shocking ଭିଡ଼ିଓ – ଭୁବନେଶ୍ଵରରେ ଚାଂଚଲ୍ୟ କର ଘଟଣା,ସମ୍ପତି ପାଇଁ ଚାଲି ଗଲା ବାପା ମା ଓ ଚାରି ବର୍ଷ ର କୁନି ଝିଅ ର ଜୀବନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ସମ୍ପତି ପାଇଁ ବିବାଦ ଆଉ ତା ପରେ ସାରା ପରିବାର ମୃତୁ । ଏମିତି କିଛି ଘଟଣା ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ର ଲଷ୍ମୀ ପୁସି ଥାନା ରେ । ତେବେ ଆଜି କଲି ଦୁନିଆରେ ଭାଇ ଭାଇ ବିବାଦ ଅଧିକାଂଶ ସମୟ ଦେଖିବା ପାଇଁ ମିଳି ଥାଏ । ଏହା ହେଉଛି କଳିଯୁଗ ର ପ୍ରଭାବ ଆଜ୍ଞା । ମାଳିକା ରେ ମଧ୍ୟ ଲେଖା ଅଛି ଭାଇ ଭାଇ ହୋଇ ଯିବେ ଶତ୍ରୁ କେବଳ ସମ୍ପତି ପାଇଁ ।

ଶେଷରେ ଭାଇ ଭାଇ ମଧ୍ୟ ରେ ବହି ଯିବ ରକ୍ତ ର ସୁଅ । ଦୁନିଆରେ ରେ ମଣିଷ ରହିବ ସତ ବହୁତ ସମ୍ପତି ଅର୍ଜନ କରିବ ସତ । ହେଲେ ସେ ଗଲା ବେଳେ ଘରୁ ସୂତା ଟିଏ ମଧ୍ୟ ନେଇ ପାରିବ ନାହିଁ ସତ । ତେଣୁ ଏତେ ଗର୍ବ କରିବ ପାଇଁ ସମ୍ପତି ପାଇଁ ।

ଯଦି ମଣିଷ ସବୁ ଦିନ ଅମର ରାହନ୍ତା ତାହାଲେ ସମ୍ପତି ତା ପାଇଁ ଅତି ଜରୁରୀ ହୋଇ ଯାଆନ୍ତା । ମଣିଷ ଜାଣୁଛି ସେ ଏ ସମ୍ପତି କୁ ନେଇ ଯାଇ ପାରିବ ନାହିଁ ହେଲେ ମଧ୍ୟ ସେହି ସମ୍ପତି ପାଇଁ ମଣିଷ ନିଜ ଜୀବନ କୁ ବର୍ବାଦ କରି ଦେଉଛି ।

ତେବେ ଆଜି ଏକ ଘଟଣା ଭୁବନେଶ୍ୱର ରେ ଘଟିଛି । ଯାହା ସାରା ଓଡିଶା ଏହି ଘଟଣା ଶୁଣି ସ୍ତବଦ ହୋଇ ଯାଇଛି । ତୁଷାର ଓ ତାଙ୍କ ପତ୍ନୀ ଓ ତାଙ୍କର ଗୋଟିଏ ଝିଅ ଯାଇ ଭୁବନେଶ୍ୱର ରେ ଏକ ଭଡା ଘରେ ରହୁ ଥିଲେ । ପ୍ରଥମେ ତୁଷାର ସେହି ଘରେ ଏକା ରହୁ ଥିଲେ । ପରେ ସେ ଘରକୁ ଯାଇ ତାଙ୍କ ସ୍ତ୍ରୀ ପିଲା କୁ ଭୁବନେଶ୍ୱର ଘିନି ଆସି ଥିଲେ ।

ତୁଷାର ଭବନେଶ୍ୱର ରେ ଗୋଟେ ହୋଟେଲ ରେ କାମ କରନ୍ତି । କିନ୍ତୁ ହଟାତ ତିନି ପ୍ରାଣୀ ଙ୍କର ମୃତ ଦେହ ଦେଖିବା ପାଇଁ ମିଳି ଥିଲା ସେହି ଭଡା ଘରୁ । ତେବେ ସମସ୍ତେ ଦେଖି ଡରି ଯାଇ ଥିଲେ । ତେବେ ପୋଲିସ କୁ ଯାଇ ଜଣାଇ ଥିଲେ ଘର ମାଲିକ । ତେବେ ତୁଷାର କଣ ପାଇଁ ମଲା । କଣ ତାର ଅଭାବ ଥିଲା ତାର ।

ତେବେ ଘର ମାଲିକ ଙ୍କ କହିବା କଥା ସେ ରାତି ରେ ଠିକ ଥିଲେ। କିନ୍ତୁ ତାଙ୍କ ଘରୁ ଫୋନ ଆସି ଥିଲା । ସେଥି ପାଇଁ ସ୍ୱାମୀ ସ୍ତ୍ରୀ ସବୁ ବେଳେ ଦୁଃଖ ରେ ରହୁ ଥିଲେ । ଘର ମାଲିକ କହିବା କଥା ତାଙ୍କର କୌଣସି ଜମି ବିବାଦ ଚାଲି ଥିଲା ବୋଲି । ତେବେ ପୋଲିସ ଏବେ ତଦନ୍ତ ଜାରି ରଖିଛି ।

ମଣିଷ ମରିଗଲେ କଣ ସବୁ ବାଟ ସମାଧାନ ହୋଇ ଯାଏ । କଣ ନ ଥିଲା ତା ପାଖରେ । ପାଖରେ ତାର ସୁନ୍ଦର ସ୍ତ୍ରୀ ଟିଏ ଥିଲା । ତା ସହିତ ଝିଅ ଟିଏ ଥିଲା । ଏହି ଦୁଇ ସମ୍ପତି ଟାରୁ ବଡ଼ ସମ୍ପତି ଆଉ କଣ ହୋଇ ପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।