ଓଃ ..କି..ଡାନ୍ସ ! ଯୁବତୀଙ୍କ ସହ ହଟ reels କରି ପୁଣି viral ହେଲେ ବର୍ଷ ଭାଉଜ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ବୋହୁ ଚର୍ଚ୍ଚିତ ବର୍ଷା ଓ ଟୁଁଙ୍ଗୁରୁ ଭୋଳ ଙ୍କର ପ୍ରେମ କାହାଣୀ ବିଷୟରେ ଆପଣ ମାନେ ତ ଖୁବ ଭଲ ଭାବରେ ଜାଣିଥିଲେ |ସେସିଆଲ ମିଡିଆରେ ନିଜର ପ୍ରେମ କାହାଣୀ ମାଧ୍ୟମରେ ଓଡିଶା ରେ ଘରେ ଘରେ ପରିଚିତ ହୋଇ ଗଲେଣି ଟୁଁଙ୍ଗୁରୁ ଆଉ ବର୍ଷା |

ତେବେ ଟୁଁଙ୍ଗୁରୁ ଙ୍କର ମ୍ୟୁଜିକ ଭିଡିଓ ରିଲିଜ ହେଇଥିବା ର ଖବର ଆପଣ ମାନେ ଶୁଣିଥିଲେ ଓ ଜାଣିଥିଲେ ମଧ୍ୟ, ସେସିଆଲ ମିଡିଆରେ ମାଧ୍ୟ ତାହା ଭାଇରାଲ ହେଇଥିଲା ଓ ସମସ୍ତେ ମଧ୍ୟ ବେଶ ପସନ୍ଦ କରିଥିଲେ ଟୁଁଗୁରୁଙ୍କୁ | ଠିକ ସେହିଭଳି ବର୍ଷା ଙ୍କର ମ୍ୟୁଜିକ ଭିଡିଓ ନୂଆ ରିଲିଜ ହୋଇଛି , ତେବେ ବର୍ତ୍ତମାନ ଦେଖିବାର ଅଛି କି କିଏ ବେଶୀ ଫେମସ ହେଉଛନ୍ତି, ଆଉ କାହାକୁ ଦର୍ଶକ ମାନେ ଅଧିକ ଭଲ ପାଇବା ଦେଉଛନ୍ତି |

ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ବର୍ଷା ଓ ଟୁଁଙ୍ଗୁରୁ ଙ୍କୁ ନେଇକି ପ୍ରେମ କାହାଣୀ, ଆଉ ଯାହାର ମ୍ୟୁଜିକ ଭିଡିଓ ର ସୁଟିଂ ମଧ୍ୟ ଏବେ ଚାଲିଛି | ତେବେ ଟୁଁଙ୍ଗୁରୁ ଙ୍କୁ ନେଇକି ମ୍ୟୁଜିକ ଭିଡିଓ ସୁଟିଂ ହେଇଥିଲା ବେଳେ ବର୍ଷା ଆଗରୁ ମ୍ୟୁଜିକ ଭିଡିଓ ସୁଟିଂ କରିନଥିଲେ |କିନ୍ତୁ ଏବେ ବର୍ଷା ସୁଟିଂ କରୁଛନ୍ତି ଆଉ ସେ ମିଡ଼ିଆ ସାମ୍ନାରେ କହିଛନ୍ତି କି, ଆଜି ତାଙ୍କର ଦୁଇ ଜାଗାରେ ଭିଡିଓର ସୁଟିଂ ଥିଲା |

ତେବେ ପ୍ରଥମେ ସେମାନେ କଟକ ରେ ସୁଟିଂ କରିଥିଲେ , ତାପରେ ସେମାନେ ଭୁବନେଶ୍ୱର ଯାଇଥିଲେ ସୁଟିଂ ପାଇଁ ଓ ପୁଣି ସେମାନେ କଟକ ଯାଉଛନ୍ତି | ତେବେ ବର୍ଷା ଙ୍କର କହିବା କଥା କି ତାଙ୍କର ମ୍ୟୁଜିକ ଭିଡିଓ ଟିର ନାଁ ହେଉଛି “ବର୍ଷା କାନ୍ଦିଲା ଟୁଁଙ୍ଗୁରୁ ପାଇଁ ” |ତେବେ ପ୍ରଥମେ ବର୍ଷା ଏକା ମ୍ୟୁଜିକ ଭିଡିଓ ସୁଟିଂ କରିଥିଲା ବେଳେ ପରେ ସିଏ ଟୁଁଙ୍ଗୁରୁ ଙ୍କ ସହିତ ସୁଟିଂ କରିବେ ବୋଲି କହିଛନ୍ତି, ଆଉ ତାଙ୍କୁ ଯଦି ସିରିଏଲ ରେ ଅଫର ଅସେ ତାହେଲେ ସେ କରିବେ ବୋଲି କହିଛନ୍ତି |

 ତାହା ଛଡା ବର୍ଷା ଟୁଁଙ୍ଗୁରୁ ଙ୍କୁ ନୂଆ ଫୋନ ଓ ଟଙ୍କା ମଧ୍ୟ ଦେଉଥିଲେ ସେହି କଥା କୁ ନେଇକି ବର୍ଷା କହିଛନ୍ତି କି, ମୁଁ ଗହଣା ବିକିକି ପଇସା ଦିଏ କି ଯୋଉଠୁ ଆଣିକି ସେଇଟା ମୋ ପୋରସନାଲ କଥା | ତେବେ ମ୍ୟୁଜିକ ଭିଡିଓ ସୁଟିଂ କରୁଥିବା ଲୋକ ଜଣଙ୍କ କହିଛନ୍ତି କି ଟୁଁଙ୍ଗୁରୁ ଆଉ ବର୍ଷା ଦୁଇଜଣ ଭୋଳ ଆକ୍ଟିଙ୍ଗ କରୁଛନ୍ତି , ତେବେ ଟୁଁଙ୍ଗୁରୁ ଠୁ ବର୍ଷା ଭୋଳ ଏକ୍ସପ୍ରେସନ ଦେଇଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି ମିଡ଼ିଆ ମାନଙ୍କ ଯୋଗୁଁ ସେମାନେ ଆଜି ଏତେ ଭାଇରାଲ ହେଉଛନ୍ତି, ଯେହେତୁ ସେମାନେ ଏବେ ଚିନ୍ହା ଚେହେରା ଆଉ ଲୋକ ମାନେ ଜାଣିଛନ୍ତି ସେମାନଙ୍କୁ, ସେଠି ପାଇଁ ସେ ଟୁଁଙ୍ଗୁରୁ ଆଉ ବର୍ଷା ଙ୍କ ମ୍ୟୁଜିକ ଭିଡିଓ ବନେଇଛନ୍ତି |ତାହା ବ୍ୟତୀତ ଆଉ କିଛି ବି ସମ୍ପର୍କ ସେମାନଙ୍କ ସହିତ ନାହିଁ | ଯାହା ଏବେ ଏହି ଖବର ଟି ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।