Viral Video : ଜନ୍ମରୁ ଭିନ୍ନକ୍ଷମ ଖୁଶବୁ, ହେଲେ ହାତରେ ଅଛି ଯାଦୁ..ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ ! ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ବନ୍ଧୁଗଣ ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ଅନେକ ଘଟଣାର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ତେଣୁ ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ।
ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏଠାରେ ଜଣେ କୁନି ବାଳକର ଏକ ଜବରଦସ୍ତ ଡାନ୍ସ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି।
ଯାହାକୁ ଦେଖି ଆପଣ ଖୁସି ହେବେ। କାରଣ ଏହା ହେଉଛି ପିଲାଟିର ପ୍ରକୃତ ନାଚ।ସେ ଯେମିତି ପାରୁଛି ସେହିଭଳି ନାଚ ଏଠାରେ ଦେଖାଉଛି।ଏହି ଭିଡିଓ କୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।
ତେବେ ଏହି ଭିଡିଓ ରେ ଯେଉଁ ପିଲାଟି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ।
ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।
ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯକଲାପ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।
ସେହିପରି ଏଠାରେ ପିଲାଟି ଯେଉଁଭଳି ନାଚୁଚି ଯେଉଁଭଳି ଷ୍ଟେପ ପକାଇ ନାଚ କରୁଛି ତାହା ଟିକେ ହଟକେ ଲାଗୁଛି।ଆଉ ଏହାକୁ ଦେଖି ଲୋକେ ଟଙ୍କା ବି ଦେଉଛନ୍ତି। ଜଣେ ବ୍ୟକ୍ତି ବସି ବାଜା ବଜାଇ ଗୀତ ଗାଉଛନ୍ତି ଏବଂ ପିଲାଟି ଏହାକୁ ଶୁଣି ନାଚୁଚି।ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ପିଲାଟି ପାଖରେ ଦେଖିବାକୁ ମିଳୁଛି।
ଅନେକ ଲୋକ ସେଠାରେ ଛିଡା ହୋଇ ପିଲାଟିର ଏହି ନାଚକୁ ଉତ୍ସାହର ସହିତ ଦେଖୁଛନ୍ତି।ଏହି ଭିଡିଓକୁ ଦେଖି ଅନେକ ପିଲାଟିର ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି। ଏବେ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଲୋକ ଏହି ଭିଡିଓ କୁ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।