ନବୀନ ସରକାରଙ୍କ ନୂଆ ଘୋଷଣା ! ଏଣିକି ରାସନ କାର୍ଡ ରେ ଏହି ସବୁ ଜିନିଷ ନକରିଲେ ଆଉ ମିଳିବନି ଚାଉଳ,ଜାଣନ୍ତୁ ସମ୍ପୂର୍ଣ ଘଟଣା ବିଷୟରେ….
ବର୍ତ୍ତମାନ ସମୟ ରେ ରାସନ କାର୍ଡ କୁ ନେଇ ଆସିଛି ଏକ ନୂଆ ଅପଡେଟ । ଯଦି ଆପଣଙ୍କ ନିକଟରେ ରାସନ କାର୍ଡ ମହି ତାହେଲେ ଆପଣ ମଧ୍ୟ ଏଥର ଘରେ ବସି ନିଜ ପାଇଁ ବନେଇ ପାରିବେ ରାସନ୍ କାର୍ଡ । ତେବେ ଯଦି ଆପଣ ଘରେ ବସି ରାସନ୍ କାର୍ଡ କରିବାକୁ ଚାହୁଁ ଛନ୍ତି ତାହେଲେ ପ୍ରଥମେ ରାଜ୍ୟର ଫୁଡ୍ ପୋର୍ଟଲ କୁ ଜାଇ ରାସନ୍କାର୍ଡ ଫର୍ମ କୁ ଡାଉନଲୋର୍ଡ କରନ୍ତୁ ।
ନିଜର ଆଇଡି କାର୍ଡ , ଅବେଦକଙ୍କ ଫଟୋ, ବ୍ୟାଙ୍କ୍ ଖାତା ଓ ଆଧାର କାକର୍ଡ ଦେବାକୁ ହେବ । ତେବେ ଏଥିପାଇଁ ମଧ୍ୟ ଆପଣଙ୍କୁ 6 ରୁ 45 ଟଙ୍କା ପର୍ଯ୍ୟନ୍ତ ରାଶି ଜମା କରିବାକୁ ହେବ । ଏହାପରେ ସେହି ଫର୍ମ ଟି କୁ ଆପଣ ସବମିଟ୍ କରିବା ପରେ ଫିଲ୍ଡ ଅଫିସର ମାନେ ତାହାକୁ ଭେରିଫିକେସନ କରିବେ । ତେବେ ସେହି ଫର୍ମ ରେ ସବୁ କିଛି ଠିକଠାକ ଥିଲେ 30 ଦିନ ମଧ୍ୟରେ ଆପଣଙ୍କ ନାମ ରେ ଜାରି ହୋଇଯିବ ରାସନ୍ କାର୍ଡ । ତେବେ 18 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ମାନେ ରାସନ୍ କାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି ।
ତେବେ ଯଦି ଆପଣଙ୍କର ରାସନ୍ କାର୍ଡ ନାହିଁ ତେବେ ଆଉ ଆଗ ଭଳି ଦୌଡିବାକୁ ପଡ଼ିବ ନାହିଁ ଏଥର ଆପଣ ଘରେ ବସି ଏହିପରି ଭାବରେ ନିଜ ପାଇଁ ରାସନ୍ କାର୍ଡ ଆବେଦନ କରି ପାରିବେ । ତେବେ ଏଥିପାଇଁ ସମସ୍ତ ନିଜ ନିଜ ପାଇଁ ଏକ ସ୍ବତନ୍ତ୍ର ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି। ତେବେ ଆପଣ ନିଜ ରାଜ୍ୟ ର ୱେବସାଇଟ୍ ମାଧ୍ୟମ ରେ ନିଜ ପାଇଁ ରାସନ୍ କାର୍ଡ ଆବେଦନ କରି ପାରିବେ ।
ରାସନ କାର୍ଡ ହେଉଛି 3 ପକାରର ଯେମିତିକି ଦରିଦ୍ର ରେଖା ତଳେ BPL, ଦରିଦ୍ର ରେଖା ଉପରେ APL ଏବଂ ଅନ୍ତର୍ଦୋୟ ପରିବାର ବର୍ଗ । ତେବେ ଏହା ବ୍ୟକ୍ତି ର ବାର୍ଷିକ ଆୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଏହା ସହିତ ମଧ୍ୟ ଶସ୍ତା ମୂଲ୍ୟରେ ବିଭିନ୍ନ କାର୍ଡ ରେ ଦିଆ ଯାଉଥିବା ଜିନିଷ ଗୁଡ଼ିକ ପରିମାଣ ଭିନ୍ନଭିନ୍ନ ହୋଇଥାଏ ।
ତେବେ ଏହି ରାସନ୍ କାର୍ଡ କୁ ପାଇବା ପାଇଁ ଭାରତୀୟ ନାଗରିକ ହେବା ଆବଶ୍ୟକ ଅଟେ । ଏହା ସହିତ ମଧ୍ୟ ଗୋଟେ ବ୍ୟକ୍ତି ପାଖରେ କେବଳ ଗୋଟେ ରାଜ୍ୟର ରାସନ୍ କାର୍ଡ ରହିପାରିବ । ତେବେ ଏହି ରାସନ୍ କାର୍ଡ ପରିବାରର ମୁଖ୍ୟ ଙ୍କ ନାମ ରେ ରହି ପାରିବ । ଏହା ସହିତ କେବଳ 18 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ମାନେ ହିଁ ଏହି ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ।
ତୁରନ୍ତ କରନ୍ତୁ ଅପଡେଟ :-
ତେବେ ରାସନ୍ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ରାସନ୍ କାର୍ଡରେ ଭୁଲ୍ ନମ୍ବର ଅପଡେଟ୍ ହୁଏ କିମ୍ବା ପୁରୁଣା ନମ୍ବର ଅପଡେଟ୍ ହୁଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଏପରି ପରିସ୍ଥିତିରେ, ରାସନ କାର୍ଡ ସହିତ ଜଡିତ ଅନ୍ୟ ଅପଡେଟଗୁଡ଼ିକ ମଧ୍ୟ ଉପଲବ୍ଧ ହେବ ନାହିଁ । ତେଣୁ ରାସନ କାର୍ଡରେ ଥିବା ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ଆବଶ୍ୟକ, ଯାହା ଆପଣ ବ୍ୟବହାର କରୁଛନ୍ତି ।ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଅଲଗା ରାସନ କାର୍ଡ ଜାରି ହୋଇଥାଏ । ଏଭଳି ପରିସ୍ଥିତିରେ ମୋବାଇଲ୍ ନମ୍ବରକୁ ରାସନ କାର୍ଡରେ ରାଜ୍ୟ ଅନୁଯାୟୀ ଅପଡେଟ୍ କରାଯାଇପାରିବ । ଏହାର ପ୍ରକ୍ରିୟା ଅନଲାଇନରେ ମଧ୍ୟ ହୋଇପାରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !