Vastu Tips : ( ଗରିବ ) ହେବାର ମୁଖ୍ୟ କାରଣ ଏହି ୩ଟି ଭୁଲ୍ | ଭୟଙ୍କର ଦରିଦ୍ରତା ଆସିବ |

ଜ୍ୟୋତିଷ ଅନୁସାରେ ଯେବେ ଦରିଦ୍ରତା ବଢିବାର ସମ୍ଭାବନା ହୋଇଥାଏ ତ ଘରେ ଛୋଟ ଛୋଟ ଘଟଣା ଇସାରା କରିଥାଏ। ଛୋଟ ଛୋଟ ଘଟଣାରେ କେତେ ସଙ୍କେତ ଲୁଚି ରହିଥାଏ ଏହି ସଙ୍କେତ କୁ ଯଦି ବୁଝି ନିଆଯାଏ ତ ଆପଣ ମାନେ ଜାଣି ପାରିବେ ଯେ ଭବିଶ୍ୱତ ରେ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟା ରୁ ମଧ୍ୟ ବଞ୍ଚି ପାରିବା । ତେବେ ଆପଣ ଙ୍କୁ ଆପଣ ମାନେ ଜାଣିବେ ଯେ , ଗରିବି ଆସିବାର କଣ କଣ ସଙ୍କେତ ମିଳିଥାଏ ସେଥି ପାଇଁ ଆପଣ ଶେଷ ପର୍ଯ୍ୟନ୍ତ ଦେଜନ୍ତୁ ଏହି ଭିଡ଼ିଓ କୁ ଯେମିତିକି ଆପଣ ମାନେ କଦାପି ଏହି ଭୁଲ କରିବେନି ।

ଯଦି ଘରେ କିଛିବି ସମସ୍ୟା ଆସିବାକୁ ଥାଏ ତ ତାହାର ପ୍ରଭାବ ସବୁଠୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ ଏବଂ ତୁଳସୀ ଗଛ ସୁଖିଜାଇ ଥାଏ ଯାହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଙ୍କେତ ମିଳିଥାଏ ।

ଯଦି ଆପଣ ଙ୍କ ଘରେ ଲାଗିଥିବା ବୃକ୍ଷ ଲତାର ପତ୍ର ସୁଖି ଯାଏ ତ ତାକୁ ତୁରନ୍ତ କାଟି ଦିଅନ୍ତୁ , ଘରେ ଲାଗିଥିବା ବୃକ୍ଷ ଲତା ସର୍ବଦା ହରା ଭରା ରହିବା ଦରକାର , ଘରେ ବୃକ୍ଷ ଲତାର ପତ୍ର ନ ସୁଖିବା ଉଚିତ୍ ଏହା ଦ୍ୱାରା ବୁଧ ଗ୍ରହ ଖରାପ ହୋଇଥାଏ ଏହା ଦ୍ୱାରା ଆପଣଙ୍କ ଉପରେ କରଜ ବଢିଥାଏ ।

ବୃକ୍ଷ ଲତା କୁ ସବୁ ଦିନ ପାଣି ଦିଅନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ କିନ୍ତୁ ସୁଖିବାକୁ ଦିଅନ୍ତୁ ନାହିଁ , ଘରେ ଝାଡୁ ଲକ୍ଷ୍ମୀଙ୍କ ପ୍ରତିକ ହୋଇଥାଏ କାହିକି ନା ଝାଡୁ ଦରିଦ୍ରତାକୁ ଘରୁ ବାହାର କରିଦେଇ ଥାଏ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଦନ ଦଉଲତ ଆସିଥାଏ , ଝାଡୁ ଉପରେ ଗୋଡ ରଖିବା କିମ୍ବା ଝାଡୁରେ ଗୋଡ ନବଜାଇବା ଉଚିତ୍ ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କର ଅପମାନ ହୋଇଥାଏ । ଘରେ କୌଣସି ଛୋଟ ପିଲା ଯଦି ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତ ତାହାକୁ ଘରକୁ କୌଣସି ଅତିତି ଆସିବାର ସଙ୍କେତ ମାନଯାଏ ।

ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ନଲଗାଇବା ଉଚିତ୍ କାହିକି ନା ଏହା ବ୍ୟକ୍ତିର ଦୃଭାଗ୍ୟକୁ ଆମନ୍ତିଣ କରିଥାଏ , ଝାଡୁକୁ ଠିଆ କରି କେବେ ବି ରଖନ୍ତୁ ନାହିଁ ଝାଡୁକୁ ସର୍ବଦା ଶୋଆଇକି ରଖିବା ଉଚିତ୍ , ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କଳହ ବଢିଥାଏ ଏବଂ ଘରେ ଦରିଦ୍ରତା ଏବଂ ଗରିବି ର ବାସ ହୋଇଥାଏ ।

ଏବଂ ଘରେ ଦରିଦ୍ରତା ଏବଂ ଗରିବିର ବାସ ହୋଇଥାଏ। ଅନ୍ଧାର ହେବା ପରେ ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଥାଏ ସେହି ଘରେ ଖରାପ ସମୟ ଆସେ। ଆଉ ଅଚାନକ ଖର୍ଚ୍ଚ ବଢେ। ଘର ଲୋକ ବିମାରୀରେ ପଡ଼ିଥାନ୍ତି।

କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡିବା ଅଶୁଭ ସଂକେତ ଦେଇଥାଏ। ଯଦି ଘରେ କ୍ଷୀର ଉତୁରି ତଳେ ପଡିଥାଏ ତାହେଲେ ଘରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।