ias interview-ସାତ ଟି କଦଳୀ କୁ 8 ଜଣ ଲୋକ ନ କାଟି , ନ ଭାଙ୍ଗି କିପରି ଖାଇବେ । ଦମ ଅଛି ଯଦି ଉତ୍ତର ଦିଅ ।

ଆଜି କାଲି ଦୁନିଆ ରେ ଗୋଟେ ସରକାରୀ ଚାକିରୀ ପାଇବା କାଠି କର ପାଠ ହୋଇ ପଡି ଲାଣି । କାରଣ ପ୍ରତିଯୋଗୀ ମାନେ ଏତେ ବଢି ଲେଣି ତାହା ଆପଣ ମାନେ ଭାବି ପାରିବେ ନାହିଁ । ଦେଖିବା ପାଇଁ ଗଲେ ପ୍ରତି ବର୍ଷ ପିଲା ଏତେ ମାତ୍ରା ରେ ବଢୁ ଛନ୍ତି , ତାହା ଆପଣ ମାନେ କଳ୍ପନା କରି ପାରିବେ ନାହିଁ ।

ତେଣୁ ଦୁନିଆ ରେ ପ୍ରତିଯୋଗୀ ବହୁତ ବଢୁ ଛନ୍ତି । ଯଦି ଆପଣଙ୍କ ଆଗରେ ଗୋଟେ ପୋଷ୍ଟ ବାହାରୁଚି ତାହାଲେ ସେହି ପୋଷ୍ଟ କୁ ପାଖା ପାଖି 10 ହଜାର ଲୋକ ପକାଉ ଛନ୍ତି । ତେଣୁ 10 ହଜାର ଭିତରୁ ଜଣେ ମଣିଷ ହେବା ବହୁତ କଷ୍ଟ କର କଥା । କିନ୍ତୁ ଆଜି ଆମେ ଆପଣ ମାନକୁ କହିବୁ ଏହା କଷ୍ଟ ନୁହେଁ ।

ଏମିତି ବହୁତ ପ୍ରଶ୍ନ ପକେଇ ଥାଏ ଯାହା ଗୋଟେ ପିଲା କରି ପାରି ନ ଥାଏ , କିନ୍ତୁ ସେହି ପ୍ରଶ୍ନ ଗୁଡିକ ବହୁତ ସାଧାରଣ ଥାଏ ପିଲା ମାନେ ଏହାର ଉତ୍ତର ଦେଇ ପାରନ୍ତି ନାହିଁ । କାରଣ ସେମାନେ ଭାବନ୍ତି ପରୀକ୍ଷା ରେ ବହୁତ କଡ଼ା ପ୍ରଶ୍ନ ପକେଇ ଥାଏ । ତେଣୁ ସେମାନେ ଏହି ସଧାରଣ ପ୍ରଶ୍ନ କୁ ପଢ଼ନ୍ତି ନାହିଁ , ଆଉ ପରୀକ୍ଷା ରେ ପଡିଲେ ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ର ଉତ୍ତର ।
1, ଜନ ସଂଖ୍ୟା ଅନୁ ସାରେ ଭାରତ ର କେଉଁ ସହର ରେ ଅଧିକ ଲୋକ ବାସ କରି ଥାନ୍ତି ।
ଉ, ତେବେ ଜନ ସଂଖ୍ୟା ଅନୁ ସାରେ ମୁମ୍ବାଇ ହେଉଛି ପ୍ରଥମ ସହର ।

2, ପୃଥିବି ରେ କେଉଁ ଦେଶରେ ଅଧିକ ଲୋକ ବାସ କରୁ ଛନ୍ତି ।

ଉ, ଚୀନ ରେ ଅଧିକ ଲୋକ ବାସ କରନ୍ତି ।

3, କ୍ଷେତ୍ରଫୋଳ ଅନୁ ସାରେ କେଉଁ ଦେଶ ପୃଥିବି ର ବଡ଼ ଅଟେ ।
ଉ, ରୁଷ କ୍ଷେତ୍ରଫଳ ଅନୁସାରେ ବଡ଼ ଅଟେ ।

4, ଭାରତ ର କେଉଁ ନଦୀ ରୁ ହୀରା ମିଳି ଥାଏ ।
ଉ, ଭାରତ ର କ୍ରିଷ୍ଣ ନଦୀ ରୁ ହୀରା ମିଳି ଥାଏ ।

5, କେଉଁ ଯନ୍ତ୍ର ସାହାର୍ଯ୍ୟ ରେ ବାୟୁ ର ଗତି ମାପ କରା ଯାଇ ଥାଏ ।
ଉ, ଏମିନୋ ମିଟର ସାହାର୍ଯ୍ୟ ରେ ।

6, ଗାନ୍ଧିଜୀ କେଉଁ ଦେଶ ରେ ଆଇନ ଅଧ୍ୟୟନ କରି ଥିଲେ ।
ଉ, ଇଂଲଣ୍ଡ ରେ ।
7, ସାତ ଟି କଦଳୀ ଅଛି 8 ଜଣ ଲୋକ କଦଳୀ ଟିକୁ ନ ଭାଙ୍ଗି ନ କାଟି କିପରି ଖାଇବେ ।
ଉ,କଦଳି ସେକ ବନାଇ ଖାଇଲେ 8 ଟି କଦଳୀ ସାତ ଜଣ ଖାଇ ପାରିବେ । ତେବେ ଏହି ସାଧାରଣ ଛୋଟ ପ୍ରଶ୍ନ ଗୁଡିକ ବହୁତ ସମୟ ରେ ପରୀକ୍ଷା ରେ ଦେଖିବା ପାଇଁ ମିଳି ଥାଏ , ଯାହା ଭଲ ଭଲ ପିଲା ମାନେ କରି ପାରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।