health tips-ଆପଣଙ୍କ ର ପୁତ୍ର ସନ୍ତାନ ଆବଶ୍ୟକ କି? ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ। ଆପଣ ହେବେ ନିଶ୍ଚୟ ସଫଳ।

ସବୁ ବାପା ମା ଙ୍କ ପାଇଁ ତାଙ୍କର ସନ୍ତାନ ମାନେ ଜୀବନ ହୋଇ ଥାଆନ୍ତି। ଯେତେ ଯାହା ଥାଉ ନା କାହିଁକି ଯଦି କୋଉ ସ୍ୱାମୀ ଓ ସ୍ତ୍ରୀ ର ସନ୍ତାନ ନାହିଁ ତାହାଲେ ସେମାନଙ୍କ ଜୀବନ ନିଶ୍ଚିତ ଭାବରେ ମୂଲ୍ୟହୀନ ହୋଇ ଯାଏ। ସବୁ ପୁଅ ଝିଅ ଙ୍କ ର ଇଛା ଯେ ସେମାନଙ୍କ ର ବିବାହ ପରେ ସନ୍ତାନ ହୋଉ। କିନ୍ତୁ କୌଣସି କାରଣ ବସତ ସେମାନଙ୍କ ର ବେଳେ ବେଳେ ସନ୍ତାନ ହୁଏ ନାହିଁ। ଯାହାକି ସେମାନଙ୍କୁ ବହୁତ ଦୁଃଖ ଦେଇ ଥାଏ। ସେହି ପରି ଆଜି କାଲି ବହୁତ ଲୋକଙ୍କ ର ଝିଅ ପିଲା ହେଉଛନ୍ତି ସେଥି ପାଇଁ ସେମାନେ ପୁଅ ପିଲା ଟିଏ ଚାହିଁଥାନ୍ତି।

ତେବେ ଆପଣ ଏହା ଜାଣିଛନ୍ତି କି ଯେ ସନ୍ତାନ ଟି ପୁଅ ହବ କି ଝିଅ ତାହା କେବଳ ପୁରୁଷ ଉପରେ ନିର୍ଭର ଶୀଳ। କାହିଁକି ନା ଝିଅ ମାନଙ୍କ ପାଖରେ କେବେଳ x କ୍ରମଜୋମ ଥାଏ। ଯାହା କି ପୁଅ ମାନଙ୍କ ଦ୍ୱାରା ଫାର୍ଟିଲାଇଜର ହୋଇଥାଏ।

ତେବେ ପୁରୁଷ ଙ୍କ ପାଖରେ x ଓ y ଦୁଇଟି କ୍ରମଯମ ରହିଥାଏ। ଯେତେବେଳେ ପୁରୁଷ ପାଖରୁ x କ୍ରମଜୋମ ଆସିଥାଏ ସେତେବେଳେ ସନ୍ତାନ ଟି ଝିଅ ହୋଇ ଥାଏ ଓ ଯେତେବେଳେ y କ୍ରମଜୋମ ଆସିଥାଏ ସେତେବେଳେ ସନ୍ତାନ ଟି ପୁଅ ହୋଇଥାଏ।

ଆଜି ଆମେ ଏପରି ଉପାୟ ବିଷୟରେ ଜାଣିବା ଯାହା କି କରିବା ଦ୍ୱରା ଆପଣଙ୍କ ର ପୁଅ ସନ୍ତାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଯେ ଆମେ କଣ କରିବା ଓ କଣ ଖାଇବା ଯାହା ଦ୍ୱରା ଆପନଙ୍କ ର ପୁତ୍ର ସନ୍ତାନ ହେବ।

ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଆପଣ ମାନଙ୍କୁ କନସିବ କରିବା ଆଗରୁ ନିଶ୍ଚିତ ଭାବରେ ଜାଣିବା ଉଚିତ ଯେ ପୁରୁଷ ର ପିଏଚ ଲେଭେଲ କେତେ ରହିଛି। ଯଦି ଏହା 7 ରୁ କମ ଥାଏ ତେବେ କନସିବ କରିବା କଷ୍ଟ କର ହୋଇଥାଏ। କିନ୍ତୁ ଏହା ଯଦି 7 ରୁ ଅଧିକ ରହି ଥାଏ ତେବେ ଏହାକୁ କନସିବ କରିବା ସହଜ ହୋଇଥାଏ।

ଡାକ୍ତର ମାନଙ୍କ କହିବା ଅନୁସାରେ ଯେଉଁ ପୁରୁଷ ମାନଙ୍କ ର ପିଏଚ ଲେଭେଲ 7.2 ରୁ 8.2 ରହିଥାଏ। ସେଇ ମାନଙ୍କ ର ଧାତୁ ଅଧିକ ଆକ୍ଟିଭ ରହି ଥାଏ ଓ ଫାର୍ଟିଳାଇଜେଶନ ହବାକୁ ସହଜ ହୋଇ ଥାଏ। ତେଣୁ ଯେଉଁ ମାନଙ୍କ ର ପିଏଚ ସ୍ତର କମ ଅଛି ସେମାନଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।

ବିଭିନ୍ନ ପ୍ରକାର ର ସୁଷମ ଖାଦ୍ୟ ଖାଇବା ଉଚିତ। ଯେପରି ଅଦା ସିମଲା ଅଁଳା ଟମାଟୋ ଇତ୍ୟାଦି ଖାଇବା ଦରକାର। ଏହି ସବୁ ଖାଦ୍ୟ ଖାଇଲେ ପିଏଚ ସ୍ତରର ବୃଦ୍ଧି ଘଟି ଥାଏ। ତେଣୁ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ। ଦେଖିବେ ଆପଣଙ୍କ ର ନିଶ୍ଚିତ ପୁତ୍ର ସଂନ୍ତାନ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।