OMG ! କାଳବନ୍ତି ଦୁର୍ଗ ଟ୍ରେକ୍,ଦୁର୍ବଳ ବ୍ୟକ୍ତି ଭି ଭିଡ଼ିଓ କୁ ଦେଖନ୍ତୁ ନାହିଁ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଅଜବ ଘଟଣା ଦେଖିବାକୁ ମିଳେ ଯାହା ଖୁବ ଆଶ୍ଚର୍ଯ୍ୟ କରିଥାଏ। ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ରିଏଲ ହୋଇଥିବା ବେଳେ କିଛି ଭିଡ଼ିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥାଏ। ଅନେକ ଲୋକେ ୟୁଟ୍ୟୁବ ମଧ୍ୟମରେ ନିଜ ଜୀବନଶୈଳୀକୁ ନେଇ ବ୍ଲୋଗ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି।
କିନ୍ତୁ ବେଳେ ବେଳେ କିଛି ଲୋକେ ସୋସିଆଲ ମିଡିଆରେ ଫେମସ ହେବା ଲୋକେ ଏପରି କିଛି ଭିଡିଓ କରି ପୋଷ୍ଟ କରିଥାନ୍ତି ଯାହାକୁ ସହଜରେ ବିଶ୍ଵାସ କରି ହୁଏ ନାହିଁ। ଲୋକେ ଏଠି ଫେମସ ହେବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ଫୋଟ ଉଠାଇ ଭିଡ଼ିଓ କରି ପୋଷ୍ଟ କରିବା ପାଇଁ ପଛାଉ ନାହାଁନ୍ତି।
ତେବେ ଆଜି ଆମେ ସେହି ଭଳି ଏକ ଭିଡିଓ ବାବଦରେ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ଆଜିର ଦିନରେ ଲୋକେ ଫେମସ ହେବା ପାଇଁ କେଉଁ କେଉଁ ପନ୍ଥା ଅବଲମ୍ବନ କରି ପରାନ୍ତି ଆଉ କେତେ ବିପଦସ୍ଥାନକୁ ଯାଇ ପହଁଚି ପାରନ୍ତି।
ତେବେ ୟୁଟ୍ୟୁବରେ ଅପଲୋଡ଼ କରା ଯାଇଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି କିଭଳି ଭାବରେ ଏକ ଉଚ୍ଚ ଦୁର୍ଗ ଉପରକୁ ଚଢୁଛନ୍ତି ତାହାକୁ ଦେଖିଲେ ହୁଏତ ଆପଣଙ୍କ ମୁଣ୍ଡ ବୁଲାଇ ଦେବ ଏବଂ ଆପଣ ହୁଏତ ଏହାକୁ ସହଜରେ ବିଶ୍ଵାସ କରି ପାରିବେ ନାହିଁ।
ଦୁର୍ଗଟି ଏତେ ବିପଦପୂର୍ଣ୍ଣ ଯେ ଟିକିଏ ଅସାବଧାନତା ପାଇଁ ଜୀବନ ମଧ୍ୟ ଚାଲିଯାଇ ପାରେ।ତେବେ ଏହି ଦୃଶ୍ୟଟି ହେଉଛି ମହାରାଷ୍ଟ୍ରର କାଳବନ୍ତି ଦୁର୍ଗ ଟ୍ରେକର ଦୃଶ୍ୟ। ଯେଉଁଠିକୁ ପ୍ରତିବର୍ଷ ବହୁ ସଂଖ୍ୟାର ପର୍ଯ୍ୟଟକ ବୁଲିବା ପାଇଁ ଯାଇଥାନ୍ତି। କିନ୍ତୁ ଏହି ଦୁର୍ଗଟି ଏତେ ବିପଦପୂର୍ଣ୍ଣ ଯେ ଏହାକୁ ପାର କରିବା ସାଧାରଣରେ ସମ୍ଭବ ହୋଇ ନଥାଏ।
ତେବେ ଏଠାରେ ଜଣେ ବ୍ୟକ୍ତି ଦୁର୍ଗକୁ ଉପରକୁ ଚଢ଼ି ପୁଣି ଓହ୍ଲାଇଛନ୍ତି ଯାହାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ କରାଯାଇଛି। ତେବେ ଭିଡିଓ ଦେଖିବାକୁ ମିଳିଛି ପାଗ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଛି। ଏଥି ସହିତ ବ୍ୟକ୍ତି ଜଣକ ଦୂର୍ଗ ଚଢ଼ିବା ପୂର୍ବରୁ ହୁଏତ ବର୍ଷା ହୋଇଥିଲା ଯେଉଁଥି ପାଇଁ ଦୂର୍ଗର ଚାଡ଼ିଆଡେ ପାଣି ବହିବାରେ ଲାଗିଛି।
ତେବେ ଏଭଳି ଏକ ପ୍ରତିକୂଳ ପାଗରେ ବ୍ୟକ୍ତି ଜଣକ ଯେଉଁଭଳି ଭାବରେ ଦୂର୍ଗ ଚଢ଼ି ଦେଖାଇଛନ୍ତି ତାହା ଯେତିକି ରୋମାଞ୍ଚକର ସେତିକି ଭୟଙ୍କର ମଧ୍ୟ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଏଥି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭୟଙ୍କର ଦୃଶ୍ୟଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଲେଣି ଏଥି ସହିତ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ ଲାଇକ ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।