🛑EXCLUSIVE : ଘଟଣାଟିକୁ ଆଉ ରୁଟି ବେଲିଲା ଭଳି ଲମ୍ବା ନକରନ୍ତୁ..ଘଟଣାକୁ ଏଇଠି ତ୍ଵରାନ୍ଵିତ୍ୱ କରିଦିଅନ୍ତୁ,ଏମିତି କହିଲେ ଗୁଲୁଆ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପ୍ରତିଦିନ କିଛି ନା କିଛି ସୋସିଆଲ ମିଡିଆରେ ନୂତନ ନୂତନ ବିବାଦ ଦେଖିବାକୁ ମିଳିଥାଏ , ଘରେ ଥାଇ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଘଟଣାର ପ୍ରକୃତ ରହସ୍ୟ ବିଷୟରେ ଜାଣିପାରିଥାନ୍ତି । ଘଟଣା ସମ୍ପର୍କରେ ନିଜର ମତା ମତ ମଧ୍ୟ ଦେଇଥାନ୍ତି , କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଫୋଟା ଜିନ୍ସ ବିବାଦକୁ ନେଇ ଏବେ ତେଜିବାରେ ଲାଗିଛି ।

ତେବେ ଉତ୍ତରାଖଣ୍ଡର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓତ ଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଙ୍କ ଏପରି ପ୍ରତିକ୍ରିୟା ରେ ସାଧାରଣ ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବର୍ତ୍ତମାନ ସମୟରେ ବାବୁସାନ ଓ ପ୍ରକୃତି ଙ୍କର ଘଟଣା କୁ ନେଇ ଚାରି ଆଡେ ଚର୍ଚ୍ଚା, ଯାହା ଫଳରେ ପ୍ରକୃତି ଙ୍କୁ ତାଙ୍କର ବ୍ୟବହାର ଓ ଶୈଳୀ କି ନେଇ ଅନେକ ନିନ୍ଦା ମଧ୍ୟ ଶୁଣିବାକୁ ମିଳୁଛି | ତେବେ ଏହି ଘଟଣା କୁ ନେଇ ଜଣେ ମହିଳା କହିଛନ୍ତି କି, ପ୍ରକୃତି ମିଶ୍ର କହିବାକୁ ଗଲେ ଗୋଟେ ଝିଅ କିନ୍ତୁ ଶହେ ଥର ତାକୁ ଦେଖି ଚିନ୍ତା କରିବାକୁ ପଡ଼ିବ ଯେ ଇଏ ଝିଅ ନା ପୁଅ |

ତୁ କୋଉ ପ୍ରକାର ର ତୋ ଚେହେରା କୁ ନଷ୍ଟ କରି ସାରିଲୁଣି ତୁ କଣ ଖାଉଛୁ ତୋ ଭିତରେ ଭିଟାମିନ ତ ଯାଉନି, କୋଉ ବଦ ଅଭ୍ୟାସ କରିଛି ସେ ଶରୀର କୁ ନଷ୍ଟ କଲାଣି | ପୁଣି ଆମର ତ ଦୃଷ୍ଟି ଶକ୍ତି ଗଲାଣି ଦେଖା ଯାଉ ନାହିଁ ତାଙ୍କ ମା ବି ତାକୁ ଦେଖୁଛନ୍ତି ତାଙ୍କୁ କିଛି ଲାଗୁନି |

 ହଁ ଭାବୁଛନ୍ତି ଜନ୍ମ କରିଛୁ ଛାଡ଼ି ଦେଇଛୁ କବାବ ରେ ହଡି ହେବୁ, ଘରେ କାଇଁ ରହିବ ଆମେ ବୁଢ଼ା ବୁଢ଼ୀ ହେଲୁଣି ରହି ପୁଣି ଡିଷ୍ଟବାନ୍ସ କରିବ ତେଣୁ ଇଏ ବି ବାହାରେ ବୁଲୁ | ଯୋଉ ଦିନ ଗଣ୍ଡଗୋଳ ହେଲା ସେଦିନ ଯୋଉ ତୃପ୍ତି ମହାନ୍ତି ପ୍ରକୃତି ମିଶ୍ର କି ବାଡେ଼ଇଲେ ତାପରେ ପ୍ରକୃତି ତାଙ୍କ ଘରକୁ ଯିବା କଥା |

ଅପରାଜିତା ଯେଉଁ ଭଳି ମଣିଷ ଟିଏ ସିଏ କେବେ ମଧ୍ୟ ପ୍ରକୃତି ର ବାପା ମା ଙ୍କୁ ଗାଳି ଦେଇ ନାହାଁନ୍ତି କି କିଛି ଖରାପ କଥା କହି ନାହାଁନ୍ତି କିନ୍ତୁ ତାଙ୍କୁ ଆକ୍ଷେପ କରି କୁହା ଯାଉଛି | କିଏ କଣ ସେଇଟା ନିଜକୁ ଥରେ ତର୍ଜମା କରି ଦେଖିବ, ତେଣୁ ପ୍ରକୃତି ମିଶ୍ର ଏବେ ତାଙ୍କର ପ୍ରକୃତି କୁ ବଦଳାଇ ଠିକ ବାଟରେ ରୁହନ୍ତୁ ଆଉ ଭଲରେ ରୁହନ୍ତୁ |

ଫଟା ପିନ୍ଧୁ କିନ୍ତୁ ଘରେ ପିନ୍ଧୁ ବୋଉ ବାପା ଙ୍କ ପାଖରେ ପିନ୍ଧନ୍ତୁ କେବଳ ତାଙ୍କ ଆଗରେ ହିଁ ପିନ୍ଧୁ କାରଣ ସେ ବହୁତ ଖୁସି ହେବେ ଯେହେତୁ ପିଲା ବେଳୁ ତାକୁ ଅଭ୍ୟାସ କରିଛନ୍ତି | ମୁଁ ଭଗବାନ ଙ୍କୁ ଡାକୁଛି ଯଦି ମୁଁ କିଛି ପୁର୍ଣ୍ୟ କାମ କରିଛି ତେବେ ମୋ ମାଧ୍ୟମ ରେ ସେ ଝିଅ କୁ ସଦବୁଦ୍ଧି ଦିଅ ବୋଲି ମହିଳା ଜଣଙ୍କ କହିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।