ଖୁବ ଶୀଘ୍ର ରୂପା ପିଣ୍ଟୁ ଙ୍କ ଘରକୁ ଆସିବାକୁ ଯାଉଚି ସବୁଠାରୁ ବଡ କାର ( Car )… ଜାଣନ୍ତୁ କେତେ ରହିଛି ଦାମ ( Price )… ମାତ୍ର 4 ଘଣ୍ଟାରେ 248K ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ କିଛି ଲୋକ ଙ୍କୁ ପରିଚୟ ଦେବା ସହିତ ରୋଜଗାର ମଧ୍ୟ ଦେଉଛି। ସୋସିଆଲ ମିଡିଆରେ ଛୋଟ ଛୋଟ ଭିଡିଓ ମାଧ୍ୟମ ରେ ଲୋକ ମାନେ ରୋଜଗାର କ୍ଷମ ହୋଇ ପାରିଛନ୍ତି। ସାରା ଓଡ଼ିଶାର ରହିଥିବା!

ୟୁଟ୍ୟୁବ ଚ୍ୟାନେଲ ଗୁଡିକ ମଧ୍ୟରୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ଦିନ କୁ ଦିନ ଦର୍ଶକ ମାନଙ୍କ ବହୁତ ଅଧିକ ରୁ ଅଧିକ ଭଲ ପାଇବା ମିଳି ଚାଲିଛି। ବର୍ତ୍ତମାନ ସମୟରେ ଏହି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନେଲ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ପରିଗଣିତ। ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ସମସ୍ତ ଭିଡିଓ ଗୁଡ଼ିକ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।

ଏମାନେ ନିଜର ସବୁ ପ୍ରତିଭା ଗୁଡ଼ିକ ଛୋଟ ଛୋଟ ଭିଡିଓ ମାଧ୍ୟମ ରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ସବୁ ଅନୁଭୂତିକୁ ଫ୍ରେଣ୍ଡସ ମାନଙ୍କ ସହ ସେୟାର କରିଥାନ୍ତି। ରୂପା ଓ ପିଣ୍ଟୁ ଙ୍କ ଯୋଡ଼ି କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।

ଏମିତିକି ସେମାନ ଙ୍କୁ ଓଡ଼ିଶାର ସବୁ ଠାରୁ ଲୋକ ପ୍ରିୟ ଯୋଡ଼ି ଭାବରେ ପରିଗଣିତ କରାଯାଉଛି। ତେବେ ଏହି ୟୁଟ୍ୟୁବ ଚ୍ୟାନେଲରେ ସବୁ ଠାରୁ ଆକର୍ଷଣୀୟ ଚରିତ୍ର ହେଉଛି ରୂପା ଓ ପିଣ୍ଟୁ ଙ୍କ କୁନି ଝିଅ ଖୁସି। ଖୁସି ର ମଜାଳିଆ ହରକତ ଜିଏବି ଦେଖିବ ତାର ଆଖି ଲାଖି ହୋଇ ରହିଯିବ। ରୂପା ଓ ପିଣ୍ଟୁଙ୍କ ଝିଅ ଖୁସିକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି।


ତେବେ କିଛି ଦିନ ଆଗରୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ଭଲ ପାଇବା ଦେଇଥିଲେ। ଭିଡିଓ ରେ ରୂପା ପିଣ୍ଟୁ ଖୁସି ବହୁତ ମଜା ମସ୍ତି କରୁଥିବାର ନଜର ଆସିଥିଲେ ।ରୂପା ସବୁବେଳେ ନିଜକୁ ଜଣେ ଖାଣ୍ଟି ଓଡିଆ ବୋହୁ ଭାବରେ ପ୍ରମାଣିତ କରି ପାରିଛନ୍ତି।ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ ।

ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି । ଓଡିଶା ରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକ ମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁ ରୂପା ଓ ପିଣ୍ଟୁ ଦୁଇ ଜଣ ମିଶି କାର୍ କିଣିବେ ସରୁମ୍ କୁ ଯାଇକି କାର୍ ଦେଖିଥିଲେ ଓ କହିଥିଲେ କେଉଁ କାର କିଣିବେ ବୋଲି ତାପରେ ସେଠାରୁ ସେମାନେ ଦୁର୍ଗା ପୂଜା ଦେଖିବା ପାଇଁ ଯାଇଥିଲେ । ସେହି ଠାରେ ତାଙ୍କର କିଛି ଫ୍ୟାନ୍ ଦେଖା ହେଉଥିଲା ଓ ସେମାନେ ଙ୍କୁ ବହୁତ ଭଲ ପାଇବା ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।