viral video – ଖଟ ଉପରେ ପର ପୁରୁଷ ସହ ଶୋଉଥିଲା ଅର୍ଚନା..ଖଟ ତଳେ ଦେଖୁଥିଲା ସ୍ୱାମୀ ଜଗବନ୍ଧୁ ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବନ୍ଧୁଗଣ ଅନେକ ସମୟରେ ଆପଣ କିଛି ନିନ୍ଦନୀୟ ଲଜ୍ୟାଜନକ ଘଟଣା ସଂପର୍କରେ ଆସୁଥିବେ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ଯେଉଁଭଳି କାର୍ଯ୍ଯ କଲାପକୁ ଦେଖି ଲଜ୍ୟା ବୋଧ ହୋଇଥାଏ।ତେବେ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।

 ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ।

ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ।ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ।

 ସେମାନେ କେତେବେଲେ କଣ କରୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି। ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଏକ ବିମାନ ଭିତରେ ଦୁଇଜଣ ଯୁବକ ଯୁବତୀ ଟଏଲେଟ୍ ଭିତରେ ପଶି ଯାଇଥିଲେ। ଯେଉଁ ଟଏଲେଟ୍ ଟି ଯୁବତୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଏହି ଟଏଲେଟ୍ ଭିତରୁ ଉଭୟ ପୁଅ, ଝିଅ ବାହାରିବାର ଏହି ଦୃଶ୍ୟକୁ କ୍ୟାମେରା ରେ ରେକର୍ଡ କରିଥିଲେ ଜଣେ ଆମେରିକା ପ୍ଲେଆର୍।ଆଉ ଏହାପରେ ସେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ଲେଖିଥିଲେ ଯେ ପ୍ରଥମ ଥର ପାଇଁ ମୁଁ ଦେଖିଲି ଯେ ବିମାନର ଏକ ଟଏଲେଟ୍ ଭିତରୁ ଉଭୟ ପୁରୁଷ ଏବଂ ଯୁବତୀ ବାହାରୁ ଥିବାର।

ସେତେବେଳେ ଅନ୍ୟ ମହିଳା ମାନେ ଟଏଲେଟ୍ ଯିବାକୁ ଅପେକ୍ଷା କରିଥିଲେ। ଆଉ ଏହି ସମୟରେ ଏକା ସାଙ୍ଗରେ ଉଭୟ ପୁରୁଷ ଓ ମହିଳା ସେହି ଟଏଲେଟ୍ ଭିତରୁ ବାହାରି ଥିଲେ। ତେବେ ଏକା ସାଙ୍ଗରେ ସେମାନେ କିପରି ଟଏଲେଟ୍ ଯାଇ ପାରିବେ ଏବଂ ସେମାନେ ସେଠାରେ କରୁଥିଲେ କଣ ବୋଲି ଅନେକ ୟୁଜର ପ୍ରଶ୍ନ କରିଥିବା ବେଳେ ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି ଅନେକ ପ୍ରତିକ୍ରିୟା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !