viral video – ମୋ ପାଇଁ ଟୁଙ୍ଗୁରୁ ଆଲବମ ରେ ଝିଅ ଧରି ରୋମାନ୍ସ କରୁଛି ! ମୁଁ ଏସବୁ ଦେଖି ପାରିବିନି ମରିଯିବି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଟୁଙ୍ଗୁରୁ ଭୋଳ କେବଳ ବର୍ଷା ପାଇଁ ଷ୍ଟାର ବନିଛି। ବର୍ଷା ବିନା ଟୁଙ୍ଗୁରୁ ଭୋଳ କିଛି ବି ନୁହେଁ। ଟୁଙ୍ଗୁରୁ ତା ବର୍ଷାକୁ ଛାଡ଼ି ବଞ୍ଚି ପାରିବନି। ଆଜି ଟୁଙ୍ଗୁରୁ ଯେଉଁ ଜାଗାରେ ପହଁଚି ପାରିଛନ୍ତି ତାହା କେବଳ ବର୍ଷା ପାଇଁ ସମ୍ଭବ ହୋଇ ପାରିଛି।

ଟୁଙ୍ଗୁରୁ ଯେତେ ସମୟ ସୁଟିଂରେ ରହିଛନ୍ତି ସେତେବେଳେ ମଧ୍ୟ ବର୍ଷାଙ୍କ ସହ ଫୋନ ଲାଇନରେ ରହିଥିଲେ ବର୍ଷା। ତେବେ ତାଙ୍କ ବର୍ଷା ତାଙ୍କ ପ୍ରେମିକଙ୍କ ଆଲବମ ଗୀତ ପାଇଁ ବେଶ୍ ଖୁସି ଅଛନ୍ତି ଏମିତି କି ଟୁଙ୍ଗୁରୁ ସୁଟିଂରୁ ଆସିବା ପରେ ପ୍ରଥମେ ବର୍ଷାଙ୍କୁ ମିଠା ଖୁଆଇ ଥିଲେ। ଆଉ କହିଥିଲେ ମୁଁ ଆଜି ମୋ ବର୍ଷା ପାଇଁ ଷ୍ଟାର ହୋଇ ପାରିଛି।

ତେବେ ବର୍ଷା କହିଛନ୍ତି ଟୁଙ୍ଗୁରୁଙ୍କ ସହିତ ମୋର ଏବେ ବି ସମ୍ପର୍କ ଅଛି। ଆଗରୁ ଯେମିତି ଥିଲା ଠିକ୍ ସେମିତି ହିଁ ସମ୍ପର୍କ ରହିଛି। ତାଙ୍କର ମୋର୍ ସେମିତି କିଛିବି ଝଗଡ଼ା ହୋଇନାହିଁ। ସେ ତାଙ୍କ ବାପା ମାଙ୍କ କଥାରେ ପଡ଼ି ଏଭଳି କରୁଛନ୍ତି। ଟୁଙ୍ଗୁରୁ କେବଳ ବର୍ଷାର ଆଉ ବର୍ଷା କେବଳ ଟୁଙ୍ଗୁରୁର। ବର୍ଷା ବିନା ଟୁଙ୍ଗୁରୁ କେବେ ବଞ୍ଚି ପାରିବେ ନାହିଁ।

ତେବେ ଟୁଙ୍ଗୁରୁ ଯଦି ବର୍ଷାଙ୍କ ନାରେ ମିଛ କହିଛନ୍ତି ସେ ତାଙ୍କ ବାପା ମାଙ୍କ ପ୍ରେସର୍ ରେ ଆସି କହିଛନ୍ତି। ଆଉ ବର୍ଷା କହିଛନ୍ତି ଟୁଙ୍ଗୁରୁଙ୍କ ବାପା ମା ମତେ କହୁଛନ୍ତି ତୁ କାହିଁକି ବାରମ୍ବାର କ୍ୟାମେରା ସାମ୍ନାକୁ ଯାଉଛୁ। ମୋ ପୁଅତ ତତେ ନେବା ପାଇଁ ରାଜି ଅଛି ତୁ କାହିଁକି କ୍ୟାମେରା ସାମ୍ନାକୁ ଯାଉଛୁ।
ତୁ କ୍ୟାମେରା ସାମ୍ନାକୁ ଯାଆନା। ଯେହେତୁ ତୁ ଆମ ଘରର ବୋହୂ ହେବୁ ତୁ କ୍ୟାମେରା ସାମ୍ନାକୁ ଯାଆନା। ଏମିତିକି ଟୁଙ୍ଗୁରୁଙ୍କ ବାପା ମା ଭାଇ ଭଉଣୀ ସବୁ ବର୍ଷାଙ୍କୁ ମାରି ଦେବାର ଧମକ ଦେଉଛନ୍ତି।
ରାଜଧାନୀରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ଟୁଙ୍ଗୁରୁ ନାମକ ଜଣେ ଅଟୋ ଡ୍ରାଇଭର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ।

ଆଉ ଭରତପୁର ଥାନା ବାହାରେ ହତାରେ ଶଙ୍ଖା ସିନ୍ଦୁର ଫୁଲ ମାଳ ଓ ଗୋଲାପ ଫୁଲ ଧରି ନିଜ ପ୍ରେମିକକୁ ବିବାହ କରିବାକୁ ଜିଦ ଧରି ବସିଥିଲେ।ଏହାପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ପ୍ରେମିକ ଟୁଙ୍ଗୁରୁ ଏବଂ କହିଥିଲେ ବର୍ଷାଙ୍କ ସହ ତାଙ୍କର ସେମିତି କିଛି ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍‍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ।

କିନ୍ତୁ ଏସବୁ ପରେ ସୋମବାର ଯେତେବେଳେ ଟୁଙ୍ଗୁରୁ ଓ ବର୍ଷାଙ୍କ ଫୋନରେ କଥା ହେଉଥିବା ସମୟର ଅଡିଓ ସାମ୍ନାକୁ ଆସିଥିଲା ଧରା ପଡ଼ି ଯାଇଥିଲା ଟୁଙ୍ଗୁରୁର ସବୁ ମିଛ। ଆଉ ବର୍ଷାଙ୍କ ଅଭିଯୋଗ ସତ ବୋଲି ଜଣା ପଡିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।