Diabetes – ସକାଳୁ କେବଳ ୨ ଚାମଚ୍ ଖାଆନ୍ତୁ ଜୀବନରେ କେବେ କୌଣସି ରୋଗ ହେବନି | କରନ୍ତୁ ଏହି ଘରୋଇ ଉପଚାର….

ଆଲସୀ ର ସେବନ କରିବା ଦ୍ଵାରା ଅନେକ ସମସ୍ୟା ର ନିବାରଣ ହୋଇଥାଏ । ଯଦି କୌଣସି ବ୍ଯକ୍ତିର ହେୟାର ଫଲ ହେଉଥାଏ ବା ଆଖି ସମସ୍ଯା ରହିଥାଏ ବା ଆଁଠୁଗଣ୍ଠି ଜନିତ ସମସ୍ଯା ରହିଥାଏ ବା ହାଇ ବ୍ଲଡ଼ ପ୍ରେସର ସମସ୍ଯା ବା ରକ୍ତ ଅଭାବ ହେଉଥାଏ !

ଶରୀର ରେ ଦୁର୍ବଳତା ଅନୁଭବ ହେଉ ଥାଏ ତେବେ ଆଲସି ର ସେବନ କରିଲେ ବହୁତ ଲଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆଲସୀ କୁ କେଉଁ ଜିନିଷ ସହ ମିଶ୍ରଣ କରି ଖାଇଲେ ବା କେଉଁ ସମୟ ରେ ସେବନ କରିଲେ ଆମ ଶରୀର ପାଇଁ ଭଲ ହୋଇଥାଏ ।

ଏହା ବ୍ଯତୀତ ସକାକୁ ଯୋଗ ପ୍ରାଣାୟମ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଯଦି ପ୍ରତି ଦିନ ଆଲସୀର ମଞ୍ଜିକି ଆମଲା ପାଉଡର ସହ ସେବନ କରାଯାଏ ତେବେ ଆଖିର ସମସ୍ଯା ଦୂର ହେବା ସହ କେଶ ସମସ୍ଯା ମଧ୍ୟ ଦୂର ହୋଇ ଥାଏ । ଏହା ଛଡା କେଶ ଅଧିକ ଲମ୍ବା ଓ ମଜବୁତ ହୋଇଥାଏ ।

ଏହା ସହ ଶରୀର ରେ ରକ୍ତ ସଂଚାର କରିବା କ ରେ ସାହାଜରର ଆଖି ଜନିତ କୌଣସି ସମସ୍ଯା ବା ଆଁଠୁଗଣ୍ଠି ସମସ୍ୟା ବା ଶରୀରରେ ରକ୍ତର ଅଭବକୁ ଦୂର କରିବାରେ ସାହାଜ୍ଯ କରିଥାଏ ।ଆଲସୀ ମଞ୍ଜି ରେ ଭିଟାମିନ ଏ, ଭିଟାମିନ ବି-୧୨, ଭିଟାମିନ କେ,

ଭିଟାମିନ ଡି ପ୍ରଚୁର ପରିମାଣ ରେ ରହିଥାଏ । ଆଲସୀ ମଞ୍ଜି ରେ କ୍ୟାଲସିୟମ ଅଧିକ ରହିଥିବା ରୁ ଏହା ଆମ ଶରୀର ର ଆଖି ଜନିତ କୌଣସି ସମସ୍ଯା ବା ଆଁଠୁଗଣ୍ଠି ସମସ୍ୟା ବା ଶରୀର ରେ ରକ୍ତ ର ଅଭବ କୁ ଦୂର କରିବା ରେ ସାହାଜ୍ଯ କରିଥାଏ ।

ଆଲସୀ ମଞ୍ଜିର ପାଉଡରକୁ ଅଧ ଚାମଚ ଠାରୁ ଅଧିକ ନେବା ଉଚିତ ନୁହେ । ଆଲସୀ ମଞ୍ଜିର ସେବନ କରିଲେ ପେଟ ଜନିତ ସମସ୍ଯା ବା ଶରୀରରେ ଅଧିକ ଚର୍ବି ଥିଲେ ଏହା ଦୂର ହୋଇଥାଏ । ଆମ ଶରୀରରେ ଇମ୍ୟୁନିଟି ପାୱାର ବ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଆଲସୀ ମଞ୍ଜି ବହୁତ ଲାଭଦାୟକ ହୋଇଥାଏ ।

ଛୋଟ ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଆଲସୀ ମଞ୍ଜି ସହାୟକ ହୋଇଥାଏ । ଯେଉଁ ମାନଙ୍କୁ ଅଧିକାଂଶ ଥଣ୍ଡା ହେଉଥିବ ସେମାନଙ୍କୁ ବିଶେଷ ଭାବେ ଆଲସୀର ପାଉଡର ସେବନ କରିବା ଉଚିତ । ଏହା ଥିଲା ଆଲସୀ ମଞ୍ଜୀର ଉପକାରିତା ଯାହାକୁ ସେବନ କରିଲେ ଆମ ଶରୀର ଫିଟ ଓ ସୁସ୍ଥ ରହିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ ।

ରକ୍ତଚାପ ରୋଗୀ ମାନେ ପ୍ରୋସେଶ୍ ଫୁଡ୍ ନିୟମିତ ଖାଇବା ଉଚିତ୍ ନୁହେଁ । ଏଥିରେ ଲୁଣ ଓ ଚିନିର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ।ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ର ପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ। ଧୂମ୍ର ପାନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।