ଇଣ୍ଡିଆନ idol ଷ୍ଟେଜରେ କମାଲ କଲେ ଓଡ଼ିଆ ପୁଅ ପ୍ରଭୁପାଦ ! ଜର୍ଜ ଦେଖି ହେଲେ ଆଶ୍ଚର୍ଯ୍ୟ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଚାଲିଛି ମୁମ୍ବାଇ ରେ ଇଣ୍ଡିଆନ ଆଇଡ଼ଲ ଓଡିସନ । ଏହା ହେଉଛି ଇଣ୍ଡିଆନ ଆଇଡ଼ଲ 13 ତମ ଓଡିସନ । ଏହା ପୂର୍ବରୁ 12 ତମ ଇଣ୍ଡିଆନ ଆଇଡ଼ଲ ଆସି ଥିଲା । ଏହି 12 ତମ ଓଡିସନ ରେ ପବନ ଦୀପ ରାଜନ ପ୍ରଥମ ସ୍ଥାନ ଅଧିକାର କରି ଥିବା ସମୟ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଥିଲେ ଅରୁନିତା କାଞ୍ଜି ଲାଲ ।

ତେବେ ଏବେ ସେମାନେ ଦୁଇ ଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଇ ଛନ୍ତି । ଏ ବର୍ଷ ର ଇଣ୍ଡିଆନ ଆଇଡ଼ଲ ରେ ଭାଗ ନେଇ ଛନ୍ତି ଜଣେ ଓଡ଼ିଆ ପୁଅ । ତାଙ୍କ ନାମ ହେଉଛି ପ୍ରଭୁ ପଦ । ପ୍ରଭୁ ବଡ଼ ଓଡିଶା ରେ ବହୁତ ନାମ କମାଇ ଛନ୍ତି ।

2014 ମସିହା ରେ ସେ ସାରେ ଗାମା ପା ରେ ପ୍ରଥମ ସ୍ଥାନ ଅଧିକାର କରି ଥିଲେ । ପ୍ରଭୁ ପଦ ଙ୍କ ଘର ଓଡିଶା ର ବାଲେଶ୍ୱର ଜିଲ୍ଲା ରେ ଅବସ୍ତିତ । ତେବେ ତାଙ୍କୁ ଆପଣ ମାନେ ଓଡ଼ିଆ ରେ ରିଅଲିଟି ଶୋ ହେଉ କିମ୍ବା ଷ୍ଟେଜ ଶୋ ରେ ଆପଣ ମାନେ ଓଡ଼ିଆ ରେ ଗୀତ ଗାଉ ଥିବାର ଶୁଣି ଥିବେ ।

କିନ୍ତୁ ଆଜି ସେ ପ୍ରଥମ ଥର ପାଇଁ ଇଣ୍ଡିଆନ ଆଇଡ଼ଲ ସିଜିନ 13 ରେ ପାଦ ଦେଇ ଛନ୍ତି । ଆଉ ସେଠାରେ ନିଜର କଳା ର ଜଲବା ଦେଖାଇ ଛନ୍ତି । ଆଉ ଆପଣ ମାନେ ମଧ୍ୟ ତାଙ୍କ କଣ୍ଠ ରୁ ହିନ୍ଦୀ ଗୀତ ଶୁଣିବା ପାଇଁ ପାଇ ପାରିବେ । ତେବେ ଏହି ଓଡିସନ ମୁମ୍ବାଇ ରେ ହେଇ ଥିବା ବେଳେ , ପ୍ରଭୁପଦ ମୁମ୍ବାଇ ଯାଇ ଥିଲେ ।

ଆଉ ତା ପରେ ସେଠାରେ ଓଡିସନ ଦେଇ ଥିଲେ । ସେ ସେଠାରେ ଗୋଟିଏ ସୁନ୍ଦର ଗୀତ ଟିଏ ଗାଈ ଥିଲେ । ଯାହା ଫଳ ରେ ଜଜେସ ମାନେ ବହୁତ ଖୁସି ହୋଇ ଯାଇ ଥିଲେ । ଏବେ ଜାଣନ୍ତୁ ସେ କେଉଁ ଗୀତ ଗାଇ ଥିଲେ । ତୁନେ ତୋ ପଲ ଭର ମେ ଚୋରି କିୟା ରେ ଜିୟା ମୋରେ ପ୍ରିୟା ।

ସେ ଏହି ଗୀତ ରେ ଏତେ ଭାବ ପ୍ରବଣ ହୋଇ ଗାଇ ଥିଲେ ଯେ , ଜଜେସ ମାନେ ବହୁତ ଖୁସି ହୋଇ ଥିଲେ । ସେଠାରେ ତାଙ୍କୁ ନେହା କାକର ଆସିକ ବୋଲି କହି ଥିଲେ । ଆଉ ତା ପରେ ଆଗ ରାଉଣ୍ଡ କୁ ଚୟନ କରି ଥିଲେ । ଓଡିଶା ର କଳା ଆଜି ବାହାରେ ପ୍ରସ୍ଫୁଟିତ ହେଉଛି ।

ଓଡିସନ ଭିଡିଓ ଟି ଆଜି ଓଡିଶା ସମେତ ସବୁ ରାଜ୍ୟ ରେ ହଲ ଚଲ ସୃଷ୍ଟି କରୁଛି । ଆପଣ ମାନେ ମଧ୍ୟ ପ୍ରଭୁ ପଦ କୁ ଆଶୀର୍ବାଦ କରନ୍ତୁ । ଯେମିତି ସେ ଇଣ୍ଡିଆନ ଆଇଡ଼ଲ ଜିତି ଓଡିଶା ର ନାମ କୁ ଯେମିତି ରସନ କରି ଦେବ । ତେବେ ଆପଣ ମାନେ ଇଣ୍ଡିଆନ ଆଇଡ଼ଲ ଦେଖୁ ଥାନ୍ତୁ ଆଉ ଓଡିଶା ର ପିଲା କୁ ସପର୍ଟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!