OMG ! ବାହା ବେଦିରେ ମଦ ନିଶାରେ ବର ଶାଳୀକୁ ପିନ୍ଧାଇଲା ମାଳ ତାପରେ…ଯାହା ହେଲା ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ,ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….

ଆଜିର ଆଧୁନିକ ଯୁଗରେ ଯୁବପିଢି ମାନେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆରେ ବ୍ୟସ୍ତ ରହୁଛନ୍ତି। ସମସ୍ତେ ନିଜ ଇଚ୍ଛାରେ ଅପଲୋଡ଼ କରି ଦେଉଛନ୍ତି ନିଜ ମନ ପସନ୍ଦର ଭିଡିଓ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଆମେ ଦେଖିବାକୁ ପାଉଛୁ।

ଖାସ୍ କରି ବିବାହ ଭିଡିଓ ସୋସିଆଲ ମିଡିଆରେ ମାଳ ମାଳ ହେଉଛି ଅପଲୋଡ଼ । ଲୋକେ ଜମେଇକି ଦେଖୁଛନ୍ତି ଏବଂ ପସନ୍ଦ ବି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛି କିଛି ମଜାଦାର ଏବଂ ହୃଦୟସ୍ପର୍ଶୀ ଭିଡିଓ ।ଯାହାକୁ ଲୋକେ ବାରମ୍ବାର ଦେଖିବା ସହ ସେୟାର ବି କରୁଛନ୍ତି । ତେବେ ସେହିପରି ବିବାହ ସହ ଜଡ଼ିତ ଏକ ମଜାଦାର ଭିଡିଓ ହେଉଛି ଭାଇରାଲ । ଯାହାକୁ ଦେଖି ଆପଣ ନିଜ ହସକୁ ରୋକି ପାରିବେନି।

ତେବେ ବିବାହ କରିବା ପାଇଁ ମଦ ନିଶାରେ ବର ଜଣକ ଏମିତି କିଛି କରି ବସନ୍ତି ଯାହା ଦେଖି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି। କନିଆଁକୁ ବରମାଳା ପିନ୍ଧାଇବା ବଦଳରେ ବର ଜଣକ କନିଆଁର ଭଉଣୀ ବେକରେ ବରମାଳା ପିନ୍ଧାଇ ଦେଉଛନ୍ତି ଆଉ ତାପରେ ବରର ଅବସ୍ଥା ଯାହା ହୋଇଛି ଆପଣ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ।ଆଜ୍ଞା ହଁ ଭିଡିଓଟି ଭଲ ଭାବରେ ଦେଖନ୍ତୁ ବିବାହ ମଦ ନିଶାରେ ବର ଏଠାରେ ଅଜବ କାରନାମା କରି ବସୁଛି।

ଭିଡିଓରେ ଦେଖିବାକୁ ମିଳୁଛି ବର ଓ କନିଆଁ ଉଭୟ ହତାରେ ବରମାଳା ଧରି ଛିଡା ହୋଇଛନ୍ତି। କନିଆଁ ପାଖରେ ତାଙ୍କ ଭଉଣୀ ମଧ୍ୟ ଛିଡା ହୋଇଛନ୍ତି। କିନ୍ତୁ ବର ଜଣଙ୍କ ଷ୍ଟେଜ୍ ଉପରେ ଥାଇ ମଧ୍ୟ ମଦ ନିଶାରେ ଟଳମଳ ହେଉଛନ୍ତି ଆଉ ଯେଉଁଥି ପାଇଁ ତାଙ୍କ ପଛରୁ ଆଉ ଜଣେ ବ୍ୟକ୍ତି ଧରି ଛିଡା ହୋଇଛନ୍ତି।

ଏହ ପରେ ଆରମ୍ଭ ହେଉଛି ମାଳ ପିନ୍ଧା । ପ୍ରଥମେ କନିଆଁ ଜଣଙ୍କ ବର କୁ ବର ମାଳା ପିନ୍ଧାଉଛନ୍ତି। ଆଉ ଏହା ପରେ ବରଙ୍କ ପାଳି ସେ କନିଆଁ ବେକରେ ବରମାଳା ପିନ୍ଧାଇବେ। କିନ୍ତୁ ଏତିକି ବେଳେ ଦେଖିବାକୁ ମିଳୁଛି ଗଡବଡ।

ମଦ ନିଶା ଏତେ ଉପରକୁ ଚଢ଼ି ଯାଇଛି ଯେ ବର ଚିହ୍ନି ପାରୁନାହାନ୍ତି କିଏ କନିଆଁ ଆଉ କନିଆଁକୁ ବରମାଳା ନପିନ୍ଧାଇ ଶାଳୀ ବେକରେ ପିନ୍ଧାଇ ଦେଉଛନ୍ତି ବରମାଳା। ଆଉ ଏହା ଦେଖି ଶାଳୀ ଜଣକ ଖୁବ୍ ରାଗି ଯାଉଛନ୍ତି ଆଉ ବର ଗାଲରେ ଏକ ଶକ୍ତ ଚାପୁଡ଼ା ପକାଉଛନ୍ତି।

ତେବେ ଏହି ଭିଡିଓଟି ବିହାରରୁ ଆସିଥିବାର ଜଣା ପଡିଛି। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯିଏ ବି ଏହି ଭିଡିଓ ଦେଖୁଛି ହସି ହସି ବେଦମ୍ ହୋଇ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।