Exclusive Video : ଆଜିର ଅନୁସନ୍ଧାନମୁଳକ ନାଟକ ‘ପର ଘଇତା ପ୍ରେମରେ ମୁଁ ଉବୁଟୁବୁ”: ରାଣୀ ପଣ୍ଡା କହିଲେ ଏମିତି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ରାନି ପଣ୍ଡା ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ପ୍ରେମ ବିଷୟ ରେ କହିଛନ୍ତି ଏ ସବୁ ଆମ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ କଳଙ୍କ ଏଭଳି ବ୍ଯବହାର କରି ବାବୁସାନ ବଡ ଭୁଲ କରିଛନ୍ତି ଆଉ ମଧ୍ଯ୍ଯ କହିଛନ୍ତି ଏମାନେ ସିନେମା ଆକ୍ଟରସ୍ ହୋଇ ଏମିତି କରିବା ଠିକ୍ ନୁେହଁ। ଯାହା ପାଇଁ ଆମ ଓଡ଼ିଆ ସିନେମା କଳାକାର ଏବଂ କଳାକାର ଜଗତ ଅପମାନ ହେଉଛି!

ଗୋଟିଏ ଥିଲା ମନ୍ମଥ ମିଶ୍ର ଙ୍କର ତୃପ୍ତି ବିରୋଧ ରେ ଏବଂ ତୃପ୍ତି ଙ୍କର ମନ୍ମଥ ମିଶ୍ର ଙ୍କର ଝିଅ ଅର୍ଥାତ ପ୍ରକୃତି ମିଶ୍ର ଙ୍କ ବିରୋଧ ରେ | ତୃପ୍ତି ଙ୍କୁ ଦେଖା କରିବା ପାଇଁ ଅପରାଜିତା ତୃପ୍ତି ଙ୍କ ଘରେ ଆସି ପହଞ୍ଚି ଥିଲେ ଆଉ ଏହାପରେ ଉଭୟ ଖାରବେଳ ନଗର ଥାନା କୁ ଯାଇ ଥିଲେ | ଆଉ ଖାରବେଳ ନଗର ଥାନାରେ ସେମାନେ ମାମଲା ରୁଜୁ କରି ଥିଲେ ଆଉ ଯାହା ପରିଣାମ ସୁରୂପ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ଙ୍କୁ ପୋଲିସ ପଚରା ଉଚରା କରିବ |

ତେବେ ଦୁଇ ଦୁଇଟି ମାମଲା ଏବେ ଖରାବେଳେ ନଗର ଥାନାରେ ରହିଛି ଆଉ ଏହି ଦୁଇଟି ଅଭିଯୋଗ ହେଉଛି ହାଇ ପ୍ରଫାଇଲ | ଗୋଟିଏ ହେଉଛି ପ୍ରକୃତି ମିଶ୍ର ଙ୍କ ବିରୋଧ ରେ ଆଉ ଗୋଟିଏ ହେଉଛି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଙ୍କ ବିରୋଧ ରେ |

ତେବେ ବାବୁସାନ ଙ୍କ ସ୍ତ୍ରୀ ଅର୍ଥାତ ତୃପ୍ତି ଙ୍କ ସହିତ ଠିଆ ହୋଇଛନ୍ତି ଅପରାଜିତା ଆଉ ଅନ୍ୟ ପଟେ ପ୍ରକୃତି ଙ୍କ ସହ ଠିଆ ହୋଇଛନ୍ତି ତାଙ୍କ ସେକିବ୍ରେଟି ବାପା ମନ୍ମଥ ମିଶ୍ର | ଦେଖିବାକୁ ବାକି ରହିଲା ପୋଲିସ କିଭଳି ଭାବେ ଏହି ମ୍ୟାଟର ଟିକୁ ହ୍ୟାଣ୍ଡେଲ କରୁଛି ଆଉ ତୃପ୍ତି ଙ୍କ ବିରୋଧ ରେ ଏବଂ ପ୍ରକୃତି ଙ୍କ ବିରୋଧ ରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି |

ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଧେଶ ଅନୁଯାଇ ଗୋଟିଏ କଥା ତ ସ୍ପଷ୍ଟ ଯେ ପରକୀୟା ପ୍ରୀତି ଗୋଟିଏ କ୍ରାଇମ ନୁହେଁ | ତେବେ ଦେଖିବାକୁ ବାକି ରହିଲା ତୃପ୍ତି ଙ୍କ ପାରିବାରିକ ଜୀବନ କୁ ନର୍କ କରି ଦେଇ ଥିବା ଭଳି ପ୍ରକୃତି ଙ୍କ ବିରୋଧ ରେ ପୋଲିସ କଣ କାର୍ଯ୍ୟନୁଷ୍ଠାନ ନେଉଛି |

ବର୍ତ୍ତମାନ ସମୟରେ ବାବୁସାନ ଓ ପ୍ରକୃତି ଙ୍କର ଫ୍ୟାନ ସୋସିଆଲ ମିଡ଼ିଆ ରେ ନିନ୍ଦା କରିବା ଆରମ୍ଭ କରି ଦେଇଛନ୍ତି | ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଘଟଣା ଏବେ ବାରମ୍ବାର ଘଟୁଛି ଯାହାକି ସମାଜ ପ୍ରତି ଆଦୌ ଗ୍ରହଣୀୟ ନୁହେଁ | ତେବେ ସେ ଯାହା ବି ହେଉ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ସୃଷ୍ଟି କରିଛି |

ରାନି ପଣ୍ଡା ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ପ୍ରେମ ବିଷୟ ରେ କହିଛନ୍ତି ଏ ସବୁ ଆମ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ କଳଙ୍କ ଏଭଳି ବ୍ଯବହାର କରି ବାବୁସାନ ବଡ ଭୁଲ କରିଛନ୍ତି ଆଉ ମଧ୍ଯ୍ଯ କହିଛନ୍ତି ଏମାନେ ସିନେମା ଆକ୍ଟରସ୍ ହୋଇ ଏମିତି କରିବା ଠିକ୍ ନୁେହଁ। ଯାହା ପାଇଁ ଆମ ଓଡ଼ିଆ ସିନେମା କଳାକାର ଏବଂ କଳାକାର ଜଗତ ଅପମାନ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।