viral ଭିଡ଼ିଓ -OMG ! ପେଗ ବଢ଼େଇ ଦେ “ଗୀତରେ ଅଭିନେତ୍ରୀ ଉଷାସୀଙ୍କ ହଟ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଓଡ଼ିଆ ସିନେମା ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଉଷଶୀ ମିଶ୍ର। ସିନେମା ହେଉ କି ଧାରାବାହିକ, ଯାତ୍ରା ହେଉ କି ମଞ୍ଚ ଅଭିନୟ ସବୁଥିରେ ନିଜର ପାରିଦର୍ଶିତା ଦେଖାଇଛନ୍ତି ଓଲିଉଡ ଅଭିନେତ୍ରୀ ଉଷଶୀ ମିଶ୍ର । ହିରୋଇନ ଠାରୁ ଆରମ୍ଭ କରି ମା ଭୂମିକାରେ ସବୁ କ୍ଷେତ୍ରରେ ଦର୍ଶକଙ୍କୁ ଏହି ଅଭିନେତ୍ରୀ ଖୁବ ପସନ୍ଦ ଆସିଛନ୍ତି। ଛୋଟ ପରଦା ହେଉ କି ବଡ ପରଦା ଦର୍ଶକେ ତାଙ୍କ ଅଭିନୟକୁ ସବୁବେଳେ ପସନ୍ଦ କରି ଆସିଛନ୍ତି । ଆଜିକାଲି ଉଷଶୀଙ୍କୁ କିଛି ରିୟାଲିଟି ଶୋ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ ନିକଟରେ ଉଷଶୀ ମିଶ୍ର ତାଙ୍କର ଏକ ରିଲସ୍ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ନିଶା ନିଶା ରାତି ଗୀତରେ ଝୁମି ଝୁମି ଡାନ୍ସ କରି ଉଠିଛନ୍ତି ଏହି ଲୋକ ପ୍ରିୟ ଅଭିନେତ୍ରୀ ଉଷଶୀ ମିଶ୍ର। ମଦ ପିଇବାର ଆକ୍ଟିଙ୍ଗ କରି ବେଶ ଖୁବ୍ ଝୁମୁଛନ୍ତି ଏହି ଅଭିନେତ୍ରୀ ଜଣକ। ସୂଚନା ଅନୁଯାୟୀ ମଞ୍ଜରୀ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ସୁନା ଫରୁଆ ସୁଟିଂ ସେଟରେ ଉଷଶୀ ମିଶ୍ର ଏଭଳି ଡାନ୍ସ କରୁଥିବାର ନଜର ଆସୁଛନ୍ତି।

 

 ଏହି ଭିଡିଓକୁ ନେଇ ବର୍ତ୍ତମାନ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଯେଉଁଥିରେ କି ମଦ ଭିଡିଓରେ ଖୁବ୍ ଭାଇରାଲ ହେଉଛନ୍ତି ଉଷଶୀ ମିଶ୍ର। ଏବଂ ସାମାଜିକ ଗଣ ମାଧ୍ୟମରେ ଏହି ଭିଡିଓଟି ନିଆଁ ଭଳି ଭାଇରାଲ ହେଉଛି।

ଭିଡିଓରେ ଉଷଶୀ ମିଶ୍ରଙ୍କ ଡାନ୍ସ ଆକ୍ଟିଙ୍ଗ ପୁରା ମଦୁଆ ଭଳି ଲାଗିଛି। ମଦ ପିଇ ନଥିଲେବି ମଦୁଆଙ୍କ ଭଳି ଅଭିନୟ କରି ଲୋକ ମାନଙ୍କୁ ହସାଉଛନ୍ତି ଏହି ଅଭିନେତ୍ରୀ ଜଣକ। ତାଙ୍କର ଏଭଳି ମଜାଳିଆ ଡାନ୍ସରେ ଦର୍ଶକ ମାନେ ହସି ହସି ବେଦମ୍ ହୋଇ ଛନ୍ତି।

ତେବେ ଆପଣ ମାନେ ପ୍ରାୟତଃ ସମସ୍ତେ ଜାଣିଥିବେ ଏହି ଲୋକ ପ୍ରିୟ ଅଭିନେତ୍ରୀ ଉଷଶୀ ମିଶ୍ର ବର୍ତ୍ତମାନ ସମୟରେ ମଞ୍ଜରୀ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ନୂଆ ଓଡ଼ିଆ ମେଗା ଧାରାବାହିକ ସୁନା ଫରୁଆ ରେ ମା ଭୂମିକାରେ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ସୁଟିଂ ସେଟରେ କିଛି ସମୟ ବିରତି ପାଇବା ପରେ ଏଭଳି କିଛି ଭିଡିଓ କରି ଲୋକ ମାନଙ୍କୁ ହସାଇ ଛନ୍ତି ଏହି ଅଭିନେତ୍ରୀ ଜଣକ।

ତେବେ କେବଳ ଏତିକି ନୁହେଁ ଉଷଶୀ ମିଶ୍ରଙ୍କ ସହିତ ସୁନା ଫରୁଆର ଆଉ କିଛି କଳାକାର ମଧ୍ୟ ନାଚୁ ଥିବାର ନଜର ଆସୁଛନ୍ତି। କିଏ ନଡ଼ିଆ ତେଲ ବୋତଲ ତ ଆଉ କିଏ ପାଣି ବୋତଲ ଧରି ନିଶା ନିଶା ରାତି ଗୀତରେ ଝୁମି ଉଠିଛନ୍ତି।

ତେବେ କମେଡି କିଙ୍ଗ ପପୁ ପମପମ୍ ଙ୍କ ଏହି ନିଶା ନିଶା ରାତି ଗୀତଟି ବର୍ତ୍ତମାନ ସମୟରେ ଖୁବ୍ ଟ୍ରେଣ୍ଡରେ ରହିଛି। ତେବେ ଏହି ଗୀତରେ ଉଷଶୀ ମିଶ୍ର ମଧ୍ୟ ବାଦ୍ ପଡି ନାହାଁନ୍ତି ସେ ମଧ୍ୟ ଏହି ଗୀତରେ ରିଲସ୍ କରି ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।