shocking ଭିଡ଼ିଓ -omg ! ସାପ vs ମୟୂର ଜବରଦସ୍ତ ଲଢେଇ ଦେଖିଲେ ମୁଣ୍ଡ କାମ କରିବନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!
ଆଜିର ଦିନରେ ଲୋକ ମାନେ ସୋସିଆଲ ମିଡିଆକୁ ନିଜର ଜୀବିକା ରୂପେ ବାଛିବା ପସନ୍ଦ କରୁଛନ୍ତି। ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣିଛନ୍ତି। ତେବେ ଏହି ସୋସିଆଲ ମିଡିଆ ଆପ୍ଲିକେସନ ଗୁଡିକୁ ମଧ୍ୟରୁ ୟୁଟ୍ୟୁବ ସବୁଠାରୁ ସର୍ବୋତ୍ତମ ହୋଇ ପାରିଛି। ଏହି ଆପ୍ଲିକସନ ମାଧ୍ୟମରେ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି।
ଲୋକ ମାନେ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ବିଭିନ୍ନ ପ୍ରକାର ଭିଡିଓକୁ ଅପଲୋଡ଼ କରି ଲୋକ ପ୍ରିୟ ହେବାରେ ଲାଗିଛି। ଆଜି ଆମେ ଆପଣଙ୍କୁ ସେମିତି ଏକ ଲୋକ ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ବାବଦରେ କହିବାକୁ ଯାଉଛୁ। ଯାହାର ପାଖାପାଖି ୫୭ ଲକ୍ଷ ଉର୍ଦ୍ଧ୍ବ ସବସ୍କ୍ରାଇବର ରହିଛନ୍ତି।
ତେବେ ଏହି ୟୁଟ୍ୟୁବ ଚ୍ୟାନେଲର ନା ରହିଛି ମୁରଲୀୱାଲେ ହଉସଲ। ଏହି ୟୁଟ୍ୟୁବର ଜଣକ ସାପ ଧରିଥାନ୍ତି। ଏବଂ ଏହାକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ନିକଟରେ ପାଂହଞ୍ଚାଇ ଥାଆନ୍ତି। ତାଙ୍କର ଏହି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଲାଇକ ମଧ୍ୟ କରିଥାନ୍ତି।
ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ବାବଦରେ ଜଣାଇବୁ। ଯେଉଁଥିରେ ମୂରଲୀୱାଲେ ସାଢେ ୪ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରିଛନ୍ତି। ନାଗ ସାପଟିକୁ ଏକ କଚ୍ଚା ଘର ଭିତରୁ ଉଦ୍ଧାର କରାଯାଇଛି। ସାପଟି ବହୁତ ଦିନ ଧରି ସେଠାରେ ଲୁଚି ରହିଥିଲା।
ତେବେ ମୂରଲୀୱାଲେ ସେଠାକୁ ଯାଇ ସାପକୁ ଉଦ୍ଧାର କରିଥିଲେ ସାପଟି ରାଗରେ ଖୁବ୍ ଜୋର୍ ଗର୍ଜନ କରୁଥିଲା। ସାପକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ମାନେ ସେଠାରେ ଖୁବ୍ ଭିଡ ଜମାଇଥିଲେ। ସାପକୁ ଦେଖି ଲୋକମାନେ ମଧ୍ୟ ଭୟଭୀତ ହୋଇ ଦୈାଡି ଚାଲି ଯାଉଥାନ୍ତି
ତେବେ ମୂରଲୀୱାଲେ ସାପକୁ ଯେଉଁ ଭଳି ଭାବରେ ନିୟନ୍ତ୍ରଣ କରୁଥିଲେ ତାହା ଅତି ସାହାସୀକତାର ପ୍ରମାଣ ଦେଉଛି। ତେବେ ସେତିକି ନୁହେଁ ଭିଡିଓରେ ଏକ ମୟୂରକୁ ମଧ୍ୟ ଦେଖିବାକୁ ମିଳୁଛି। କୁହା ଯାଇଥାଏ କି ମୟୂରର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ସାପ। ତେବେ ମୟୂର ଓ ସାପକୁ ଏଠାରେ ଏକାଠି ପାଖ ପାଖି ଦେଖିବାକୁ ମିଳିଛି। କିନ୍ତୁ ଏଠାରେ ମୟୂର ସାପକୁ ତାର ଆହାର କରି ପାରି ନାହିଁ। ମୂରଲୀୱାଲେ ସାପକୁ ଗୋଟିଏ ଆଖରେ ପୁରେଇ ତାଙ୍କୁ ସେଠାରେ ନେଇ ଯାଇଛନ୍ତି।
ତେବେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ସାଢେ ୭ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି ଆପଣ ଯଦି ଆପଣଙ୍କ ଆଖ ପାଖରେ ଏମିତି ସାପ ଦେଖୁଛନ୍ତି ତେବେ ମୂରଲୀୱାଲେ ହଉସଲ୍ ୟୁଟ୍ୟୁବ ଚ୍ୟାନେଲକୁ ଯାଇ ତାଙ୍କ ସହ ଯୋଗାଯୋଗ କରନ୍ତୁ। ଡେସ୍କ୍ରିପସନ୍ ରେ ମୂରଲୀୱାଲେଙ୍କ ସମ୍ପୁର୍ଣ୍ଣ ବିବରଣୀ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।