Big Breaking: ପତ୍ନୀଙ୍କ ଅଭିଯୋଗର ମୁକାବିଲା ପାଇଁ ଆଗୁଆ ଜାମିନ ଆବେଦନ କଲେ ବାବୁସାନ Babushaan Mohanty।ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବାବୁସାନ ମହାନ୍ତି ମୁମ୍ବାଇ ରୁ ଫେରିବା ପରେ ଗଲେ ହାଇକୋର୍ଟ।ଆପଣ ମାନେ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ପ୍ରେମ କାହାଣୀ ବିଷୟରେ ଜାଣିଥିବେ ।ତାଙ୍କ ସହ ଯାହା ଘଟିଲା ତା ପରେ ଉଭୟ ବାବୁଶାନ୍ ଏବଂ ପ୍ରକୃତି ଚେନ୍ନାଇ ଯାଇଥିଲେ।ଦୁଇ ଜଣ ଗୋଟିଏ ହୋଟେଲରେ ରୁମ୍ ବୁକ୍ କରି ଥିବାର ମଧ୍ୟ ଖବର ମିଳିଥିଲା ତେବେ ସେହି ଦୁଇ ଜଣ ଚେନ୍ନାଇ ଯିବା ପରେ ଏମାନଙ୍କ ବିଷୟରେ କିଛି ଖବର ମିଳି ନଥିଲା।

ତେବେ ବର୍ତମାନ ସମୟ ରେ ମା ଅପରାଜିତା ସେମାଙ୍କୁ ଆସିଛନ୍ତି ବାବୁସାନ ଙ୍କ ପାଇଁ,ଆଉ ସେ ଏକ ଭିଡିଓ ବାର୍ତା ଜାରି କରିବାର ଦେଖିବାକୁ ମିଳିଛି,ଯେଉଁଥିରେ ଅପରାଜିତା କହିଛନ୍ତି କି ସେ ବାବୁସାନ ଓ ତାଙ୍କ ପରିବାର ତରଫ ରୁ ସମସ୍ତ ଓଡ଼ିଶାବାସୀ ଙ୍କୁ ନମସ୍କାର କରୁଛନ୍ତି ସେ ଏକଥା କହିଥିଲେ କି ଆପଣଙ୍କ ସାହାଯ୍ୟ ସହଯୋଗ ବିନା ହୁଏତ ମୋ ପୁଅ ଫେରିଥାନ୍ତା କି ନାହିଁ ଜଣା ନାହିଁ।

ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ବିଶେଷ କରି ବାବୁସାନ ବହୁତ ଟାଇଡ ହେଇକି ଆସିଛି ଓ ସେ ଶୋଉଚି ଓ ସମସ୍ତଙ୍କୁ ଅନୁରୋଧ କରିଛି ଯେ ମାମା ସମସ୍ତେ ଖରା ରେ ଠିଆ ହେଇଛନ୍ତି ମତେ ଭଲ ଲାଗୁନି ଆଉ ମୁଁ ଆଜି ଦୁଇଦିନ ରେଷ୍ଟ ନେବି ଓ ଏହାପରେ ମୋ ମନ କଥା ସମସ୍ତଙ୍କ ଆଗେ କହିବି ଆଉ ଦୟାକରି ଏଠାରେ ଠିଆ ହୁଅନ୍ତୁ ନାହିଁ ମୋତେ ମଧ୍ୟ ଖରାପ ଲାଗୁଚି!

ନାନା ପ୍ରକାରର ଖବର ଶୁଣିବାକୁ ମିଳିଥିଲା କିନ୍ତୁ ଏସବୁ ଭିତରେ ଗତ କାଲି ପ୍ରକୃତି ମିଶ୍ର ନିଜ ବାପା ମନ୍ମଥ ମିଶ୍ରଙ୍କ ସହ ଚେନ୍ନାଇରୁ ଭୁବନେଶ୍ୱର ଆସିଥିଲେ ଏବଂ ଖାରବେଳ ନଗର ଥାନାରେ ନିଜର ବୟାନ ମଧ୍ୟ ଦେଇଥିଲେ ଏସବୁ ଭିତରେ ଆଉ ଏକ ପ୍ରଶ୍ନ ସୃଷ୍ଟି ହୋଇଥିଲା କି ବାବୁଶାନ କେବେ ଓଡ଼ିଶା ଆସିବେ ତାଙ୍କୁ!


ମଧ୍ୟ ଗତକାଲି ଚେନ୍ନାଇ ଏୟାରପୋର୍ଟ ରେ ଦେଖା ଯାଇଥିଲା କିନ୍ତୁ ସେ ଗତ କାଲି ଓଡ଼ିଶା ଆସି ନଥିଲେ ତେବେ ସେ ଆଜି ଆସି ଭୁବନେଶ୍ୱରରେ ପହଂଚିଛନ୍ତି ଏବଂ ଖାରବେଳ ନଗର ଥାନାରେ ନିଜର ବୟାନ ଦେଇ ସାରିଲା ପରେ ନିଜ ଘରକୁ ଯାଇଛନ୍ତି।ତାଙ୍କ ଘର ବାହାରେ ଅନେକ ମିଡ଼ିଆ ଲୋକ ରହିଥିବା ବେଳେ।

ତେବେ ବାବୁସାନ ୪ କୋଟି ଓଡ଼ିଆ ମାନଙ୍କ ହୃଦୟର ଏକ ତାରକା ଅଟେ।ତାର କଥା ଏଠାରେ ଉଠିଲା ହି କାହିଁକି। ବାବୁସାନ ବାବଦରେ ନୁହଁ ମୁଁ ଆଜି ସେହି ଝିଅ ବାବଦରେ କହିବାକୁ ଆସିଛି।ବାବୁସାନଙ୍କର ବାପା ଉତ୍ତମ ମହାନ୍ତି ମୋର ବହୁତ ଆପଣାର ଅଟନ୍ତି ଆଉ ତାଙ୍କ ପାଇଁ ହିଁ ମୁଁ ଆଜି ଇଣ୍ଡଷ୍ଟ୍ରିରେ ରହିଛି।

ତାଙ୍କ ପୁଅ ବାବୁ ମୋ ପୁଅ ସମାନ ଆଉ ତାର ସ୍ତ୍ରୀ ତୃପ୍ତି ମୋ ଝିଅ ସମାନ। ମୁ ଆଜି ମିଡ଼ିଆ ସାମ୍ନାକୁ ଖାଲିରେ ହି ଆସିନାହିଁ ବରଂ ମିଡ଼ିଆର ସହାରା ନେଇ ମୋର ଝିଅକୁ କିଛି ତାର ସପକ୍ଷରେ କହିବାକୁ ଆସିଛି।ତୃପ୍ତି ମୋ ଝିଅ ଅଟେ।ବାବୁସାନ ଜମା ବି ଖରାପ ନୁହଁ ତାର ମୁଣ୍ଡକୁ ସେପରି କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।