Exclusive video -ସୁନ୍ଦରୀ ଶାଳୀକୁ ଭୁଲି ପାରୁନଥିଲା ରସିକିଆ ଭିଣୋଇ ,ରାତିରେ କରୁଥିଲା ନ୍ୟୂଡ଼ କଲ,ଧରା ପଡିଗଲା ସ୍ୱାମୀ ଆଗରେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବିବାହର ଗୋଟିଏ ଦିନ ପରେ ସ୍ବାମୀଙ୍କୁ ମାଡ ମାରି ନବ ବିବାହିତା ସ୍ତ୍ରୀର ଫେରାର ହୋଇଯିବା ଘଟଣା ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ପର ଦିନ ମନ୍ଦିରକୁ ଡାକି ନେଇ ସ୍ବାମୀଙ୍କୁ ପରିବାର ଲୋକଙ୍କ ଦ୍ଵାରା ମାଡ ମାରିଥିଲେ ସ୍ତ୍ରୀ। ଏହା ପରେ ନିଜେ ଫେରାର ହୋଇ ଯାଇଥିଲେ ସେଠାରୁ ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ନବ ବିବାହିତା ସ୍ତ୍ରୀର ଏଭଳି ମାଡ ମାରି ସୁନା ଅଳଙ୍କାର ଏବଂ ଟଙ୍କା ପଇସା ଧରି ଫେରାର ହୋଇଯିବା ଘଟଣାର ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ।

ବିବାହ ପରେ ବର କନ୍ୟା ଉଭୟ ଗୋଟିଏ ରୁମରେ ଶୋଇଥିଲେ। ସ୍ବାମୀ ଶୋଇ ଯାଇଥିଲେ। କିନ୍ତୁ ସ୍ତ୍ରୀ ମାତିଗଲେ ଭିଡିଓ କଲରେ। ତେବେ ଖାଲି ଭିଡିଓ କଲ ନୁହେଁ ନ୍ୟୁଡ ଭିଡିଓ କଲ। ଆଉ ଅନଲାଇନରେ ରହିଥିଲେ ନବ ବିବାହିତା ସ୍ତ୍ରୀର ରସିକିଆ ଭିଣୋଇ। ଯିଏକି ଶାଳୀର ଖୋଲା ଦେହର ମଜା ନେଉଥିଲେ।

ଠିକ୍ ଏତିକି ବେଳେ ଭାଙ୍ଗି ଯାଇଥିଲା ସ୍ୱାମୀଙ୍କ ନିଦ। ହଠାତ୍ ସ୍ବାମୀ ସ୍ତ୍ରୀଙ୍କ ଏପରି ରୂପ ଦେଖି ଛାନିଆ ହୋଇ ପଡ଼ିଥିଲେ ଖୁବ୍ ଜୋର୍ ରାଗି ମଧ୍ୟ ଯାଇଥିଲେ। ଏହା ପରେ ସ୍ତ୍ରୀକୁ ଏ ବିଷୟରେ ପଚାରି ଥିଲେ। କିନ୍ତୁ ସ୍ତ୍ରୀ ସ୍ବାମୀଙ୍କୁ ଭୁଲ ମାଗି ଏମିତି ଭୁଲ ଆଉ କେବେ ହେବନି ବୋଲି କହିଥିଲେ। ଦୁହେଁ ଆଲୋଚନା କରି କଥାଟିକୁ ସେଇଟି ଶେଷ କରି ଦେଇଥିଲେ।

କିନ୍ତୁ ସ୍ତ୍ରୀତ ଭୁଲ ମାଗି ଦେଇଥିଲା କିନ୍ତୁ ତା ମନରୁ ଯାଇନଥିଲା ରାଗ। ସ୍ବାମୀଙ୍କୁ ମାଡ ମାରିବା ସବୁ ପ୍ରକାର ପ୍ଲାନ୍ କରିଥିଲା ସ୍ତ୍ରୀ। ଏହା ପରେ ସକାଳୁ ଉଠି ସ୍ବାମୀଙ୍କୁ ମନ୍ଦିର ଯିବା ବାହାନାରେ ଘରୁ ନେଇ ଯାଇଥିଲେ ସ୍ତ୍ରୀ। ଉଭୟ ସ୍ବାମୀ ସ୍ତ୍ରୀ ଯାଇ ପହଁଚି ଥିଲେ ଲିଙ୍ଗରାଜ ମନ୍ଦିରରେ।

ସେଠାରେ ସ୍ତ୍ରୀର ପୁରା ପରିବାର ଲୋକେ ମଧ୍ୟ ରହିଥିଲେ। ତା ପରେ ଆରମ୍ଭ ହୋଇଥିଲା ସ୍ୱାମୀଙ୍କ ଉପରେ ମାଡ ବର୍ଷା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାପାରେ ସ୍ତ୍ରୀ ହୋଇଯାଇଥିଲେ ଫେରାର।

ତେବେ ବର୍ତ୍ତମାନ ସମୟରେ ଏକ ଅଡିଓ ସାମ୍ନାକୁ ଆସିଛି କେଉଁଥିରେ କଥା ହେଉଛନ୍ତି ଝିଅ ମା ଝିଅର ରସିକିୟା ଭିଣୋଇ ଏବଂ ପୁଅର ଭାଇ। ଏମାନେ କଲରେ କଥା ହେଉଥିବା ସମୟର ଏକ ଅଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଝିଅର ମା କହୁଛନ୍ତି ବୁଝାମଣା କରିନେବା ପାଇଁ।

ପୁଅର ଭାଇକୁ ଏକଥା ମଧ୍ୟ କହୁଛନ୍ତି ତମର ବି ଗୋଟିଏ ଝିଅ ଅଛି ମୋ ଝିଅ ସହିତ ଏମିତି କରନି କେମିତି କଣ କରି ଟିକିଏ ବୁଝାମଣା କରିଦିଅ। ଆଉ ନ୍ୟୁଡ଼ ଭିଡିଓ କଲର ମଜା ନେଉଥିବା ରସିକିୟା ଭିଣୋଇ କହୁଛନ୍ତି ଭାଇ ଯାହା କର ମୋ ନାଁରେ କେଶ କରନି ମୋ ଦାନା ପାଣି ବନ୍ଦ ହୋଇଯିବ ମୁଁ ଭାସି ଯିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।