Viral Video : ଯଦି ସେମାନଙ୍କର ଇଚ୍ଛା ହେଉଛି ବାହାହେବାକୁ ବାହା ହୁଅନ୍ତୁ ..ଦିଲ୍ଲୀ ବମ୍ବେରେ ପୁଣି 5ଟା 6ଟା ବାହା ହେଉଛନ୍ତି,ଯୁବକ କହିଲେ ଏମିତି,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ –

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।
ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

ଦର୍ଶକ ମାନଙ୍କ ମନକୁ ଛୁଇଁ ପାରୁଥିବା ପରି ଅଭିନୟ କରି ଅନେକ ହିରୋ ହିରୋଇନ୍ ସବୁବେଳେ ଚର୍ଚ୍ଚା ବିଷୟ ପାଲଟି ଥାଆନ୍ତି। ତେବେ ବର୍ତ୍ତମାନ ଓଡ଼ିଆ ଫିଲ୍ମ୍ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ତେବେ କଣ ରହିଛି ଏହି ଭିଡିଓ ରେ ଆସନ୍ତୁ ଜାଣିବା ;

ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଙ୍କ ପୁଅ ଅଟନ୍ତି ବାବୁସାନ୍ ମହାନ୍ତି । ବାବୁସାନ୍ ମହାନ୍ତି ସବୁବେଳେ ଅପରାଜିତା ମହାନ୍ତି ଙ୍କ ସହିତ ମଜା ମସ୍ତି କରିଥିବାର ନଜର ଆସି ଥାଆନ୍ତି । ଏବେ ବି ମଧ୍ୟ ସେ ନିଜ ମା କୁ ଭିଡିଓ ରେ ବାଟୁଳି ମାରିବା ର ସିଖାଉ ଥିବାର ଭିଡିଓ ରେ ନଜର ଆସିଛନ୍ତି ।


ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ଯେଉଁଠି ବାବୁସାନ୍ ମହାନ୍ତି ନିଜ ମା କୁ ବାଟୁଳି ମାରିବା ଶିଖାଉ ଥିବାର ନଜର ଆସିଛନ୍ତି। ବାବୁସାନ୍ ମହାନ୍ତି ଅପରାଜିତା ମହାନ୍ତି ଙ୍କୁ ଅତି ସୁନ୍ଦର୍ ଭାବେ ବାଟୁଳି ମାରିବା ଶିଖାଇ ଅଛନ୍ତି। ଅପରାଜିତା ମହାନ୍ତି ମଧ୍ୟ ଏହାକୁ ଖୁବ୍ ଶୀଘ୍ର ଶିଖି ଯାଇଛନ୍ତି।

ତେବେ ବାବୁସାନ୍ ମହାନ୍ତି ସବୁବେଳେ ନିଜ ମା ଅପରାଜିତା ମହାନ୍ତି ଙ୍କ ସହିତ ମଜା ମସ୍ତି କରିଥିବାର ନଜର ଆସନ୍ତି ଓ ତାଙ୍କର ଏମିତି ଅନେକ ଭିଡିଓ ସେ ସୋସିଆଲ ମିଡିଆରେ ପୂର୍ବରୁ ଅପଲୋଡ଼ କରିଛନ୍ତି । ତେବେ ନିଜ ମା ଅପରାଜିତା ମହାନ୍ତି ଙ୍କୁ ବାଟୁଳି ମାରିବା ଶିଖାଇ ଥିବାର ଭିଡିଓ ମଧ୍ୟ ବାବୁସାନ୍ ମହାନ୍ତି ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ।

ଅପରାଜିତା ମହାନ୍ତି ବହୁତ୍ ପୁରୁଣା ଅଭିନେତ୍ରୀ ଅଟନ୍ତି ସେ ହିରୋଇନ୍ ଠାରୁ ଆରମ୍ଭ କରି ମା ହେବାର ଭୂମିକା ଜାଏ ଅଭିନୟ କରି ଅନେକ ହିଟ୍ ଚଳଚ୍ଚିତ୍ର ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।