ଯାତ୍ରା ହିରୋଇନ ରୀନା କହିଲେ ମୋତେ ଗୋଡେଇ ଗୋଡେଇ ରେପ୍ କରନ୍ତି ସେ !ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ଦୁନିଆ ରେ କଳା କାର ମାନଙ୍କ ମଧ୍ୟ ରୁ ଯାତ୍ରା କଳା କାର ଅନ୍ୟତମ । କାରଣ ସେମାନେ ଯାହା କରି ଥାନ୍ତି ପୁରା ରିଏଲ ଆକ୍ଟିଂଗ । ଆଉ ଥରେ ଭୁଲ ହେଇ ଗଲେ ସବୁ ସରିଲା । ସବୁ ସରିଲା କହିଲେ ଲୋକ ମାନେ ଚିଆର ଫୋପାଡିବେ । ହେଲେ ମଧ୍ୟ ସେମାନେ କେବେ ଭୁଲ କରନ୍ତି ନାହିଁ ସବୁ ଠିକ କରନ୍ତି । ସେଥି ପାଇଁ ଲୋକ ମାନେ 200 ଟଙ୍କା ଦେଇ ଯାତ୍ରା ଦେଖିବା ପାଇଁ ଯାଇ ଥାନ୍ତି । କିନ୍ତୁ ଯାତ୍ରା କଳା କାର କୁ ଦୁନିରେ କେହି ପଚାରନ୍ତି ନାହିଁ ।
ଦେଖିବେ ଯେତେ ବେଳେ ଯାତ୍ରା ପାର୍ଟି ଲୋକ ଯାତ୍ରା କରିବା ପାଇଁ ଆସନ୍ତି ତାକୁ କୋଉ ଭଙ୍ଗା ଘର ଦିଆ ଯାଇ ଥାଏ ରହିବା ପାଇଁ । ଆଉ ସଧାରଣ ଲୋକ ମାନେ କେବେ କୋଉ ଯାତ୍ରା ପାର୍ଟି ଝିଅ କୁ ବିବାହ କରନ୍ତି ନାହିଁ । କାରଣ ସେମାନେ ଜାଣନ୍ତି ଯେ ଯାତ୍ରା ପାର୍ଟି ର ଲୋକ ଯାତ୍ରା ପାର୍ଟି ର ଝିଅ କୁ ଭଲ ପାଇ ବିବାହ କରି ଥାନ୍ତି । ଆପଣ ମାନେ ମଧ୍ୟ ବହୁତ ସମୟ ଦେଖି ଥିବେ ଯାତ୍ରା ପାର୍ଟି ର ହିରୋଇନ ଯାତ୍ରା ପାର୍ଟି ର ଭିଲିଆନ କୁ ବିବାହ କରି ଥିବ ।
ତେଣୁ ଯାତ୍ରା ପାର୍ଟି ଲୋକ ସବୁ ବେଳେ ତାଙ୍କ ଜାତି ର ଝିଅ କୁ ବିବାହ କରନ୍ତି । ଆଉ ସାଥି ହେଇ ଯାତ୍ରା କରି ଥାନ୍ତି । ସେଥି ପାଇଁ ସାଧାରଣ ଲୋକ ଯାତ୍ରା ପାର୍ଟି ଲୋକ କୁ ବେସି ପସନ୍ଦ କରନ୍ତି ନାହିଁ । ତେବେ ଆଜି ଆମେ ଆପଣଂକୁ ଯାହାଙ୍କ ବିଷୟ ରେ କହିବା ପାଇଁ ଯାଉଛୁ । ସେ ମଧ୍ୟ କିଛି ଦିନ ତଳେ ଯାତ୍ରା ପାର୍ଟି ଲୋକ ଙ୍କୁ ବିବାହ କରି ଛନ୍ତି ।
ଯାତ୍ରା କଳା କାର ରୀନା କୁ ତ ଆପଣ ମାନେ ପ୍ରାୟ ଜାଣି ଥିବେ । ରୀନା ଆଜି ଜଣେ ଯାତ୍ରା ପାର୍ଟି ର ନାମୀ ଦାମି ଭିଲିଆନ କୁ ବିବାହ କରି ଛନ୍ତି । ଭିଲିଆନ ମିଲନ କୁ ଆପଣ ମାନେ ପ୍ରାୟ ଜାଣି ଥିବେ । ଆସନ୍ତୁ ଏବେ ରୀନା ବିଷୟ ରେ କିଛି ଜାଣିବା ।
ପ୍ରଥମେ ରୀନା ଛୋଟ ଛୋଟ ଯାତ୍ରା ପାର୍ଟି ରେ ଯାତ୍ରା କରୁ ଥିଲେ । ତାଙ୍କର ଆକ୍ଟିଂଗ ଦେଖି ବଡ଼ ବଡ଼ ପାର୍ଟି ତାଙ୍କୁ ଡାକି ଥିଲେ । ଆଉ ସେ ବଡ଼ ପାର୍ଟି ରେ ମଧ୍ୟ ଯାତ୍ରା ଆରମ୍ଭ କରି ଥିଲେ । ତେବେ ଭିଲିଆନ ର ସେହି ରେପ ସୀନ , ଟଣା ଘସରା ତାଙ୍କୁ ବହୁତ ଭଲ ଲାଗି ଥିଲା ।
ସେଥି ପାଇଁ ସେ ପ୍ରଥମେ ପ୍ରୋପଜ କରି ଥିଲେ ଭିଲିଆନ ମିଲନ କୁ । ଆଉ ତାଙ୍କ ଭଲ ପାଇବା ସତ ହୋଇ ଥିଲା । ସେ ଭଲ ଫୋଳ ମଧ୍ୟ ପାଇ ଥିଲେ । ଆଉ ଶେଷରେ ସେ ମିଲନ କୁ ବିବାହ କରି ଥିଲେ । ଏବେ ସେମାନେ ଗୋଟେ ପାର୍ଟି ରେ ରହୁ ଛନ୍ତି ବୋଲି କହି ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।