🛑EXCLUSIVE : ପ୍ରକୃତି-ବାବୁଶାନଙ୍କ ଅଡିଓ ଲିକ କରିଛନ୍ତି ଜଏତା ରୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କୁ ନେଇକି ଉଠିଥିବା ପ୍ରେମ ସମ୍ପର୍କ କଥା ତ ଆପଣ ମାନେ |ତେବେ ପ୍ରକୃତି ଆଉ ବାବୁସାନ ଙ୍କୁ ନେଇକି ଲୋକ ମାନଙ୍କର ପ୍ରତିକ୍ରିୟା ଆଉ ଏହିଭଳି କଳାକାର ମାନଙ୍କୁ ନେଇକି ଯଦି ପାରିବାରିକ ସମସ୍ୟା ଦେଖା ଦେବ ତାହେଲେ,କଳାକାର ମାନେ ଆଉ କଣ କରିବେ |

ତାହା ଛଡା ଗୋଟିଏ କଥା ମଧ୍ୟ ପ୍ରକୃତି ମିଶ୍ର ଙ୍କୁ କହିଛନ୍ତି କି ଆମେ ବି ଛୋଟ ଛୋଟ ଡ୍ରେସ ପିନ୍ଧୁଛୁ ଏକ୍ଟିଙ୍ଗ କରୁଛୁ କିନ୍ତୁ ଆମେ କାହାର ଘର ଭାଙ୍ଗିନୁ | ତୃପ୍ତି ତ କେବଳ ବିଚ ରାସ୍ତାରେ ବଢ଼େଇଛନ୍ତି ମୁଁ ହେଇଥିଲେ ଚପଲ ରେ ସେକି ଦେଇଥାନ୍ତି ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଅଭିନେତ୍ରୀ ରାଗିଣୀ |ଆଉ ସେ ପ୍ରକୃତିଙ୍କୁ ଗାଳିଗୁଳଜ ବି କରିଛନ୍ତି |

 ବେଳକୁ ବେଳ ଜୋରଦାର ହେବାରେ ଲାଗିଛି | ତେବେ ସେମାନଙ୍କର ସମ୍ପର୍କ କୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଜଗତର ଜଣେ ଅଭିନେତ୍ରୀ ରାଗିଣୀ | ସେ କହିଛନ୍ତି କି ଆମେ ବି କଳାକାର କଳା ଦୁନିଆକୁ ଭଲ ପାଉ | ଆଉ ଏହି ଅଭିନୟ କରିକି ଆମେ ବଞ୍ଚିଛି କିନ୍ତୁ ଜଣେ କଳାକାର ହେଇକି ଏଭଳି ଗୋଟିଏ କଥା ଦେଖିକି ବହୁତ ଖରାପ ଲାଗୁଛି ||ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଯାତ୍ରା ଦୁନିଆରେ କାମ କରୁଛନ୍ତି ଆଉ ତାଙ୍କର ମଧ୍ୟ ପରିବାର ଅଛି |

ତେବେ ଏହି ସମସ୍ତ ଘଟଣା କୁ ଆଧାର କରି ଏବେ ବାବୁ ସାନ ଙ୍କ ଘରେଇ ଝଗଡା ଧୀରେ ଧୀରେ ନୂଆ ମୋଡ଼ ଆଡ଼କୁ ଗୋତିକରୁଛି ବୋଲି କୁହାଯାଉଛି | ବାବୁସାନ ଓ ପ୍ରକୃତି ଙ୍କ ଏହି ଘଟଣା କୁ ଆଧାର କରି ଏଥିରେ ବାବୁସାନ ସ୍ତ୍ରୀ ତୃପ୍ତି କହିଛନ୍ତି ଯେ ଆଗାମୀ 30 ରେ ବାବୁସାନ ଙ୍କ ଜନ୍ମ ଦିନ ପାଳନ ପାଇଁ ସେ ଆଣ୍ଡାମାନ ଯିବାର ଥିଲା ବୋଲି କହିଛନ୍ତି |

 ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ ଏବେ ପ୍ରକୃତି ଙ୍କ ଜିଦ ଆଗରେ ହାରମାନିଛନ୍ତି ବୋଲି ଜଣାପଡିଛି | କାରଣ ଚେନ୍ନାଇ ରେ ଉତତ୍କଳ ଦିବସ ପାଳନ ପାଇଁ ବାବୁସାନ ଙ୍କୁ ଡାକରା ହେଇଥିଲା ବେଳେ ପ୍ରକୃତି ମିଶ୍ର ଙ୍କ କଥା ରେ ସେ ସେଠାକୁ ଯାଇନାହାନ୍ତି ବୋଲି ଜଣା ପଡ଼ଛି |

ତେବେ ତୃପ୍ତି କହି ଥିଲେ କି ଯେତେବେଳେ ବାବୁସାନ ର ଏକ ମାସ୍କ ନେଇ ଆର୍ଡ ଚାଲି ଥିଲା ସେତେବେଳେ ପ୍ରେସିଡେନ୍ସି ହୋଟେଲ ରେ ବାବୁ ପ୍ରକୃତି ବହୁତ ଜୋରରେ ଧୋକା ମାରି ଥିଲେ | କାରଣ ସେତେବେଳେ ବାବୁ ନିଶା ରେ ଥିଲା ଆଉ ପ୍ରକୃତି ଚାହୁଁ ନଥିଲା କି ସେ ଜଲଦି ଘରକୁ ଫେରୁ ବୋଲି ଆଉ ସେ ତା ଉପରେ ଆସି ପଡ଼ୁ ଥିଲା ତେଣୁ ସେ ତାକୁ ଧକିଆ ମାରି ଥିଲା |

ଏହାକୁ ନେଇ ପ୍ରତିକ୍ରିୟା ରେ ମନ୍ମଥ ମିଶ୍ର କହିଛନ୍ତି ଯଦି ତୃପ୍ତି ଙ୍କ ଅଭିଯୋଗ ଅନୁଯାଇ ଏସବୁ ସତ ତେବେ ବାବୁସାନ ଯଦି ସେତେବେଳେ ତଣ୍ଟିଆ ମାରି ଥିଲା ତେବେ ପ୍ରକୃତି କୁ ଏବେ ବି ତ ତଣ୍ଟିଆ ମାରି ପାରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।