Exclusive Video – i love you ଧନ,ମୁଁ ମନା କରୁଥିଲି ବର୍ଷା ମତେ ଟାଣିନେଲା ଆଉ କହିଲା ସମ୍ପର୍କ ରଖିବା ପାଇଁ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ….

ରାଜଧାନୀରେ ଚାଞ୍ଚଲ୍ୟ। ବିବାହିତ ମହିଳାଙ୍କ ପ୍ରେମିକଙ୍କୁ ବିବାହ କରିବା ଜିଦକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ସ୍ବାମୀ ଓ ପିଲାଙ୍କୁ ଛାଡି ପ୍ରେମିକ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ବର୍ଷା ଭୋଳ ନାମକ ଜଣେ ମହିଳା।

ବର୍ଷା ଭୋଳଙ୍କ କହିବା ମୁତାବକ ଦୀର୍ଘ ଅଢେଇ ବର୍ଷ ହେବ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ପାଗଳ ଭଳି ଭଲ ପାଉଥିଲେ ଦିନକୁ ହଜାରେ ଥର ଆଇ ଲଭ୍ ୟୁ ବୋଲି କହୁଥିଲେ। ଯେତେବେଳେ ପାରୁଥିଲେ ଗୋଲାପ ଫୁଲ ଆଣି ଉପହାର ଦେଉଥିଲେ। ଏବଂ ବିବାହର ପ୍ରତିଶ୍ରୁତି ଦେଇ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

କିନ୍ତୁ ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ଛାଡ଼ି କୋର୍ଟରେ ଅନ୍ୟ ଏକ ଯୁବତୀକୁ ବିବାହ କରିଛନ୍ତି। ଏହା ପରେ ବର୍ଷା ଭୋଳ ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଭରତପୁର ଥାନ ଆଗରେ ଧାରଣାରେ ବସିଛନ୍ତି। ଆଉ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଦାବି କରିଛନ୍ତି। ଯେକୌଣସି ପରିସ୍ଥତିରେ ବି ସେ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଜିଦି ଧରିଛନ୍ତି। ତେବେ ବର୍ତ୍ତମାନ ପ୍ରେମିକ ଟୁଙ୍ଗୁରୁ ଭୋଳ ଗଣ ମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏବଂ ବର୍ଷା ଭୋଳ କହିଥିବା କଥାକୁ ମିଛ ବୋଲି କହିଛନ୍ତି।

ତେବେ ଏହି ଘଟଣା ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ । ତାଙ୍କ କହିବା ମୁତାବକ କରୋନା ସମୟରେ ଏମ୍ସ ମେଡିକାଲ ନେଇ ଯାଉଥିବା ବେଳେ ବର୍ଷା ନାମକ ଜଣେ ବିବାହିତା ମହିଳାଙ୍କ ସହ ମୋର ଦେଖା ହୋଇ ଥିଲା ।

ପରେ ମୋ ଫୋନ୍ ନମ୍ବର ନେଇ ମୋତେ ଅନେକ ଥର ଭଡ଼ାରେ ଯିବାକୁ ଡାକିଥିଲେ। ମୋବାଇଲରେ ସେଲଫି ନେଇ ମୋତେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ ବର୍ଷା । ମୁଁ ବର୍ଷାଙ୍କ ମଥାରେ ସିନ୍ଦୁର ପିନ୍ଧାଇନି କି ତାଙ୍କ ସହ ମୋର କୌଣସି ଶାରୀରିକ ସମ୍ପର୍କ ନାହିଁ ।

ଟୁଙ୍ଗୁରୁ ବର୍ଷାଙ୍କୁ ଭଲ ପାଉନଥିଲେ ବରଂ ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିବା କଥା କହିଛନ୍ତି ଟୁଙ୍ଗୁରୁ କହିଛନ୍ତି ଆଉ ବର୍ଷା ହିଁ ତାଙ୍କୁ ସବୁବେଳେ ଆଇ ଲଭ୍ ୟୁ କହୁଥିଲେ। ଆଉ ଏହା ପେରେ ବର୍ଷା ଭୋଳ ବାଧ୍ୟ କରୁଥିଲେ କୋର୍ଟରେ ବିବାହ କରିବା ପାଇଁ। କିନ୍ତୁ ଟୁଙ୍ଗୁରୁ ତାଙ୍କୁ କହିଥଲେ ମୁଁ ଜଣେ ଓ ଡ଼୍ରାଇଭର ମୁଁ ତତେ କେମିତି ରଖିବି ତା ଛଡ଼ା ତୋର ସ୍ବାମୀ ଦୁଇ ପିଲା ଓ ପରିବାର ରହିଛି ମୁଁ ତୁମକୁ ବାହା ହେଇ ପାରିବିନି।

ଏମିତିକି ବର୍ଷା ତାଙ୍କୁ ନିଜ ଘରକୁ ଖାଇବା ପାଇଁ ଡାକୁଥିଲେ। ଆଉ ତାଙ୍କ ଘରକୁ ଯାଇଥିବା ବେଳେ ବର୍ଷା ତାଙ୍କୁ କୋର୍ଟରେ ବିବାହ କରିବା ପାଇଁ କହିଥିଲେ ଏହାପରେ ଟୁଙ୍ଗୁରୁ ବିବାହ ପାଇଁ ମନା କରି ପରେ ସେ ସେଠାରୁ ଲୁଚି ପଳାଇ ଯାଇଥିଲେ।ଆଉ ଯାହାକୁ ନେଇ ବର୍ଷା ଯାଇ ଭରତପୁର ଥାନାରେ ଧାରଣା ଦେଇଥିଲେ। ଆଉ ଏବେ ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।