ViralVideo:ମୋ ଦେହର ଟାଟୁ ଥିଲା ତୁମ ଜୀବନ I ଆଜି ଟାଟୁ ଅଛି , ମୁଁ ବି ଅଛି କିନ୍ତୁ ତମେ ବଦଳି ଗଲ…ଧନ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଆଜିକାଲି ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ଭିତରେ ଧୀରେ ଧୀରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଯାଇଥାଏ। ଏହା ପରେ ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ରହି ଯାଇଥାଏ ଓ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି।
କିନ୍ତୁ ସେମାନଙ୍କ ସେହି ନିଷ୍ପତ୍ତିରେ ପରିବାର ଲୋକ ମାନେ ଅସ୍ୱୀକାର କରି ଥାଆନ୍ତି ଓ ପାରିବାରିକ ବିବାଦ ମଧ୍ୟ ଦେଖା ଯାଇଥାଏ। ଏହା ପରେ ଧୀରେ ଧୀରେ ଉଭୟ ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇଥାଏ। ଏଭଳି ସ୍ଥଳେ କୋର୍ଟ କଚେରୀ ମଧ୍ୟ ଦୋୖଡି ଥାଆନ୍ତି। ଏମିତିକି ଅନେକ ତଥ୍ୟ ମଧ୍ୟ ଶୁଣିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ।
ତାହା ହେଉଛି ସମାଜ ସେବୀ ନମ୍ରତା ଜଡ଼ା କହିଛନ୍ତି ଯେ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାସ ଆଶାର ଆଲୋକକୁ ଆସିଲେ ହୁଏତ ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାସଙ୍କ ମଧ୍ୟରେ ଲାଗି ଥିବା ପାରିବାରିକ ବିବାଦ ଆପଣ ମାନେ ସମସ୍ତେ ଜାଣିଥିବେ। ନିଜର ହକ ପୂରଣ କରିବା ପାଇଁ ଦେଢ଼ ମାସ ଧରି ସେ ତାଙ୍କ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ସେମିତି ବସି ରହିଥିଲେ ଓ ଏମିତିକି ଘର ବାରଣ୍ଡାରେ ରହି ମଧ୍ୟ ଦିନ କାଟୁଥିଲେ। ତାଙ୍କର ଏହି ମାମଲା କୋର୍ଟରେ ଯାଇ ପହଁଛି ଥିଲା ଓ କୋର୍ଟ ସେମାନଙ୍କୁ ୭ ଦିନ ପାଇଁ ଏକାଠି ରହିବା ପାଇଁ ନିଷ୍ପତ୍ତି ଡେଇଥିଲେ। କିନ୍ତୁ ତାଙ୍କ ମାମଲାର ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇ ପାରି ନଥିଲା।
ଭେସ୍ପା ଶୋ ରୋମ୍ ରୁ ଆମ ପ୍ରେମ ଆରମ୍ଭ ହୋଇଥିଲା। ଏବଂ ଆମର ଗୋଟେ ଛୁଆ ହେବା ପରେ ସେ ମତେ ଛାଡି ପଳାଇ ଛନ୍ତି। ମତେ ନ୍ଯାୟ ଦରକାର। ମୋ ପୁଅ କୁ ତା ବାପା ଦରକାର। ଯେତେଯାଏ ମତେ ନ୍ଯାୟ ନ ମିଳିଛି । ମୁଁ ତାଙ୍କ ଘର ସମ୍ନା ରେ ବସି ରହିବି। ପ୍ରମ କରି ଗୋଟିଏ ପିଲା ହେବା ପରେ ଛାଡି ଦେଇଛନ୍ତି ରସିକିଆ ପ୍ରେମିକ। ଭଲପାଇ ବାର ସିକ୍ବାର ହୋଇଛନ୍ତି ଆଉ ଜଣେ ତପସ୍ବନୀ।
ଭେସ୍ପା ଶୋ ରୋମ୍ ରୁ ଆମ ପ୍ରେମ ଆରମ୍ଭ ହୋଇଥିଲା। ଏବଂ ଆମର ଗୋଟେ ଛୁଆ ହେବା ପରେ ସେ ମତେ ଛାଡି ପଳାଇ ଛନ୍ତି। ମତେ ନ୍ଯାୟ ଦରକାର। ମୋ ପୁଅ କୁ ତା ବାପା ଦରକାର। ଯେତେଯାଏ ମତେ ନ୍ଯାୟ ନ ମିଳିଛି । ମୁଁ ତାଙ୍କ ଘର ସମ୍ନା ରେ ବସି ରହିବି। ପ୍ରମ କରି ଗୋଟିଏ ପିଲା ହେବା ପରେ ଛାଡି ଦେଇଛନ୍ତି ରସିକିଆ ପ୍ରେମିକ। ଭଲପାଇ ବାର ସିକ୍ବାର ହୋଇଛନ୍ତି ଆଉ ଜଣେ ତପସ୍ବନୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।