତ, ଅନେକ କଳାକାର ନିଜର କ୍ୟାରିୟର ଓ ରୋଜଗାର ନେଇ ଚିନ୍ତିତ ଥିଲେ । ଧୀରେ ଧୀରେ ଆଲବମ୍ ଜଗତ ର ଲୋକ ପ୍ରିୟତା କମିବା ପରେ କେତକ ଆଲବମ୍ କୁଇନ୍ ଓ ଆଲବମ୍ ହିରୋ ମାନେ ମଧ୍ୟ ସବୁଦିନ ପାଇଁ ଅଭିନୟ ଜଗତକୁ ବାଏ ବାଏ କରିଦେଇଛନ୍ତି ।

ଜାଇଫୁଲ, ଗାଁ ମଝିରେ ଚାନ୍ଦିନି , ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ, ତୋତେ ମୋର ରାଣ ଦେଲି ଆଲୋ ବାଇ ଚଢ଼େଇ, ବାଟରେ ଚାଲୁ ଚାଲୁ ଚାଲୁ କେବେ କିଏ ଦେଖା ହୁଏ, ଷୋହଳ ଟି ଫଗୁଣ ଆସି ତୋତେ ଛୁଇଁ ଦେଲାପରେ, ନାଲି ସାଢ଼ି ପାନ୍ଧି ଯେବେ ଯାଉ!

ମତେ କଣେଇ କଣେଇ ଚାହୁଁ, ତୋ ଖାଲି ପାଦ ଚାଲି ମୋତେ ଭଲ ଲାଗୁନି, ତୁ ଦିନ ରେ ଖରେ ତୁ ରାତିରେ ତାରା ଇତ୍ୟଦି ଅନେକ ଅଛି ଯେହା ସେତେବେଳେ ହଇଚଇ ସୃଷ୍ଟି କରିଥିଲା ।ଓଡ଼ିଆ ଆଲବମ କୁ ନୁଆ ଜୀବନ ଦେବଲା ‘ୟୁଟ୍ୟୁବ୍’ ।

ୟୁଟ୍ୟୁବ୍ ରେ ଯିଏ କେହିବି ତାଙ୍କର ଭିଡ଼ିଓ ପୋଷ୍ଟ କରିପାରିବ ସେହି ପରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ନୂଆ ଆଲବମ୍ ଟି ” ମୋ ଲିରିଲ୍ ସାବୁନୁ କିଏ ସେ ନେଲା” । ଏହି ଆଲବମ୍ ଟି ୟୁଟ୍ୟୁବ୍ ରେ ହଇଚଇ ସୃଷ୍ଟି କରିଛି ।ଗୀତ ଟି କୁ ଖୁବ୍ ସୁନ୍ଦର ଭାବରେ ଗାଇଥିଲେ ଦିଲ୍ଲୀପ କୁମାର ଓ ମ୍ୟୁଜିକ ଦେଇଥିଲେ ଚନ୍ଦନ ସାହୁ ଅଭିନୟ କରିଛନ୍ତି ଦୀପା, ସୀମା , ବାପି ଓ ମୁନା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।